2027ରେ ଆସିବ ସତ୍ୟଯୁଗ, ବାବା ଦେଲେ ଚାଞ୍ଚଲ୍ୟକର ତଥ୍ୟ- Malika Bachan

ମାଳିକା ଶାସ୍ତ୍ରରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ କୁହାଯାଇଛି । ଯାହାକି ବର୍ତ୍ତମାନ ସମୟରେ ବି ସତ ହୋଇ ଚାଲିଛି । ଏମିତିରେ ଜଣେ ବାବା ମାଳିକାରେ ବର୍ଣିତ ସତ୍ୟଯୁଗ ବିଷୟରେ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି । ବାବା କହିଲେ କି ୨୦୨୭ ସୁଧା ଏହି ସଂସାରରେ ସତ୍ୟଯୁଗ ଆସିଯିବ । ମାଳିକା ଅନୁସାରେ ସତ୍ୟଯୁଗ ଆରମ୍ଭ ହେବା ପୂର୍ବରୁ ବହୁତ କିଛି ସଂକେତ ଆମକୁ ମିଳିବ । ଯାହା ବିଷୟରେ ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି ।

ଯେମିତି କି ୨୦୨୩ ରେ ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ପାଣି ଦେଖାଯିବ । ସମୁଦ୍ରରୁ ପାଣି ଉଠି ଆସି ସହର ମଧ୍ୟକୁ ପ୍ରବେଶ କରିବ । ହଜାର ହଜାର ଲୋକ ଜଳମଗ୍ନ ମଧ୍ୟରେ ରହିବେ । ଓଡିଶାର ବହୁତ କ୍ଷୟକ୍ଷତି ମଧ୍ୟ ହେବ ।

କହିବାକୁ ଗଲେ ସମଗ୍ର ଓଡିଶା ଜଳମଗ୍ନ ହୋଇଯିବ । ବାବାଙ୍କ ଅନୁସାରେ ସେହି ସମୟରେ ଭାରତରେ ଯୁଧ୍ୟ ଆରମ୍ଭ ହୋଇଯିବେ । ଯେଉଁ କାରଣରୁ ଓଡିଶାରେ ବିଭିନ୍ନ ଅଞ୍ଚଳରେ ବମ ପଡିବ ଓ ହୀରାକୁଦରେ ବମ ପଡିବା କାରଣରୁ ହୀରାକୁଦ ଡ୍ୟାମ ବି ଭାଙ୍ଗିଯିବ । ଯେଉଁ କାରଣରୁ ସାରା ଓଡିଶା ଜଳମଗ୍ନ ହୋଇଯିବ । ଅର୍ଥାତ ଆସନ୍ତା ସମୟରେ ଓଡିଶା ଉପରେ ସଙ୍କଟ ମାଡି ଆସୁଛି । କିନ୍ତୁ ବାବା କହିଲେ କି ଏହି ସମୟରେ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ସାହାର୍ଯ୍ୟ କରିବେ ।

ବାବା କହିଲେ କି ମାଲିକାରେ ବର୍ଣିତ ଅଛି କି ଏହି ସମୟରେ ଜଗନ୍ନାଥଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯିବ । କୁହାଯାଉଛି ୨୦୨୩ରେ ଜଗନ୍ନାଥ ସତ୍ୟବଟକୁ ସ୍ଥାନାନ୍ତରିତ ହୋଇଯିବେ । ଜଗନ୍ନାଥ ସ୍ଥାନାନ୍ତରିତ ହେବା ଅର୍ଥ ଓଡିଶାରେ ପାଣି ମାଡି ଆସିବ । ବାବା ଆଗକୁ କହିଲେ କି ଦେଶରେ ୨୦୨୩ ରୁ ୨୦୨୭ ମଧ୍ୟରେ ଯୁଧ୍ୟର ପରିସ୍ଥିତି ଦେଖାଯିବ । ପାକିସ୍ତାନ, ଚୀନ ଓ ଅନ୍ୟ କିଛି ମୁସଲମାନ ରାଷ୍ଟ୍ର ମିଶି ଭାରତ ଉପରେ ଆକ୍ରମଣ କରିବେ ।

କହିଦେଉଛୁ କି ମାଳିକାରେ କୁହାଯାଇଛି କି ୧୦ ଟି ମୁସଲମାନ ରାଷ୍ଟ୍ର ମିଶି ଭାରତ ଉପରକୁ ଆକ୍ରମଣ କରିବେ । କିନ୍ତୁ ଭ-ୟ-ଭୀ-ତ ହେବାର କୌଣସି କାରଣ ନାହିଁ । କାରଣ ଭଗବାନ ଜନ୍ମ ଦେଇଛନ୍ତି ଯେତେବେଳେ ରକ୍ଷା ବି ସେ ହିଁ କରିବେ । କିନ୍ତୁ ଯୁଧ୍ୟ ସୁନିଶ୍ଚିତ । ଯେଉଁଥିରେ ଓଡିଶା ବି ସାମିଲ ହେବ । ବାବା ଆଗାକୁ କହିଲେ କି ମାଳିକାରେ ଯେଉଁ ସବୁ ଭକ୍ତମାନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ସେହି ସମସ୍ତ ଭକ୍ତ ସଠିକ ସମୟରେ ସାମ୍ନାକୁ ଆସିବେ । କିନ୍ତୁ ଭ-ୟ-ଭୀ-ତ ହେବାର କୌଣସି ଅର୍ଥ ନାହିଁ । ଆପଣ ଧର୍ମ ମାର୍ଗରେ ଚାଳନ୍ତୁ ଓ ଭଗବାନଙ୍କୁ ବିଶ୍ଵାସ ରଖନ୍ତୁ ସେ ଆପଣଙ୍କୁ ନିଶ୍ଚିତ ରୂପରେ ସାହାର୍ଯ୍ୟ କରିବେ ।

Leave a Reply

Your email address will not be published. Required fields are marked *