ହଠାତ ପଡିଆ ମଝିରେ ଭିଡ ଭିତରେ ବାଇଆ ହେଇଗଲା ହାତୀ, କରିଲା ଏମିତି କାମ…ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ହାତୀ ହେଉଛି ସବୁଠାରୁ ବିଶାଳ କାୟ ପ୍ରାଣୀ ଅଟେ । ହାତୀର ଆ-କ୍ର-ମ-ଣରେ ମଣିଷର ଅନେକ କ୍ଷ-ୟ-କ୍ଷ-ତି ହୋଇଥାଏ । କିନ୍ତୁ କିଛି କ୍ଷେତ୍ର ରେ ହାତୀ ମାନଙ୍କ ଦ୍ଵାରା ଏମିତି କିଛି କାମ କରାଯାଏ ଯାହା ପାଇଁ ଏହି ଭ-ୟ ଦୂର ହୋଇଥାଏ । ହାତୀ ବିଶାଳା ପ୍ରାଣୀ ହେଲେ ମଧ୍ୟ ନିଜ ଭାର ନିଜେ ବୋହିଥାଏ । ତେବେ ଆଜିର ଆମର ଏହି ବିଷୟ ବସ୍ତୁ ହାତୀ ଉପରେ ଆଧାରିତ ଅଟେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମଗ୍ର ଦେଶରେ ନବରାତ୍ରି ବା ଦୁର୍ଗାପୂଜା ଚାଲୁଅଛି । ଏହି ନଅ ଦିନରେ ମା ଦୂର୍ଗାଙ୍କର ଭକ୍ତି ଭାବ ସହକାରେ ପୂଜା ପାଠ କରାଯାଏ ।

କିଛି ଲୋକ ମାନେ ଏହି ନବରାତ୍ରି ରେ ବ୍ରତ ମଧ୍ୟ ରଖିତହନ୍ତି । ଏହି ଭି-ଡି-ଓ ଟି କର୍ଣ୍ଣାଟକ ର ଯେଉଁ ଠାରେ ଗୋଟେ ବି-ଶା-ଳ କା-ୟ ହାତୀ ପାଲିଙ୍କିରେ ବସିଥିବା ମା ଦୂର୍ଗାଙ୍କୁ ନେଇ ଯାଉଛି । ଏହି ଘଟଣା ଟି ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି ସେତିକି ମନୋଲୋଭା ମଧ୍ୟ ଅଟେ । ତେବେ ହାତୀ ଟି ନିଜ ପିଠି ରେ ପାନିକିରେ ବସିଥିବା ଜଗତ ଜନନୀ ମା ଦୂର୍ଗାଙ୍କୁ ବୋହି ନେଇ ସାରା ଦେଶରେ ଭ୍ରମଣ କରାଉଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଏଠାରେ ଉପସ୍ଥିତି ଥିବା ଲୋକ ମାନେ ହାତୀର ପ୍ରଶଂସା କରିବା ସହ ଏହାର ଭିଡିଓ ମଧ୍ୟ କରୁଛନ୍ତି ।

ତେବେ ବୋଧ ହୁଏ ତ ପ୍ରଥମ ଥର ପାଇଁ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ହାତୀ ଟି ମା ଦୂର୍ଗାଙ୍କ ପ୍ରତିମା ବା ମୂର୍ତ୍ତିକୁ ନିଜ ପିଠିରେ ବସାଇ ଯାତ୍ରା କରୁଛି । ଏହି ଦୃଶ୍ୟ ଦେଖି ମା ଦୂର୍ଗାଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତ ମାନେ ବହୁତ ଖୁସି ହୋଇ ଝୁମୀ ଯାଇଛନ୍ତି । ଏହି ଦୃଶ୍ୟ ଦେଖିଆବ ପାଇଁ ସେଠାରେ ହଜାର ହଜାର ଲୋକଙ୍କ ଭିଡ ଜମିଛି । ଏମିତି କି ଦୂର ଦୁରାନ୍ତରରୁ ମଧ୍ୟ ଲୋକ ମାନେ ଏହି ଦୃଶ୍ୟ ଦେଖିବାକୁ ଆସୁଛନ୍ତି । ହାତୀର ଏ ଭଳି ମହାନ କାମ ପାଇଁ ସେ ବାସ୍ତବରେ ପ୍ରଶଂସାର ପାତ୍ର ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *