ବାହାଘର ପରେ ଶାଶୁଘରେ କେମିତି ଅଛନ୍ତି ଅଭିନେତ୍ରୀ ରାନୀ 

ଆପଣ ମାନେ ସମସ୍ତେ ଅଲିଉଡ ସିରିଏଲ ଓ ଚଳଚିତ୍ର ନିହାତି ଦେଖିବାକୁ ପସନ୍ଦ କରୁଥିବେ ତେବେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯିଏ କେବଳ ସିରିଏଲ ଦ୍ଵାରା ବହୁତ ନା ପାଇଛନ୍ତି ଓ ଦର୍ଶକ ମାନେ ଚଳଚିତ୍ର ଅଭିନେତ୍ରୀ ମାନଙ୍କ ଠାରୁ ସିରିଏଲ ଅଭିନେତ୍ରୀ ମାନଙ୍କୁ ଅଧିକ ପସନ୍ଦ କରନ୍ତି ବୋଲି ଦେଖା ଯାଇଛି । ତେବେ ଆପଣ ମାନେ ରାଣୀ ସିରିଏଲ ଦେଖିବାକୁ ପାଇଥିବେ, ଏହି ସିରିଏଲରେ ଆପଣ ଏହା ଦେଖିବାକୁ ପାଇଥିବେ ଯେ ମୁଖ୍ୟ ଅଭିନେତ୍ରୀ ରାଣୀ ବହୁତ ଭଲ ଅଭିନୟ କରିଥିଲେ ।

ରାଣୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିବା ଅଭିନେତ୍ରୀଙ୍କ ନାମଶୀତଲ ପଟନାୟକ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ବହୁତ କିଣିଛନ୍ତି ।

Image Courtesy: Google

ତାଙ୍କ ପ୍ରଥମ ସିରିଏଲ ଥିଲା ରାଣୀ ଯାହା ପରେ ଲୋକେ ତାଙ୍କ ଅସଲ ନା ଭୁଲି ତାଙ୍କୁ ରାଣୀ ରାଣୀ ଡାକିବା ଆରମ୍ଭ କରିଥିଲେ । ଆପଣଙ୍କୁ ଆଜି ଆମେ ରାଣୀଙ୍କ ବା ଶୀତଲଙ୍କ ପରିବାର ବିଷୟରେ ବହୁତ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣିଥାନ୍ତି । ଶୀତଲ ରାଣୀ ସିରିଏଲରେ ଏମିତି ଅଭିନୟ କରିଛନ୍ତି ଯାହା ଦର୍ଶକ କେବେ ଭୁଲି ନାହାନ୍ତି ଓ ଲୋକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା ।

Image Courtesy: Google

ତେବେ ବର୍ତମାନରେ ଶୀତଲ “ରଖିଲେ ସିଏ ମାରିବ କିଏ” ସିରିଏଲ ରେ ମୁଖ୍ୟ ଭୂମିକାରେ ଦେଖା ଦେଇଛନ୍ତି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଛି ଶୀତଲ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି । ତାଙ୍କ ଅଭିନୟ ଆପଣ ମାନେ ରାଣୀ ସିରିଏଲରେ ଦେଖିବାକୁ ପାଇଥିବେ ଓ ଏହି ସିରିଏଲ ପରେ ତାଙ୍କୁ ବହୁତ ନାମ ସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତ ହୋଇଛି । ତାଙ୍କ ଅଭିନୟ ଜାଦୁରେ ସେ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି, ତେବେ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ରାଣୀଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ତାଙ୍କ ନାମ ହେଉଛି କୀର୍ତି ମହାନ୍ତି ।

Image Courtesy: Google

ବର୍ତମାନରେ ଆପପନ ମାନେ କୁଆଁରୀ କନ୍ୟା ସିରିଏଲରେ କୀର୍ତି ମହାନ୍ତିଙ୍କୁ ଦେବିକା ରାଣୀ ଭୂମିକାରେ ଦେଖିବାକୁ ପାଇଥିବେ । ତାଙ୍କ ଭଉଣୀ ମଧ୍ୟ ସିରିଏଲରେ ଅଭିନୟ କରିଥିଲେ ଓ ସେ କୁନି ରାଣୀ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ତେବେ ଆପଣଙ୍କୁ ରାଣୀଙ୍କ ଅଭିନୟ କେମିତି ଲାଗିଥାଏ ଆମକୁ କହିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *