ବାଛନ୍ତୁ ଯେ କୌଣସି 1 ନମ୍ବର ଓ ଜାଣନ୍ତୁ କିଏ ଆପଣଙ୍କୁ ଈର୍ଷା କରନ୍ତି ? Love Quiz

ଆଜି ଆମେ ଆପଣ ମାନଙ୍କ ପାଇଁ ରୋମାଞ୍ଚକର କ୍ଵିଜ ଗେମ ନେଇ ଆସିଛୁ । ଏହି ଗେମ ଅନୁଯାୟୀ ଆମେ ଆପଣ ମାନଙ୍କୁ କିଛି ନମ୍ବର ବିଷୟରେ କହିବୁ । ନମ୍ବର ବାଛିବା ପାଇଁ ଆପଣଙ୍କୁ ୫ ସେକେଣ୍ଡ ସମୟ ଦିଆଯିବ । ଆପଣ ଯେଉଁ ନମ୍ବର ଚୟନ କରିବେ ସେହି ଅନୁସାରେ ଜଣା ପଡିବ ଆପଣଙ୍କୁ କିଏ ଅଧିକ ଈର୍ଷା କରନ୍ତି । ତେବେ ଆସନ୍ତୁ ଆରମ୍ଭ କରି ଏହି ରୋମାଞ୍ଚକର ଖେଳ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ କେହି ନିଜର ବ୍ୟକ୍ତି ଈର୍ଷା କରନ୍ତି । ଏହା ସତ୍ଵ ମଧ୍ୟ ଆପଣ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥାନ୍ତି ।

୨- ଦିତୀୟ ନମ୍ବର : ଯଦି ଦିତୀୟ ନମ୍ବର ପସନ୍ଦ କରିଛନ୍ତି ତେବେ ତେବେ ଆପଣଙ୍କ ଜୀବନରେ ଆପଣଙ୍କର ମିତ୍ର ଆପଣଙ୍କୁ ଅଧିକ ଈର୍ଷା କରିଥାନ୍ତି । ଆପଣ ନିଜର ମିତ୍ରଙ୍କୁ ଯେତେ ନିଜର ମାନେ କରିଲେ ମଧ୍ୟ ସେ ଆପଣଙ୍କର ଉନ୍ନତିରେ ଈର୍ଷା କରିଥାନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନରେ କେହି ଆପଣଙ୍କୁ ଈର୍ଷା କରନ୍ତି ନାହି । ସମସ୍ତେ ଆପଣଙ୍କୁ ନିଜର ମାନେ କରିବା ସହ ଆପଣଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଆପଣଙ୍କର ପଡୋଶୀ ମାନେ ଈର୍ଷା କରିଥାନ୍ତି । ଆପଣଙ୍କ ପଡୋଶୀ ଆପଣଙ୍କର ଉନ୍ନତି ଓ ସଫଳତା ରେ ଅଧିକ ଈର୍ଷା କରିଥାନ୍ତି ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଆପଣଙ୍କୁ ଆପଣଙ୍କ ବନ୍ଧୁ ବର୍ଗ ମାନେ ଈର୍ଷା କରିଥାନ୍ତି । ଆପଣଙ୍କର ବନ୍ଧୁ ମାନେ ଆପଣଙ୍କର ପ୍ରତେକ ଟି କାମ ରେ ଈର୍ଷା କରିଥାନ୍ତି ।

୬- ଷଷ୍ଠ ନମ୍ବର : ଯଦି ଆପଣ ଷଷ୍ଠ ନମ୍ବର ଚୟନ କରିଛନ୍ତି ତେବେ ଅପାନଙ୍କ ଜୀବନରେ ଆପଣଙ୍କର ପିଲା ଦିନର ବନ୍ଧୁ ବା କ୍ଳାସମେଣ୍ଟ ଅଧିକ ଈର୍ଷା କରିଥାନ୍ତି । ଆପଣ ପାଠ ପଢା ରେ ଆଗରେ ରହୁ ଥିବାରୁ ଆପଣଙ୍କର କ୍ଳାସମେଣ୍ଟ ଆପଣଙ୍କୁ ଈର୍ଷା କରିଥାନ୍ତି ।

୭- ସପ୍ତମ ନମ୍ବର : ଯଦି ଆପଣ ସପ୍ତମ ନମ୍ବର ବାଚିଛନ୍ତି ତେବେ ଆପଣଙ୍କ ଜୀବନରେ ଆପଣଙ୍କୁ ଆପଣଙ୍କର କର୍ଜନ ଅଧିକ ଈର୍ଷା କରିଥାନ୍ତି । ଆପଣ ଜୀବନରେ ଅଧିକ ସଫଳତା ହାସଲ କରୁ ଥିବାରୁ ଆପଣଙ୍କର କର୍ଜନ ଈର୍ଷା କରିଥାନ୍ତି ।

୮- ଅଷ୍ଟମ ନମ୍ବର : ଯଦି ଆପଣ ଅଷ୍ଟମ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ ଯେଉଁ ମାନେ ଆପଣଙ୍କର ଅନ ଲାଇନ ବନ୍ଧୁ ମାନେ ଅଛନ୍ତି ସେମାନେ ଆପଣଙ୍କ ଉପରେ ଅଧିକ ଈର୍ଷା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *