ବାଛନ୍ତୁ ଗୋଟିଏ କୌଣସି 1 ଗୋଲାପ ଓ ଜାଣନ୍ତୁ ସେ କିଏ ଯାହା ହୃଦୟରେ ଆପଣ ରାଜ କରନ୍ତି ?

ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ସାମ୍ନାରେ ଥିବା ବ୍ୟକ୍ତି କିମ୍ବା ନିଜ ବନ୍ଧୁର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଗେମ ନେଇ ଆସିଛି । ଯାହା ଦ୍ଵାରା ଆପଣ କୌଣସି ବି ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ ।

ଆପଣ ଏହି ୫ ଟି ଗୋଲାପ ଫୁଲ ବାଲା ଫଟୋ ଦେଖନ୍ତୁ ଓ ନିଜର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଏହା ମଧ୍ୟରୁ ଗୋଟିଏ ବାଛିବା ପାଇଁ କୁହନ୍ତୁ । ଏହା ପରେ ଆମେ ଆପଣଙ୍କୁ ବାଛିଥିବା ଗୋଲାପ ଫୁଲ ହିସାବରେ ତାଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ କହିବୁ ।

ପ୍ରଥମ ଗୋଲାପ

ଯଦି ଆପଣ ଏହି ଗୋଲାପକୁ ବାଛିଛନ୍ତି ତେବେ ଆପଣଙ୍କର ମାତା ପିତା ଭାଇ ଭଉଣୀ ଅର୍ଥାତ ଆପଣଙ୍କର ପରିବାରରର ସମସ୍ତଙ୍କ ହୃଦୟରେ କେବଳ ଆପଣଙ୍କ ନାଁ ହିଁ ଅଛି । ଯେଉଁମାନେ ଆପଣଙ୍କୁ ବହୁତ ପ୍ରେମ କରନ୍ତି । ନିଜର ଖୁସି ପୂର୍ବରୁ ପ୍ରଥମେ ଆପଣଙ୍କ ଖୁସି ବିଷୟରେ ଚିନ୍ତା କରନ୍ତି । ସେମାନେ ଆପଣଙ୍କୁ ଦୁନିଆରର ସମସ୍ତ ଖୁସି ଦେବାକୁ ଚାହାନ୍ତି ।

ଦ୍ଵିତୀୟ ଗୋଲାପ

ଯଦି ଆପଣ ଦ୍ଵିତୀୟ ନମ୍ବରର ଗୋଲାପକୁ ବାଛିଛନ୍ତି ତେବେ ଆପଣଙ୍କ ଲଭର ଅର୍ଥାତ ଆପଣଙ୍କର ପ୍ରେମୀର ହୃଦୟ କେବଳ ଆପଣଙ୍କର ହିଁ ହୋଇଥାଏ । ସେ ଆପଣଙ୍କୁ ହୃଦୟର ସହିତ ଭଲ ପାଆନ୍ତି । କେବେ ବି ଆପଣଙ୍କୁ କଷ୍ଟରେ ଦେଖି ପାରନ୍ତି ନାହିଁ । ଆପଣଙ୍କ ପାଇଁ କିଛି ନା କିଛି ସ୍ପେଶାଲ କରୁଥାନ୍ତି ।

ତୃତୀୟ ଗୋଲାପ

ଯଦି ଆପଣ ତୃତୀୟ ଗୋଲାପକୁ ବାଛିଛନ୍ତି ତେବେ କୌଣସି ଅଜଣା ବ୍ୟକ୍ତି ଯାହାକୁ ଆପଣ ଜାଣନ୍ତି ନାହିଁ ତାଙ୍କ ହୃଦୟରେ ଆପଣ ଅଛନ୍ତି । ପ୍ରଥମ ସାକ୍ଷାତରେ ହିଁ ସେ ଆପଣଙ୍କୁ ପସନ୍ଦ କରି ବସିଛନ୍ତି । ସେ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ଓ ଲୁଚି ଲୁଚି ଆପଣଙ୍କୁ ଦେଖନ୍ତି ।

ଚତୁର୍ଥ ଗୋଲାପ

ଯଦି ଆପଣ ଚତୁର୍ଥ ଗୋଲାପକୁ ବାଛିଛନ୍ତି ତେବେ ଆପଣଙ୍କର କୌଣସି ଖାସ ସମ୍ପର୍କୀୟ କିମ୍ବା ଆପଣଙ୍କ ପଡୋଶୀ ହୃଦୟରେ ସବୁବେଳେ ଆପଣଙ୍କ ନାଁ ହି ରହିଥାଏ । ସେମାନେ ଆପଣଙ୍କୁ ବହୁତ ଲାଇକ କରନ୍ତି । ଆପଣଙ୍କର ଧ୍ୟାନ ବି ରଖନ୍ତି । ସେମାନେ ସବୁବେଳେ ଆପଣଙ୍କୁ ଦେଖିବାକୁ ଚାହାନ୍ତି । ଆପଣଙ୍କୁ ନିଜର କରିବାକୁ ଚାହୁଁଛନ୍ତି ।

ପଞ୍ଚମ ଗୋଲାପ

ଯଦି ଆପଣ ଏହି ଗୋଲାପକୁ ବାଛିଛନ୍ତି ତେବେ ଆପଣଙ୍କୁ ଚାହୁଁଥିବା ଲୋକମାନଙ୍କ ହୃଦୟରେ ଆପଣଙ୍କର ନାଁ ଅଛି । ଯେଉଁମାନେ ସବୁବେଳେ ଆପଣଙ୍କ ପାଇଁ ଚିନ୍ତା କରୁଛନ୍ତି । ଆପଣଙ୍କୁ ସବୁବେଳେ ଖୁସିରେ ଦେଖିବାକୁ ଚାହାନ୍ତି । ଆପଣଙ୍କ ପାଇଁ କିଛି ବି କରି ପାରନ୍ତି । ସେ ଆପଣଙ୍କ ବହୁତ ଭଲ ପାଆନ୍ତି ।

Leave a Reply

Your email address will not be published. Required fields are marked *