Babi Mishraଙ୍କ ପୋଲ ଖୋଲିଲେ ପତ୍ନୀ Koyel, ଯାହା କହିଲେ ଶୁଣି ଆଖିରେ ଲୁହ ଆସି ଯିବ: ଦେଖନ୍ତୁ Video

ଅଭିନେତା ବବି ମିଶ୍ର ଦିନକୁ ଦିନ ଆହୁରି ବିବାଦ ମଧ୍ୟରେ ଘେରି ହୋଇ ଯାଉଛନ୍ତି । ପ୍ରଥମେ ତାଙ୍କର ପଡୋଶୀ ଥା-ନାରେ ଅ-ଭି-ଯୋ-ଗ କରିବା ପରେ ବବି ମିଶ୍ରଙ୍କୁ ପୋ-ଲି-ସ ଷ୍ଟେସନ ଯିବାକୁ ପଡିଥିଲା । ପଡୋଶୀଙ୍କ ଆ-ରୋ-ପ ଥିଲା କି ବବି ମିଶ୍ର ମ-ଦ ପିଇ ତାଙ୍କ ଘର ସାମ୍ନାରେ ପା-ଟି-ତୁ-ଣ୍ଡ କରୁଥିଲେ । ପୋ-ଲି-ସ ବବି ମିଶ୍ରଙ୍କୁ ଥା-ନାରେ ଡାକି ତାଙ୍କୁ କିଛି ଜେରା କରି ୱାରିଙ୍ଗ ଦେଇ ଛାଡି ଦେଇଥିଲେ । କିନ୍ତୁ ବର୍ତ୍ତମାନ ବବି ମିଶ୍ରଙ୍କ ପତ୍ନୀ ଏହି ଘଟଣାକୁ ନେଇ ଓ ବବି ମିଶ୍ର ଓ ତାଙ୍କର ସ-ମ୍ପ-ର୍କକୁ ନେଇ ମୁହଁ ଖୋଲିଛନ୍ତି ।

ବବି ମିଶ୍ର ପତ୍ନୀଙ୍କ ବ-ୟା-ନ ଅନୁଯାୟୀ ବବି ମିଶ୍ର ଏହିଭଳି କରିଥିବେ ବୋଲି ସତ ପ୍ରତିଶତ ପ୍ରମାଣିତ ହୋଇ ଯାଉଛି । ଏହି ଘଟଣା ପରେ ମିଡିଆ ବବି ମିଶ୍ରଙ୍କ ପତ୍ନୀ କୋୟେଲ ବାନାର୍ଜୀଙ୍କ ଏହି ଘଟଣା ସ-ମ୍ପ-ର୍କରେ ତାଙ୍କର ପରତିକ୍ରିୟା ଜାଣିବାକୁ ଚାହିଁ ଥିଲେ ।

କୋୟେଲ ବାନାର୍ଜୀ ବି ବବି ମିଶ୍ରଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ମିଡିଆ ଯେତେବେଳେ ପ୍ରଶ୍ନ କରିଲା କି ବବି ମିଶ୍ର କଣ ମ-ଦ ପିଆନ୍ତି ତେବେ କୋୟେଲ ବାନାର୍ଜୀ କହିଲେ କି ବବି ମିଶ୍ର ଜଣେ ବଡ ମ-ଦୁ-ଆ । ସେ ପ୍ରଚୁର ମାତ୍ରାରେ ମ-ଦ ପିଅନ୍ତି ଓ ମ-ଦ ପିଇବା ପରେ ସେ ନିଜର ହୋ-ସ ହରାଇ ଦିଅନ୍ତି ।

ଅର୍ଥାତ କଣ କରନ୍ତି କାହାକୁ କଣ କୁହନ୍ତି ସେ କିଛି ବି ଜାଣି ପାରନ୍ତି ନାହିଁ । କୋୟେଲ ବାନାର୍ଜୀ କହିଲେ କି ବବି ମିଶ୍ର ମ-ଦ ପିଇ ତାଙ୍କ ସହିତ ଦୁ-ର୍ବ୍ୟ-ବ-ହା-ର କରନ୍ତି ଓ ତାଙ୍କୁ ମା-ଡ ମଧ୍ୟ ମା-ର-ନ୍ତି । ମ-ଦ ପିଇବା କଥା ଓ ତାଙ୍କୁ ମା-ର-ପି-ଟ କଥା ତାଙ୍କର ପଡୋଶୀମାନେ ବି ଜାଣିଛନ୍ତି । ତାଙ୍କର ପଡୋଶୀ ବବି ମିଶ୍ରଙ୍କ ଉପରେ ଯାହା ବି ଆ-ରୋ-ପ ଲଗାଇଛନ୍ତି ତାହା ପୂରାପୂରି ସତ୍ୟ ଅଟେ ।

ସେ କହିଲେ କି ଏହି କାରଣରୁ ସେ ବବି ମିଶ୍ରଙ୍କ ଠାରୁ ସବୁଦିନ ପାଇଁ ଅଲଗା ହେବା ପାଇଁ ନିଷ୍ପତି ନେଲେ । ତାଙ୍କୁ ପ୍ରଶ୍ନ କରାଗଲା କି ବବି ମିଶ୍ରଙ୍କ ଅ-ତ୍ୟା-ଚା-ର ଓ ମା-ଡ ବିଷୟରେ ସେ କାହିଁକି ପୋ-ଲି-ସରେ ସାହାର୍ଯ୍ୟ ନେଲେ ନାହିଁ । କୋୟେଲ ବାନାର୍ଜୀ କହିଲେ କି ସେ ଜଣେ ସେଲିବ୍ରେଟି ଓ ଭଦ୍ର ପରିବାରରୁ ସେ ଆସିଛନ୍ତି ଓ ତାଙ୍କ ପରିବାରର ଭଲ ନାଁ ମଧ୍ୟ ଅଛି ।

ଅନ୍ୟ ପଟେ ବବି ମିଶ୍ର ବି ଜଣେ ସେଲିବ୍ରେଟି । ସେ ତାଙ୍କର କିମ୍ବା ବବି ମିଶ୍ରଙ୍କ କିମ୍ବା ତାଙ୍କ ପରିବାରର କାହାର ବି ନାଁ ଖ-ରା-ପ କରିବାକୁ ଚାହୁଁ ନ ଥିଲେ । ସେଥିପାଇଁ ସେ ନିଜ ମଧ୍ୟରେ କଥାବାର୍ତ୍ତା କରି ଅଲଗା ହୋଇଗଲେ । କହିଦେଉଛୁ କି ବବି ମିଶ୍ରଙ୍କ ଠାରୁ ଅଲଗା ହେବା ପରେ କୋୟେଲ ବାନାର୍ଜୀ ସବୁଦିନ ପାଇଁ ଓଡିଶା ଛାଡି କଲିକତା ଚାଲି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *