ନମସ୍କାର ବନ୍ଧୁଗଣ, ପ୍ରେମ ମଣିଷ କିଛି ବି କରିପାରେ ଯାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ବାବୁସାନ ଓ ପ୍ରକୃତି । ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ଅଡିଓ କଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ବାବୁସାନ କହୁଛନ୍ତି ସବୁବେଳେ ତୋର କଣ ରାଗିବା ଦରକାର । ଉତ୍ତର ରେ ପ୍ରକୃତି କହୁଛନ୍ତି ସବୁବେଳେ ତୁ ମୋ ମୁଣ୍ଡ ଖରାପ ଭଳି କାମ କରୁଛୁ । ଏହା ପରେ ପ୍ରକୃତି ଙ୍କୁ କଷ୍ଟ ହେବା ଭଳି ଶବ୍ଦ କରି ଚିତ୍କାର କରୁଛନ୍ତି । ବାବୁସାନ ପଚାରୁଛନ୍ତି କଣ ହେଲା କଣ ହେଲା ମୁଁ କଣ କଲି ? ଉତ୍ତର ରେ ପ୍ରକୃତି କହୁଛନ୍ତି ଦେଖା ହେଲେ ତତେ କହିବି ।
କିନ୍ତୁ ବାବୁସାନ କହୁଛନ୍ତି ନାଁ ତୁ ଏବେ କାହା । ପ୍ରକୃତି କହୁଛନ୍ତି ତୋ ଯୋଗୁଁ ମୁଁ ପେନ ପାଉଛି । ପୁଣି କହୁଛନ୍ତି ଛାଡ ତୁ ବୁଝି ପାରିବୁନି । କିନ୍ତୁ ବାବୁସାନ କହୁଛନ୍ତି ସଋ ମୁଁ ସବୁ ବୁଝୁଛି ତୋ ଗୋଡ ଧରୁଛି ସଋ । ସେଥିପାଇଁ କହୁଛି ତୁ ରେସ୍ଟ ନେଇ ଆଉ ରାଗେ ନାହି ବୋଲି ବାବୁସାନ କହିଛନ୍ତି । ପ୍ରକୃତି କାନ୍ଦି କି କହୁଛନ୍ତି ମୁଁ ତୋତେ ସିମ୍ପଲି ପଚାରୁଛି ତୁ କଣ ଖାଇବୁ ?
କିନ୍ତୁ ବାବୁସାନ କହୁଛନ୍ତି ମୁଁ କୁଆଡେ ଯିବାର ନାହି କି ଖାଇବାର ନାହି । ଏତିକି କହି କାନ୍ଦି ପକାଉଛନ୍ତି ପ୍ରକୃତି ଯାହାକୁ ଶୁଣିବା ପରେ ପ୍ରେମିକ ବାବୁସାନ ତାଙ୍କୁ ପଟି କରି କହୁଛନ୍ତି ତୁ କାନ୍ଦୁଛୁ କାହିଁକି ? ପ୍ରକୃତି ଭ୍ୟାକ୍ସିନ ନେଇଛନ୍ତି ସେଥିପାଇଁ ତାଙ୍କର ଗୋଡ ହାତ ସବୁ କିଛି ପ୍ନେ ହେଉଛି ଯାହାକୁ ସେ ସହ୍ୟ କରିପାରୁ ନାହାନ୍ତି ।
ସେଥିପାଇଁ ବାବୁସାନ କହୁଛନ୍ତି ତୁ ରେସ୍ଟ ନେଇ ଭ୍ୟାକ୍ସିନ ନେଇଛୁ ସେମିତି ହେବ ଠିକ ହୋଇଯିବୁ । କାନ୍ଦୁଛୁ କାହିଁକି ବାରମ୍ବାର ପ୍ରଶ୍ନ କରୁଛନ୍ତି ବାବୁସାନ । ତା ପରେ ପ୍ରକୃତି କହୁଛନ୍ତି ବାଏ । ଉତ୍ତର ରେ ବାବୁସାନ କହୁଛନ୍ତି ତୁ ରେସ୍ଟ ନେଇ ଜା କିଛି ଖା ତୋର ମିଟିଙ୍ଗ ଅଛି କୋଉ ରଙ୍ଗର ଶାଢୀ ପିନ୍ଧିବୁ ? ଉତ୍ତର ରେ ପ୍ରକୃତି କହୁଛନ୍ତି ଦୁପଟା ପକାଇବି ।
ଯାହା ଶୁଣିବା ପରେ ଫୋଟୋ ପକାଇବାକୁ ବାବୁସାନ ପ୍ରକୃତିଙ୍କୁ କହୁଛନ୍ତି ଆଉ ସେଥିରେ ହଁ ଉତ୍ତର ଦେଇଛନ୍ତି ପ୍ରକୃତି । ଶେଷରେ ଦୁହେଁ ପରସ୍ପରକୁ ଆଇ ଲଭ ୟୁ କହି ଫୋନ କଟ କରୁଛନ୍ତି । ତେବେ ବନ୍ଧୁଗଣ ସାରା ଓଡିଶାରେ ବାବୁସାନ ଓ ପ୍ରକୃତି ଙ୍କ ପ୍ରେମ ସମ୍ପର୍କକୁ ନେଇ ବିବାଦ ଜୋର ଧରିଥିବା ବେଳେ ବର୍ତ୍ତମାନ ଦୁହିଙ୍କର ଅଡିଓ କଲ ଭାଇରାଲ ହୋଇଛି । ଯାହା ଆପଣ ମାନେ ଏହି ଭିଡିଓ ରେ ଶୁଣି ପାରିବେ ।
ଏହି ଅଡିଓ କଲ ରେ ଦୁହିଙ୍କର କଥା ରୁ ଜଣା ପଡୁଛି ଡୁହନେ ପରସ୍ପରକୁ କେତେ ଭଲ ପାଉଛନ୍ତି । ଜଣଙ୍କୁ କଷ୍ଟ ହେଲେ ଆଉ ଜଣେ ତା କଷ୍ଟ ସହିପାରୁ ନାହି । ବରଂ ତାକୁ ସାନ୍ତ୍ଵନା ଦେଉଛି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ଓ ପ୍ରକୃତିଙ୍କ ପ୍ରେମ ସମ୍ପର୍କ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।