ବାତ, ପିତ ଓ କଫକୁ ମୂଳରୁ ସମାପ୍ତ କରିବାର ଜବରଦସ୍ତ ଉପାୟ-Swami Ramdev

ରାମ ଦେବ ବାବାଙ୍କୁ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି, ସେ ଆମ ଭାରତ ଯୋଗ ଗୁରୁ ଅଟନ୍ତି, ତାଙ୍କ ଭଳି ଯୋଗ ଗୁରୁ ଆଜି ପର୍ଯ୍ୟନ୍ତ କେହି ନାହାନ୍ତି । ରାମ ଦେବ ବାବା ବହୁତ ରୋଗ କେବଳ ଯୋଗ ଦ୍ଵାରା ଦୂର କରିଥାନ୍ତି । ତେବେ ରାମ ଦେବ ବାବା ଆୟୁର୍ବେଦ ବହୁତ ବ୍ୟବହାର କରନ୍ତି ଓ ନିଜ ଚିକିତ୍ସିକ ମାନଙ୍କୁ ଆୟୁର୍ବେଦ ବ୍ୟବହାର କରିବା ପାଇଁ କୁହନ୍ତି ଓ ଲୋକଙ୍କ ରୋଗ ମଧ୍ୟ ଦୂର ହେଇଥାଏ ।

ତେବେ ଆଜି ଆମେ ଆପନାଙ୍କୁ ରାମ ଦେବ ବାବାଙ୍କ ଦ୍ଵାରା ବାତ, ପିତ ଓ କଫ ଦୂର କରିବା ଉପାୟ କହିଥାନ୍ତି ।

Image Courtesy: Google

୧. ଗିଲୋଇ :

ଆପଣ ମାନେ ସମସ୍ତେ ଗିଲୋଇ ବିଷୟରେ ଅଧିକ ଜାଣି ନଥିବେ କାହିଁକିନା ଏହା ସବୁ ଜାଗାରେ ମିଳି ନଥାଏ କିନ୍ତୁ ପତଞ୍ଜଳିରେ ଆପଣଙ୍କୁ ଗିଲୋଇ ପାଉଡର ମିଳିଯିବ ଯାହା ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀର ସବୁ ପ୍ରକାର ଦରଜ କମିଯାଏ । ଯଦି ଆପଣାଙ୍କ ଆଁଠୁ ଗଣ୍ଠି ବା ଅନ୍ୟ ମାଂସ ପେଶୀରେ ଦରଜ ହୋଇଥାଏ ଏହା ସବୁ ଗିଲୋଇ ସେବନ ଦ୍ଵାରା ଧୀରେ ଧୀରେ କମିବାକୁ ଲାଗିଥାଏ । ତେବେ ଗିଲୋଇ ପାଉଡର ସେବନ କରିବା ଦ୍ଵାରା ଆପଣଙ୍କ ଶରୀର ରକ୍ତ ସଫା ହୋଇଥାଏ ଓ ଆପଣଙ୍କ ଶରୀର ସ୍ଵସ୍ଥ ହବାକୁ ଲାଗିଥାଏ ।

Image Courtesy: Google

୨. ପୀଡାନ୍ତକ କ୍ଵାଥ :

ପୀଡାନ୍ତକ କ୍ଵାଥ ଏମିତି ଗୋଟେ କାଢା ଯାହା ପିତ, ବାତ ଓ କଫ ପାଇଁ ରାମବାଣ ଚିକିତ୍ସା ଅଟେ । ଯେଉଁ ବ୍ୟକ୍ତି ଏହାର ବ୍ୟବହାର କରନ୍ତି ତାଙ୍କ ଇମ୍ଯୁନିଟି ବଢିବା ସହ ସବୁ ପ୍ରକାର ରୋଗ କମିବାକୁ ଲାଗିଥାଏ, ତେବେ ଆପଣଙ୍କୁ ମଧ୍ୟ ଏହି କାଢା ବର୍ତମାନ ସମୟରେ ବ୍ୟବହାର କରିବା ବହୁତ ଆବଶ୍ୟକ ଅଟେ । ଯଦି ଆପଣଙ୍କୁ ଏହି କାଢା ବିଷୟରେ ଅନ୍ୟ କିଛି ଜାଣିବାର ଅଛି ତେବେ ନେଟରେ ଜୈନ ଦେଖନ୍ତୁ ଆପାନ ଚାହିଁଲେ ଏହାକୁ ଘରେ ମଧ୍ୟ ବ୍ୟବହାର କରି ପାରିବେ ।

Image Courtesy: Google

ବାବା ରାମଦେବ କହିଛନ୍ତି ଯେ କୌଣସି କାଢା ରାତିରେ ଭେଦେଇ ରାଖୀ ଦିଅନ୍ତୁ ଓ ସକାଳେ ଆଉ ପାଣି ପକାଇ ଏହାକୁ ଭଲ ଭାବରେ ଫୁଟେଇ ଦିଅନ୍ତୁ ଓ ସେବନ କରନ୍ତୁ ଏହା ଦ୍ଵାରା କାଢା ସବୁ ପୋଶତିକ ଗୁଣ ଆପଣାଙ୍କ ଶରୀରକୁ ପ୍ରାପ୍ତ ହବ । ତେବେ ସନ୍ଧ୍ୟାରେ ପିବା ପାଇଁ ସକାଳେ ପାଣିରେ କାଢା ଭେଦେଇ ଦିଅନ୍ତୁ ।

Image Courtesy: Google

୩. ୱାତରୀ ଚୂରଣ :

ୱାତାରି ଚୂରଣ ଏମିତି ଗୋଟେ ପାଉଡର ଯାହାକୁ ଖାଇବା ଦ୍ଵାରା ବାତ ବହୁତ କମ ହୋଇଯାଏ ଓ ଗୋଟେ ସମୟ ଏମିତି ଆସେ ଯେତେବେଳେ ଆପଣଙ୍କୁ ବାତରୁ ମୁକ୍ତି ମଧ୍ୟ ମିଳିଥାଏ କିନ୍ତୁ ଏହାକୁ ପ୍ରତିଦିନ ସେବନ କରିବା ଆବଶ୍ୟକ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *