ଦାମ୍ପତ୍ୟ ମାନେ ବେବି ପ୍ଳାନ କରିବା ସମୟରେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ତାଙ୍କର ଗର୍ଭଧାରଣ ଠିକ ଭାବେ ହୋଇପାରେ ନାହି । ଏମିତି କି କିଛି କ୍ଷେତ୍ର ରେ ମହିଳା ମାନଙ୍କର ମେଡିକାଲ ରିପୋର୍ଟ ଠିକ ଥାଇ ମଧ୍ୟ ସେମାନେ ଗର୍ଭ ଧାରଣ କରି ପାରନ୍ତି ନାହି । କିଛି ମହିଳା ମାନେ ଅନେକ ବର୍ଷ ଧରି ଚେଷ୍ଟା କରୁଥିଲେ ମଧ୍ୟ ଗର୍ଭ ଧାରଣ କରି ପାରନ୍ତି ନାହି । ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ ଯାହା ପାଇଁ ପ୍ରେଗେନେଂସୀ ରେ ବାଧା ସୃଷ୍ଟି ହୋଇଥାଏ ।
ଗର୍ଭ ଧାରଣ ନ ହେବାର ପ୍ରଥମ କାରଣ ହେଉଛି ମାନସିକ ଚିନ୍ତା । କିଛି ମହିଳା ମାନେ ଅନେକ ସମୟରେ ମାନସିକ ଚିନ୍ତା ରେ ରହିଥାନ୍ତି ଯାହା ପାଇଁ ତାଙ୍କ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପଡିଥାଏ । ଏହା ଯୋଗୁ ଅବିଲେସନ ହୁଏ ନାହି ଓ ସ୍ପମ ଠିକ ଭାବେ ହୁଏ ନାହି । ଯେବେ ମହିଳାଙ୍କର ମାନସିକ ଚିନ୍ତା ଅଧିକ ରହିଥାଏ ତେବେ ତାଙ୍କ ଶରୀରରେ କଟିସଲ ଭଳି ହରମୋନର ସ୍ତର ବୃଦ୍ଧି ପାଇଥାଏ । ଏହା ଦ୍ଵାରା ପୁରୁଷଙ୍କ ଠାରେ ସ୍ପମ କମ ହୋଇଥାଏ ଯାହା ମହିଳା ମାନେ ଗର୍ଭ ଧାରଣ କରି ପାରନ୍ତି ନାହି ।
ତେଣୁ ଯଦି ଆପଣଙ୍କ ପାଖରେ ଖରାପ ପରିବେଶ ରହିଛି ତେବେ ତା ଠାରୁ ଦୂରେଇ ରୁହନ୍ତୁ । ଅନ୍ୟ କାରଣ ହେଉଛି ଉଭୟ ପୁରୁଷ ଓ ମହିଳା ନିଜର ଜୀବନ ଶୈଳୀରେ ଅପରିବର୍ତ୍ତନ କରୁଛନ୍ତି । ଏହାର ଅର୍ଥ ହେଉଛି ଆଜିକାଲିର ଲାଇଫ ଷ୍ଟାଇଲ ରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । ଯାହା ପାଇଁ ଉଭୟ ମହିଳା ଓ ପୁରୁଷ ନିଜର ଖାଦ୍ୟପେୟ ର ପରିବର୍ତ୍ତନ କରୁଛନ୍ତି । ଏମିତିକି ମହିଳା ଓ ପୁରୁଷ ମାନେ ବ୍ୟାୟାମ ବା ଯୋଗ କରିବାକୁ ସମୟ ପାଉ ନହନ୍ତି । ଯାହା ପହଲରେ ତାଙ୍କ ଶରୀର ର ପୋର୍ଟିଲିଟି ର ବୃଦ୍ଧି ହେଉ ନାହି ।
ତେଣୁ ସୁଷମ ଖାଦ୍ଯ ସେବନ କରିବା ସହ ପ୍ରୋଟିନ ଯୁକ୍ତ ଖାଦ୍ୟର ସେବନ କରିବା ଉଚିତ । ଏହା ସହ ପ୍ରତି ଦିନ ବ୍ୟାୟାମ କରିବା ନିହାତି ଜରୁରୀ ହୋଇଥାଏ । ଅନ୍ୟ ଏକ କାରଣ ହେଉଛି ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ର ରେ ବିବାହ ବୟସ ଅଧିକ ବିଳମ୍ବ ହେବାରୁ ଗର୍ଭ ଧାରଣ ରେ ବାଧା ସୃଷ୍ଟି ହେଉଛି । ମହିଳା ଓ ପୁରୁଷ ମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ବୟସ ଗଡିଯିବା ପରେ ବେବି ପ୍ଳାନ କରୁଛନ୍ତି ।
ଯାହା ପାଇଁ ପ୍ରେଗେନେଂସୀ ଠିକ ସମୟରେ ହୋଇପାରୁ ନାହି । ତେଣୁ ସମୟ ଥାଉ ଥାଉ ଉଭୟ ମହିଳା ଓ ପୁରୁଷ ବେବି ପ୍ଳାନ କରିବା ଉଚିତ । ସୂଚନା ଅନୁସାରେ ୩୦ ବର୍ଷ ପୂର୍ବ ରୁ ନିଜର ବେବି ପ୍ଳାନ କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କ ପ୍ରେଗେନେଂସୀ ସମୟ ସୁଖଦ ରହିବ । ଏହା ସହ ଡାଏଟ ଖାଦ୍ଯରେ ଆଡ କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।