ବାରମ୍ବାର ହୃଦୟ ଭାଙ୍ଗିଲେ କଣ କରିବା ଉଚିତ- Krishna Vani

ଦୁନିଆରେ ଭଲ ପାଇବା ଶବ୍ଦ ସମସ୍ତେ ବ୍ୟବହାର କରୁଛନ୍ତି କିନ୍ତୁ ଏହାର ଅର୍ଥ ବହୁତ କମ ଲୋକଙ୍କୁ ଜଣା ରହିଥାଏ, କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ କାହାକୁ ଧୋକା ଦବା ଉଚିତ ହୋଇନଥାଏ । ତେବେ ଆଜିକା ସମୟରେ ଲୋକ ପ୍ରେମ କରିବା ଠାରୁ ଅଧିକ ଧୋକା ଦବାରେ ମନ ଦେଉଛନ୍ତି । ତେବେ ଯିଏ ସତରେ ଭଲ ପାଇଥିବ ସେ ଜାଣିଛି ଯେ ଧୋକା ପାଇଲେ କେମିତି ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ବାରମ୍ବାର ଧୋକା ପାଇଲେ କଣ କରିବା ଉଚିତ ହୋଇଥାଏ ।

ପ୍ରେମ ଦୁନିଆରେ ବହୁତ ପ୍ରକାର ହୋଇଥାଏ ଆଉ ସବୁଠାରୁ ସୁଧ ପ୍ରେମ ମା ର ମମତାରେ ହୋଇଥାଏ ଆପଣ ଯଦି ନିଜ ଜୀବନରେ କିଛି ପାପ କରିଛନ୍ତି ତେବେ ତାହା ହେଉଛି କାହା ମନ ଭାଙ୍ଗିବା ବା କାହାକୁ ଧୋକା ଦବା । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯିଏ ଆପଣଙ୍କୁ ହୃଦୟରୁ ଭଲ ପାଏ ତାକୁ ଧୋକା ଦେଲେ ଆପଣ ନିଜ ଭାଗ୍ୟ ଉପରେ ନିଜେ କୁଲାହାଡି ମାରନ୍ତି କାହିଁକିନା ତା ଆଖିରୁ ବାହାରୁଥିବା ଲୁହା ଆପଣଙ୍କୁ କେବେ ସଫଳ ହବାକୁ ଦେବେ ନାହିଁ ସେଥିପାଇଁ ଜୀବନରେ କେବେ କାହାକୁ କନ୍ଦେଇଲା ଭଳି

କାମ କରନ୍ତୁ ନାହିଁ ନଚେତ ଆପଣଙ୍କୁ ବହୁତ ପଛତେଇବାକୁ ପଡି ପାରେ । ତେବେ ଯିଏ ଧୋକା ପାଇଥାଏ କେବଳ ସେ ଜାଣିଥାଏ ଯେ ଧୋକା ପାଇଲେ କେମିତି ଅନୁଭବ ହୋଇଥାଏ ଅନ୍ୟ ମାନେ ଦୁଃଖ ପ୍ରକାର କରି ପାରନ୍ତି କିନ୍ତୁ ସେହି ଦୁଃଖର ସୀମା ଜାଣି ପାରିବେ ନାହିଁ ଯେତେବେଳେ ମନ କାନ୍ଦିଥାଏ ତେବେ ମଣିଷକୁ ବହୁତ କଷ୍ଟ ହୋଇଥାଏ, ପ୍ରେମୀ ପ୍ରେମିକା ହୁଅନ୍ତୁ ବା ଛୁଆ ମା ବାପା ବିଛୋହ ହେଲେ ସମସ୍ତଙ୍କୁ କଷ୍ଟ ହୋଇଥାଏ,

Loading...

ତେବେ ଭୁଲରେ ବି କାହାକୁ କେବେ ଧୋକା ଦେବେ ନାହିଁ ନଚେତ ଜୀବନ ସାରା କାଣ୍ଡିବାକୁ ହବ ଆଉ ଆପଣ ସେହି ବ୍ୟକ୍ତି ଜୀବନ ମଧ୍ୟ ନର୍କ କରିଥାନ୍ତି ଯାହା ଉଚିତ ହୋଇନଥାଏ । ଆପଣଙ୍କୁ କିଛି ଅଧିକାର ନାହିଁ ଯେ ଆପଣ କାହା ସ୍ଵପ୍ନ ବା ତା ଜୀବନ ନଷ୍ଟ କରନ୍ତୁ, ତେବେ ଯଦି ଆପଣ କାହାକୁ ଭଲ ପାଉ ନାହାନ୍ତି ତେବେ ଆପଣ ସେହି ବ୍ୟକ୍ତିକୁ କହି ଦିଅନ୍ତୁ ଆରମ୍ଭରେ ତାଙ୍କୁ କଷ୍ଟ ହବ କିନ୍ତୁ ଧୋକା ଖାଇଲା ଭଳି ଲାଗିବ ନାହିଁ ଆଉ ସେ ନିଜ ଜୀବନରେ ଅଲଗା ଲକ୍ଷ ରଖି ପାରିବେ ।

ଯେତେବେଳେ ଧୋକା ମିଳିଥାଏ ସେତେବେଳେ ଜୀବନ ଯେମିତି ରହି ଯାଇଥାଏ ଆଉ ଆଗକୁ ବଧୁ ନାହିଁ ସେମିତି ଅନୁଭବ ହୋଇଥାଏ ତା ପରେ ସେହି ବ୍ୟକ୍ତି ନିଜ ଜୀବନରେ କୌଣସି ସମ୍ପର୍କ ଉପରେ ଭରସା କରି ପାରେ ନାହିଁ ତେବେ ଭୁଲରେ ବି କାହା ବିଶ୍ଵାସ କେବେ ଭାଙ୍ଗିବେ ନାହିଁ ନଚେତ ବହୁତ କଷ୍ଟ ଭୋଗିବାକୁ ପଡି ପାରେ ।

Leave a Reply

Your email address will not be published. Required fields are marked *