ବାଛନ୍ତୁ ଯେ କୌଣସି 1 ଫୁଲ ଓ 1 ପ୍ରଜାପତି ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ବଡ ରାଜ  

ପ୍ରକୃତିର ସୁନ୍ଦର ରଚନା ଗୁଡିକ ବିଷୟରେ କଥା ହେଲେ ସେଗୁଡିକ ମଧ୍ୟରେ ଫୁଲର ନାମ ପ୍ରମୁଖ ଭାବେ ରହିଥାଏ । ଏହି ରଙ୍ଗ ବେରଙ୍ଗ ଫୁଲ ଗୁଡିକ ଆମ ଜୀବନରେ ମଧୁରତା ଆଣିଥାଏ । ଫୁଲ ଗୁଡିକର ଆଧ୍ୟାତ୍ମିକର ବହୁତ ଗଭୀର ସମ୍ପର୍କ ରହିଛି । ଫୁଲ ଜରିଆରେ ବ୍ୟକ୍ତି ଜୀବନର ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ହିନ୍ଦୁ ଧର୍ମ ଅନୁସାରେ ଫୁଲର ବିଶେଷ ମହତ୍ଵ ରହିଛି । ଫୁଲ ବିନା କୌଣସି ପୂଜା ପାଠର ଆରମ୍ଭ ହୁଏ ନାହି ବା କୌଣସି ଶୁଭ କାର୍ଯ୍ୟ ହୁଏ ନାହି । ଫୁଲ ଓ ପ୍ରଜାପତି ପରସ୍ପର ମଧ୍ୟରେ ଗଭୀର ସମ୍ପର୍କ ରହିଛି ।

ପ୍ରଜାପତି କେଉଁ ଫୁଲରେ ବସିବ ତାହା ସେ ନିଜେ ନିର୍ଧାରିତ କରିଥାଏ । ଠିକ ସେହିପରି ବ୍ଯକ୍ତିର ସୌଭାଗ୍ୟ ମଧ୍ୟ ନିର୍ଧାରିତ କରିଥାଏଆ ଯେ ସେ ତା ଜୀବନରେ କେଉଁ ଶ୍ବବହବର ବ୍ୟକ୍ତିକୁ ଚୟନ କରିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଦୁଇଟ ଫୁଲ ଓ ପ୍ରଜାପତିର ଛବି ନେଇ ଆସିଛୁ ଯେଉଥିରୁ ଆପଣ ମାନଙ୍କୁ ମାତ୍ର ଗୋଟିଏ ଫୁଲ ଓ ପ୍ରଜାପତି ବାଛିବାକୁ ହେବ । ଏହା ଦ୍ଵାରା ଆପଣ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ ।

୧- ଗୋଲାପ ଫୁଲ : ଯଦି ଆପଣ ପ୍ରଥମ ଫୁଲ ଚୟନ କରିଛନ୍ତି ତେବେ ଆପଣ ହୃଦୟରୁ କୋମଳ ସ୍ଵଭାବର ହୋଇଥାନ୍ତି । ଆପଣ ଯେଉଁ ବ୍ୟକ୍ତି ସହ ମିଶନ୍ତି ତାଙ୍କର ଅଧିକ ଧ୍ୟାନ ରଖନ୍ତି ।

୨- ସୂର୍ଯ୍ୟମୁଖୀ ଫୁଲ : ଯଦି ଆପଣ ଦିତୀୟ ଫୁଲ ପସନ୍ଦ କରିଛନ୍ତି ତେବେ ଆପଣ ନିଜ ଜୀବନର ଆଦର୍ଶ ଦ୍ଵାରା ଅନ୍ୟ ମାନଙ୍କୁପ୍ରେରିତ ଓ ପ୍ରଭାବିତ କରିଥାନ୍ତି । ଆପଣଙ୍କର କଳ୍ପନା ଶକ୍ତି ବହୁତ ଅଧିକ ରହିଥାଏ । ଆପଣ ନିଜର ଇଚ୍ଛା ଶକ୍ତି ଦ୍ଵାରା ନୂଆ କାମ ହାସଲ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ।

୩- ପ୍ରଥମ ପ୍ରଜାପତି : ଯଦି ଆପଣ ପ୍ରଥମ ଫୁଲ ସହ ପ୍ରଥମ ପ୍ରଜାପତି ଚୟନ କରିଛନ୍ତି ତେବେ ଆପଣଙ୍କ ପାଇଁ ଆଗାମୀ ସମୟ ଭଲ ରହିବ । ଆପଣଙ୍କୁ ପରିବାର ଓ ମିତ୍ର ମାନଙ୍କ ସହଯୋଗ ମିଳିବାକୁ ଯାଉଛି । ଆପଣ ନୂଆ କାମରେ ସଫଳତା ହାସଲ କରିବେ । ଯଦି ଆପଣ ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଏହି ଇଚ୍ଛା ବହୁତ ଜଲ୍ଦି ପୁରା ହେବାକୁ ଯାଉଛି ।

୪- ଦିତୀୟ ପ୍ରଜାପତି : ଯଦି ଆପଣ ଦିତୀୟ ଫୁଲ ସହ ଦିତୀୟ ପ୍ରଜାପତି ଚୟନ କରିଛନ୍ତି ତେବେ ଆପଣ ଆଗାମୀ ଦିନ ମାନଙ୍କରେ ଯେଉଁ କାମ କରିବେ ବୋଲି ଭାବିଛନ୍ତି ସେଥିରେ ସଫଳ ହେବେ । ଆପଣ ମିତ୍ର ମାନଙ୍କ ସହଯୋଗ ଦ୍ଵାରା କାର୍ଯ୍ୟରେ ସଫଳତା ହାସଲ କରିବେ । ପରିବାର ଓ ଜୀବନ ସାଥି ଙ୍କ ସହ ସମ୍ପର୍କରେ ମଧୁରତା ଦେଖାଯିବ । ଯଦି ଆପଣ ଜୀବନରେ କିଛି କରିବାକୁ ଚାହୁଁଛନ୍ତି ତେବେ ଅନ୍ୟ ଉପରେ ବା ବେପାର କ୍ଷେତ୍ର ରେ ଭରସା କରନ୍ତୁ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *