“ସେ ଝିଅ ଧନ୍ଦା କରେ, ସେ କଣ ମୋ ସମାସ୍କନ୍ଧ ?” ପୋଲିସ ଅଟକ ରଖିବା ପରେ ନିଜ ସଫେଇ ରେ କିଛି ଏମିତି କହିଲେ ଆକ୍ଟର Bobby Mishra, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ଚର୍ଚିତ କଳାକାର ବବି ମିଶ୍ର ବର୍ତ୍ତମାନ ଏକ ବିବାଦ ମଧ୍ୟରେ ଅଛନ୍ତି । କୁହାଯାଉଛି କି ବବି ମିଶ୍ର ତାଙ୍କର ପଡୋଶୀଙ୍କୁ ଗା-ଳି ଗୁ-ଲ-ଜ କରିବା ସହ ମାରପିଟ କରିଛନ୍ତି । ଏହା ପରେ ବବି ମିଶ୍ରଙ୍କ ପଡୋଶୀ ଥା-ନାରେ ଆସି ବବି ମିଶ୍ରଙ୍କ ନାଁରେ ଅ-ଭି-ଯୁ-କ୍ତ କରିଛନ୍ତି । ଯେଉଁ କାରଣରୁ ବବି ମିଶ୍ର ଥା-ନାରେ ଥିବାର ନଜର ଆସିଥିଲେ । ଏହି ମାମଲାରେ ଯେତେବେଳେ ବବି ମିଶ୍ରଙ୍କ ରାୟ ପଚରା ଗଲା ତେବେ ସେ ଏକ ଭିନ୍ନ ପ୍ରକାରର ବୟାନ ଦେଲେ ।

ବବି ମିଶ୍ର କହିଲେ କି ଗତକାଲି ତାଙ୍କର ଛୋଟ ଭାଇ ସହ ତାଙ୍କ ପଡୋଶୀର ଝ-ଗ-ଡା ହୋଇଥିଲା । ଝ-ଗ-ଡାର ମୂଳ କାରଣ ହେଉଛି ଗ୍ୟାରେଜରେ ଗାଡି ରଖିବାକୁ ନେଇ । ବବି ମିଶ୍ର ଆଗକୁ କହିଲେ କି ଗତକାଲି ତାଙ୍କର ପଡୋଶୀ ତାଙ୍କର ସାନ ଭାଇ ଗାଡି ରଖୁ ଥିବା ସ୍ଥାନରେ ଗାଡି ରଖିଥିଲା ଯେଉଁ କାରଣରୁ ତାଙ୍କ ସାନ ଭାଇ ସେହି ପଡୋଶୀର ଗ୍ୟାରେଜରେ ଗାଡି ରଖି ଦେଲେ ।

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝ-ଗ-ଡା ହେଲା । ବବି ମିଶ୍ର ନିଜ ପଡୋଶୀକୁ ନିଜର ସାନ ଭାଇ ବୋଲି ମିଡିଆ ସାମ୍ନାରେ କହିଲେ ଓ କହିଲେ କି ସେ ଏତେ ତଳକୁ ଖସି ଯିବ ବୋଲି ମୁଁ ଜାଣି ନ ଥିଲି । ବବି ମିଶ୍ର କହିଲେ ତାଙ୍କର ସେହି ପଡୋଶୀ ଝିଅ ଧନ୍ଦା କରେ । ଝିଅ ବ୍ୟାପାର କରି ସେ ଚଳୁଛି । ଶେ-ଷ-ରେ ତାର ସ୍ତ୍ରୀ ଯାହାର ନାଁ ମିତା ଯାହାକୁ ମୁଁ ନିଜର ସାନ ଭଉଣୀ ଭଳି ଦେଖେ ତାକୁ ମୁଁ କୁଆଡେ ବାହା ହେବି ବୋଲି କହିଛି । ବବି ମିଶ୍ର କହିଲେ କି ସେ ମୋର ସମାଜକନ୍ଦ ନୁହେଁ କି ମୁଁ ତା ନାଁ ରେ ଅ-ଭି-ଯୋ-ଗ ଦେବି ।

ବବି ମିଶ୍ର କହିଲେ କି ତାଙ୍କୁ ଥା-ନାରୁ ଡକରା ହୋଇଛି ବୋଲି ସେ ଆସିଛନ୍ତି । ଅନ୍ୟ ପଟେ ବବି ମିଶ୍ରଙ୍କ ନାଁରେ ଅ-ଭି-ଯୋ-ଗ କରିଥିବା ତାଙ୍କର ପଡୋଶୀଙ୍କ ବୟାନ ନିଆଗଲା ତେବେ ସେ କହିଲେ କି ବବି ମିଶ୍ରଙ୍କ ବାହାଘର ଭାଙ୍ଗିବା ପରେ ସେ ବହୁତ ଦୁଃଖିତ ଅଛନ୍ତି ।

ସେହି କାରଣରୁ ସେ ସବୁଦିନ ମଦ ପିଇ କିଛି ନା କିଛି ଝ-ଗ-ଡା ନିଶ୍ଚିତ କରନ୍ତି । କିନ୍ତୁ ଗତକାଲି ସେ ମୋ ଗାଡି ପାର୍କିଙ୍ଗରେ ତାଙ୍କ ଗାଡି ରଖିଲେ ତେବେ ମୁଁ ତାଙ୍କୁ ମନା କରିଦେଲି । କିନ୍ତୁ ସେ ଜ-ବ-ର-ଦ-ସ୍ତି ମୋ ସହ ଏହି କଥାକୁ ନେଇ ଝ-ଗ-ଡା କରିଲେ ।

ବବି ମିଶ୍ର ମୋତେ ଧକା ବି ମା-ରି-ଛ-ନ୍ତି । ମୁଁ ଯେତେବେଳେ ଥା-ନାରେ ଥିଲି ମୋ ପୁଅ ଓ ସ୍ତ୍ରୀ ଘରେ ଥିଲେ । ସେହି ସମୟରେ ମୋ ଘରର ଗ୍ରୀଳକୁ ଧକା ମା-ରି-ଛ-ନ୍ତି ଓ କହିଲେ କି ଆଜି ତୋ ସ୍ଵାମୀକୁ ମାରି ତୋତେ ବାହାହେବୁ । ରାଜା ଆଚାର୍ଯ୍ୟ ନାଁ ନେଇ ବି ମୋତେ ଧ-ମ-କ ଦେଇଛନ୍ତି । ଏହି ସବୁ ଘଟଣା ଘଟିବା ପରେ ଶେଷରେ ମୁଁ ଥା-ନାରେ ଆସି ତାଙ୍କ ବିରୁଦ୍ଧରେ ଅଭଯୋଗ କରିଲି ।

Leave a Reply

Your email address will not be published. Required fields are marked *