ବାହାଘର ପରେ ମା ହୋଇଥିବା ଓଡିଆ ଅଭିନେତ୍ରୀ 

ଆପଣ ମାନେ ସମସ୍ତେ ଓଡିଆ ସିରିଏଲ ବା ଚଳଚିତ୍ର ନିହାତି ଦେଖୁଥିବେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବାହାଘର ପରେ ମା ହୋଇଛନ୍ତି । ଓଡିଆ ଅଭିନେତ୍ରୀମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ଦର୍ଶକ ମାନଙ୍କ ମନ କିଣି ଥାନ୍ତି, ତେବେ ତାଙ୍କ ଅଭିନୟ ଲୋକଙ୍କୁ ଏତେ ପସନ୍ଦ ଆସିଥାଏ ଯେ ଦର୍ଶକ ତାଙ୍କ ନିଜି ଜୀବନ ବିଷୟରେ ଜାଣିବା ପାଇଁ ଇଛା କରି ଥାନ୍ତି ।

ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ଯିଏ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି ଓ ବର୍ତମାନ ବିବାହ ପରେ ମା ହୋଇଛନ୍ତି ।

୧. ରାନୁ :

ଏହି ଲିଷ୍ଟରେ ପ୍ରଥମ ନଂରେ ଆସୁଛନ୍ତି ରାନୁ, ଆପଣ ମାନେ ରାନୁଙ୍କୁ “ସିନ୍ଦୁର ବିନ୍ଦୁ ସିରିଏଲ” ରେ ଦେଖିବାକୁ ପାଇଥିବେ । ତେବେ ଏହି ସିରିଏଲରେ ଆପଣ ମାନେ ରାନୁଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିବେ ଓ ତାଙ୍କ ସୁନ୍ଦରାତା ସମସ୍ତଙ୍କୁ ବହୁତ ପସନ୍ଦ ଅଟେ । ତେବେ ସେ ବର୍ତମାନରେ ମା ହୋଇଛନ୍ତି ଓ ତାଙ୍କର ଗୋଟେ ପୁଅ ଅଛି ।

Image Courtesy: Google

୨. ପ୍ରିୟା :

ଦ୍ଵିତୀୟ ନଂରେ ଆସୁଛନ୍ତି ପ୍ରିୟା, ପ୍ରିୟା ଯେତେ ସୁନ୍ଦର ଦେଖିବାକୁ ଅଛନ୍ତି ତାଙ୍କ ଅଭିନୟ ତା ଠାରୁ ବି ବହୁଇଟ ଭଲ ଅଟେ । ଦର୍ଶକ ମାନେ ତାଙ୍କୁ ଟିଭିରେ ଦେଖିବା ବହୁତ ପସନ୍ଦ କରନ୍ତି । ତେବେ ଆପଣ ମାନେ ପ୍ରିୟାଙ୍କ ବହୁତ ଚଳଚିତ୍ର ମଧ୍ୟ ଦେଖିବାକୁ ପାଇଥିବେ ତେବେ ତାଙ୍କର ଏକମାତ୍ର ଗୋଟେ ପ୍ପୁଆ ଅଛନ୍ତି ଓ ସେ ନିଜ ମା ଭଳି ଦେଖିବାକୁ ଅଛନ୍ତି ।

Image Courtesy: Google

୩. ଅର୍ପିତା କର :

ଅରପିତାଙ୍କୁ ଆପଣ ମାନେ ଦୂର୍ଗା ସିରିଏଲରେ ଦେଖିବାକୁ ପାଇଥିବେ । ତେବେ ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକ ବହୁତ ପସନ୍ଦ କରିଥିଲେ । ତେବେ କଣ ଆପାନ ଜାଣିଛନ୍ତି ଦୂର୍ଗାଙ୍କର ମଧ୍ୟ ଗୋଟେ ମାତ୍ର ପୁଅ ଅଛି ।

୪. ମାହି :

ମାହିଙ୍କୁ ଆପପନ ମାନେ ” ମୁଁ ବି ଅର୍ଦ୍ଧାଙ୍ଗିନୀ ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ । ତେବେ ଦର୍ଶକ ମାନେ ତାଙ୍କ ଅଭିନୟକୁ ବେସ ପସନ୍ଦ କରିଥିଲେ ଓ ତାଙ୍କ ସିରିଏଲ ଟିଆରପି ବଢିବାକୁ ମଧ୍ୟ ଲାଗିଥିଲା । ତେବେ କଣ ଆପଣ ଜାଣିଛନ୍ତି ମାହିଙ୍କର ଗୋଟେ କୁନି ଝିଅଟିଏ ଅଛନ୍ତି ।

Image Courtesy: Google

୫. ସ୍ଵୀଟି :

ଆପଣ ମାନେ ସ୍ଵୀଟିଙ୍କୁ ମାନିନୀ ସିରିଏଲରେ ମାନିନୀ ଅଭିନୟ କରୁଥିବାର ଦେଖିଥିବେ ତେବେ ତାଙ୍କ ଷ୍ଟାଇଲ ସବୁ ଅଭିନେତ୍ରୀ ମାନଙ୍କ ଠାରୁ ବହୁତ ଅଲଗା ଅଟେ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି କିନ୍ତୁ ତାଙ୍କୁ ଦେଖି ଏମିତି ଜମା ବି ଲାଗେ ନାହିଁ ଯେ ତାଙ୍କର ଗୋଟେ ଛୁଆ ମଧ୍ୟ ଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *