ବାତ୍ୟା ପରେ ବନ୍ୟା ଆଶଙ୍କା, ଆଜିବି ଏହି ଜିଲ୍ଲାରେ ପବନ ବହିବ ଦେଖନ୍ତୁ 

ବର୍ତମାନ ବାତ୍ୟା ୟସ ପାଇଁ ଲୋକ ବାହିତ ଅସୁବିଧା ସମ୍ମୁଖୀନ ହୋଇଥିଲେ କିନ୍ତୁ ତାହା ସାରିବା ପରେ ଲୋକ ମାନେ ନିଶ୍ଵାସ ବି ନେଇ ଅହନ୍ତିଆ ଯେ ବନ୍ୟା ଆସି ଯାଇଛି, ତେବେ ଏହି ବନ୍ୟାରେ ପବନ ଆଉ ବର୍ଷା ଆଶଙ୍କା କରା ଯାଉଛି ।

ତେବେ ବାତ୍ୟା ପାଇଁ ଲୋକଙ୍କ ମନରେ ଆତନ ଥିଲା ଆଉ ତାହା ସାରିବା ପରେ ବନ୍ୟା ପାଇଁ ଲୋକଙ୍କ ମନରେ ଡର ଆସି ଯାଇଛି । କିନ୍ତୁ ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକରେ ଅଧିକ ପ୍ରଭାବ ରହିବା ବୋଲି କୁହା ଯାଉଛି । ସେ କହିଛନ୍ତି ଯଦି ୨୪ ଘଣ୍ଟା ମଧ୍ୟରେ ୨୦ ସେଣ୍ଟି ମିଟରରୁ ଅଧିକ ବର୍ଷା ହେଉଛି ତାହେଲେ ବନ୍ୟା ହେବାର ସମ୍ଭାବନା ରହିପାରେ । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ଘଟନା ବିଷୟରେ ।

ଆସୁଛି ଆଉ ଏକ ବନ୍ୟା ବଙ୍ଗୋପସାଗରେ ଦାନା ବାନ୍ଧୁଛି ଆଉ ଗୋଟେ ବନ୍ୟା । କିନ୍ତୁ ନିକଟରେ ଲାଗ ଲାଗ ବାତ୍ୟା ପରେ ବନ୍ୟା ହେବାରୁ ବନ୍ୟା ହୋଇଥିଲା ଆଉ ବର୍ତମାନ ସେହି ପରିସ୍ଥିତି ଦେଖିବାକୁ ମିଳୁଛି । ବନ୍ୟା ସୃଷ୍ଟି ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ରହିଛି । ତେବେ ଏହି ବନ୍ୟା ପାଇଁ ଏସଆରସିକୁ ତଳିଆ ଆଞ୍ଚଲରେ ବାସ କରୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନରେ ନେଇକି ଯିବା ପାଇଁ ଆଡର ଦିଆ ଯାଇଛି ।

କାହିଁକିନା ପାଣି ପାଗ ଭିଭାଗ ସୂଚନା ଅନୁଯାଇ ଏହି ତଳ ତଳିଆ ଲୋକଙ୍କୁ ଅଧିକ ହାନି ହବାର ସମ୍ଭାବନା ରହିଛି । ତେବେ ସୂଚନା ଅନୁଯାଇ କାଲୀ ବାତ୍ୟା ୟସ ପାଇଁ ପ୍ରବଳ ମାତ୍ରାରେ ବର୍ଷା ହବାରୁ କେତେକ ଅଞ୍ଚଳରେ ୱାଟର ବ୍ଲଗ ସମସ୍ୟା ଦେଖିବାକୁ ମିଳିଛି, ମୟୂରଭଞ୍ଜରେ ବହୁତ ବର୍ଷା ହୋଇଛି, ତେବେ ଏହା ଛଡା ଶିମିଳିପାଲରେ ମଧ୍ୟ ବହୁତ ବର୍ଷା ହୋଇଥିବାର ଦେଖା ଯାଇଥିଲା ଯାହା ଫଳରେ ବୁଧ ବଳଦ ନଦୀରେ ବନ୍ୟା ଆସିବାର ଆଶଙ୍କା କରା ଯାଉଛି ।

ତେବେ ଏହାକୁ ନେଇ ୯ଟି ଜିଲାଙ୍କୁ ସତରକ ରହିବା ପାଇଁ ସୂଚନା ଦିଆ ଯାଇଛି ସେହି ଜିଲ୍ଲା ଗୁଡିକ ହେଲେ ବାଲେଶ୍ଵର, ଭଦ୍ରକ, ଶିମିଳିପାଳ, କେନ୍ଦ୍ରପଡା, ଜଗତସିଙ୍ଘପୁର, କଟକ, ମୟୂରଭଞ୍ଜ, ଯାଜପୁର, କେଉଁଝର ଓ ଢେଙ୍କାନାଲ ଜିଲାରେ ବର୍ଷା ପାଇଁ ବନ୍ୟା ଆସିବାର ଆଶଙ୍କା କରା ଯାଇଛି ।

ତେବେ କିଛି ଦିନ ପାଇଁ ପବନ ଆଉ ବର୍ଷା ଲାଗି ରହିବ ବୋଲି ପାଣି ପାଗ ଭିଭାଗ ଏହା ସୂଚନା ଦେଇଛନ୍ତି ତେବେ ବର୍ଷା ଦ୍ଵାରା ନଦୀ ପାଣି ବଢିକି ଗାଁକୁ ଆସି ପାରେ ବୋଲି ତଳିଅ ଭାଗ ଲୋକଙ୍କୁ ଉଚ୍ଚ ସ୍ଥାନକୁ ନବା ପାଇଁ ଆଦେଶ ଦିଆ ଯାଇଛି । ତେବେ କିଛି ଦିନ ଆଉ ସତରକ ରହିଲେ ଆପଣ ନିଜ ପରିବାରକୁ ସୁରକ୍ଷିତ ରାଖୀ ପାରିବେ ବୋଲି ପାଣି ପାଗ ବିଭାଗ କହିଛନ୍ତି ।

Leave a Reply

Your email address will not be published. Required fields are marked *