ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ରିଡିଂ କାର୍ଡ ନେଇ ଆସିଛୁ । ଆପଣ ଯାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ମନରେ କଣ ଚାଲିଛି ଆପଣଙ୍କ ପାଇଁ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ହୋଇପାରେ ସେ ଆପଣଙ୍କର ବନ୍ଧୁ ବା ନିକଟତର ଲୋକ ହୋଇ ପାରନ୍ତି । ଆପଣ ତାଙ୍କ ମନରେ କଣ ରହିଛି ଜାଣିବାକୁ ଚାହୁଁଛନ୍ତି ତେବେ ଆମେ ଦେଇଥିବା ୪ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୟନ କରନ୍ତୁ । ଆପଣ ଚାହିଁଲେ ୪ ଜଣଙ୍କ ପାଇଁ ଅଲଗା ଅଲଗା ନମ୍ବର ଚୁଜ କରି ପାରିବେ । ତେବେ ଟାର୍ଟୋ କାର୍ଡ ରିଡିଙ୍ଗ ଦ୍ଵାରା ଆପଣ ସବୁ କିଛି ଜାଣିପାରିବେ ।
୧- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣଙ୍କ ଜୀବନରେ ବହୁତ ସମସ୍ଯା ଅଛି ତଥାପି ସବୁ କିଛି ମ୍ୟାନେଜ କରିଥାନ୍ତି । ଆପଣ ନିଜର ସମସ୍ୟାକୁ ସେୟାର କରନ୍ତି ନାହି ଯାହା ତାଙ୍କୁ ଭଲ ଲାଗେ ନାହି । ଯଦି ଆପଣ ଦୁହିଙ୍କ ମଧ୍ୟରେ ରିଲେସନ ଅଛି ତେବେ ସବୁ କିଛି ସେୟାର କରନ୍ତୁ । ହୋଇପାରେ ସେ ଆପଣଙ୍କର ଭଲ ବନ୍ଧୁ ବା ହମସଫର ହୋଇପାରନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଇବା ସହ ଦୁଖକୁ ବୁଝିଥାନ୍ତି ।
୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କର ଲାଇଫ ପାର୍ଟନର ହୋଇପାରନ୍ତି । ଆପଣ ତାଙ୍କୁ ଯେମିତି ସମ୍ମାନ ଦେଉଛନ୍ତି ସେ ମଧ୍ୟ ସେମିତି କରିଥାନ୍ତି । ଆପଣ ଯେଉଁଠି କି ଗଲେ ଭଲ କରିବେ । ଆପଣ ବହୁତ ବୁଦ୍ଧିମାନ ହେବ ସହ ଜୀବନର ଏମିତି ସ୍ଥିତି ଦେଇ ଗତି କରୁଛନ୍ତି ଆଉ ସଠିକ ରାସ୍ତା ରେ ଚାଲୁଛନ୍ତି । ସେ ଆପଣଙ୍କୁ ଆଶୀର୍ବାଦ ଦେଇ ଜୀବନରେ ଆଗକୁ ବଢିବା ପାଇଁ ଭାବୁଛନ୍ତି । ଆପଣ ଜୀବନରେ ସବୁ କିଛି ହାସଲ କରନ୍ତୁ ସେ ଚାହୁଁଛନ୍ତି ।
୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ତାଙ୍କର ସବୁ କିଛି ଭାବୁଛନ୍ତି । ବହୁତ ପଜେଟିଭ ଚିନ୍ତାଧାରା ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ବହୁତ ଅଧିକ ଆଟ୍ରାକସନ ରହିଛି ଆପଣଙ୍କ ପ୍ରତି ତାଙ୍କ ମନରେ । ସେ ଆପଣଙ୍କୁ ସୁନ୍ଦର ଭାବିବା ସହ ବନ୍ଧୁତା କରିଲେ ଲକି ହେବେ । ଆପଣ ସମସ୍ତଙ୍କର କେୟାର କରିଥାନ୍ତି ।
୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୟନ କରିଛନ୍ତି ସେ ଭାବୁଛନ୍ତି ସମାୟ ଆସେ ନାହି ସମୟ ଆଣିବାକୁ ପଡିଥାଏ । ସେ ଭାବୁଛନ୍ତି ଆପଣ ସବୁ କିଛି ଛାଡି ଦେଇଛନ୍ତି କିନ୍ତୁ ଏହା ସତ ନୁହେଁ । ହୋଇପାରେ ଆପଣ ଦୁହେଁ ଲାଇଫ ପାର୍ଟନର ହୋଇ ପାରନ୍ତି । ଆପଣ ନିଜକୁ ତାଙ୍କ ଠାରୁ ଦୂରେଇ ଦେଇଛନ୍ତି ଆଉ ମୁଭ ଅନ କରିଛନ୍ତି । ଆପଣ ଏବେ ରିଲାକ୍ସ କରୁଛନ୍ତି ସେ ଭାବୁଛନ୍ତି । ଆପଣ କେବେ ବି ତାଙ୍କୁ ଛାଡିବେ ନାହି ସେ ଭାବୁଛନ୍ତି । ବନ୍ଧୁଗଣ ଆପଣଙ୍କର କେଉଁ ନମ୍ବର ଚୟନ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।