Babushanଙ୍କ ବିରୁଦ୍ଧରେ ସାଂଘାତିକଅଭିଯୋଗ ଆଣିଲେ ସ୍ତ୍ରୀ Trupti ?

ବନ୍ଧୁଗଣ ଭୁବନେଶ୍ବର ଫେରିବା ପରେ ବି ଥମି ନାହି ବାବୁସାନ ଆଉ ପରକୃତିଙ୍କ ପ୍ରେମକୁ ନେଇ ଚର୍ଚ୍ଚା । ବାବୁସାନ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଛନ୍ତି । ଆରେଷ୍ଟ ହେବାର ଭୟ ରହିଛି କିକ ନ ହେଲେ କଣ ପାଇଁ ହାଇକୋର୍ଟ ଯାଇଥାନ୍ତେ ଜାମିନ ପାଇଁ । ସତରେଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ନାଁ ରେ ମାମଲା ରୁଜୁ କରି ଖାରବେଳ ପୋଲିସ ତଦନ୍ତ କରୁଛି । ସଙ୍ଗିନ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ତୃପ୍ତି ଯାହା ପାଇଁ ବାବୁସାନଙ୍କ ନାଁରେ ଲାଗିଛି IPCର ଦଫା ୪୯୮-ଏ, ୫୦୬ ଧାରା । ୪୯୮-ଏ ରେ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଓ ୫୦୬ରେ ହତ୍ୟା ଧମକ ନେଇ ମାମଲା ରୁଜୁ ହୋଇଛି ।

ତୃପ୍ତି ଅଭିଯୋଗ କରିଛନ୍ତି ଦୁଇ ବର୍ଷ ହେବ ସେ ନିର୍ଯାତନା ପାଉଛନ୍ତି । ଏତାଲାରେ ଦର୍ଶାଇଥିଲେ ପରକୃତି ମିଶ୍ର ସେମାନଙ୍କ ଦାଂପତ୍ଯ ଜୀବନରେ ପ୍ରବେଶ କରିବା ପରେ ଅସାନ୍ତି ଚାଲିଛି । ଲକ ଡାଉନ ସମୟରେ ପ୍ରକୃତି ବାବୁସାନଙ୍କ ସହ ସମ୍ପର୍କ ବଢାଇବା ସହ ତାଙ୍କର ଖରାପ ଉଦେଶ୍ୟ ରହିଥିଲା । ଅନେକ ସମୟରେ ପ୍ରକୃତି ବାବୁସାନ ଓ ତାଙ୍କୁ ଧମକ ଦେଉଥିବା କଥା ଏତଲାରେ ଲେଖିଛନ୍ତି ତୃପ୍ତି ।

ଏବେ ତାଙ୍କ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି ତୃପ୍ତି ଅଭିଯୋଗ କରିଛନ୍ତି । ଆଗକୁ ତୃପ୍ତିଙ୍କ ଅଭିଯୋଗ ସହ ଦାଂପତ୍ଯ ଜୀବନରେ ଅସାନ୍ତି ଓ ପରକ୍ରିୟା ପ୍ରୀତି ଅଭିଯୋଗ ନେଇ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ । ତୃପ୍ତିଙ୍କ ଅଭିଯୋଗ ଅନୁସାରେ ବାବୁସାନ ୨୪ ଘଣ୍ଟା ନିଶାରେ ଚୁର ରହିବା କାରଣରୁ ଘରକୁ ଫେରୁ ନ ଥିଲେ ।

ଆର୍ଥିକ କି ମାନସିକ ସ୍ତରରେ ସ୍ତ୍ରୀ କି ପିଲାର ଦାୟିତ୍ଵ ନେଇ ନ ଥିଲେ ବାବୁସାନ । ତାଙ୍କୁ ମଦ, ଗଞ୍ଜେଇ ଭଳି ନିଶା ଦେଇ ଆର୍ଥିକ ସହାୟତା ନେଉଥିଲେ ପ୍ରକୁର୍ତି । ଆଜି ଓଲିଉଡ ରେ ନିଶା ଦ୍ରବ୍ଯର ବହୁଳ ବ୍ୟବହାର କରା ଯାଉଛି । ଯାହାର ଅଭିଯୋଗ ହୋଇଛି ଖାରବେଳ ନଗର ଥାନାରେ । ଆଗକୁ ପୋଲସି ଏ ଦିଗରେ ତାହି ପ୍ରମାଣ ଯୋଗାଡ କରିବା ସହ ବାବୁସାନଙ୍କୁ ପଚରାଉଚରା କରିପାରେ ।

ତେବେ ଯଦି ବାବୁସାନ ପୋଲିସର ତଦନ୍ତରେ ସାହାଜ୍ଯ ନ କରିବେ ତେବେ ହୁଏ ତ ତାଙ୍କ ବିରୁଦ୍ଧରେ କଡା କାର୍ଜ୍ଯାନୁଷ୍ଠାନ ନେଇପାରେ ପୋଲିସ । ଚେନ୍ନାଇରୁ ଦୁଇ ଦିନ ହେବ ଫେରିବା ପରେ ନିଜ ଘରେ ଅଛନ୍ତି ବାବୁସାନ । ବାବୁସାନଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଥିଲେ ମଧ୍ୟ ପୋଲିସ କାହିଁକି ପଚରାଉଚରା କରୁ ନାହି ?

ଷ୍ଟାର ଦାମ ଆଗରେ ପୋଲିସ ପାୱାର ଫିକା ପଡୁଛି କି ନ ଷ୍ଟାର ବୋଲି କୋହଳ ମନୋଭାବ ଦେଖାଉଛି ପୋଲିସ ? କେବେ ପୋଲିସ ଆଗରେ ହାଜର ହେବେ ଆଉ ସବୁ କଥା କହିବି କହିବି କହୁଥିବା ବାବୁସାନ କେବେ କହିବେ ମନର କଥା ? ସ୍ତ୍ରୀଙ୍କୁ ନିର୍ଯାତନା ଦେଇଥିବାରୁ ଗିରଫ ହେବେ କି ବାବୁସାନ ? ଏଭଳି ଅନେକ ପ୍ରଶ୍ନ ଉଠୁଛି ଯାହାର ଉତ୍ତର ଦେବାକୁ ବାକି ଅଛନ୍ତି ବାବୁସାନ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *