ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭବା ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ । ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।
ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 3 ଟି କପ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଯାହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି ବିଷୟରେ ଜାଣି ପାରିବେ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା ।
1- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଭଲ ପାଉଛନ୍ତି ବହୁତ ସାରା ଭଲ ପାଇବା ଦେବାକୁ ଚାହୁଁ ଛନ୍ତି । ଆପଣ ଦୁହିଙ୍କର ବନ୍ଧୁତା ମଜବୁତ ଅଛି । ବନ୍ଧୁତା ଅପେକ୍ଷା ପ୍ରେମ ଅଧିକ ଅଛି । ଆପଣଙ୍କ ଠାରେ ସ୍ଵାର୍ଥ ନାହି ।
ଆପଣଙ୍କ ପର୍ଶନ ଆପଣଙ୍କ ସହ ସବୁ ଦିନ ପାଇଁ ସମ୍ପର୍କ ରଖିବାକୁ ଚାହୁଁ ଛନ୍ତି । ଏହି ସମ୍ପର୍କରେ ସେ ବହତୁ ସମୟ ଦେଇଛନ୍ତି ଆଉ ଆଗକୁ ଏମିତି ରହୁ ଏମିତି ସେ ଭାବୁଛନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତିରେ କିଛି ସମସ୍ଯା ଚାଲିଛି ତଥାପି ସେ ସବୁ କିଛି ଠିକ କରି ଦେବେ ।
2- ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ କନଫିଜ୍ୟୁଜ ଅଛନ୍ତି । ତାଙ୍କ ମାଇଣ୍ଡରେ ଆପଣଙ୍କୁ ନେଉଆ ସନ୍ଦେହ ଆସୁଛି । ତାଙ୍କୁ ଲାଗୁଛି ଆପଣ ଯାହା ଦେଖାଉଛନ୍ତି ତାହା ସତ ନା ମିଛ । ହୋଇପାରେ ଯେବେ ତାଙ୍କୁ ଜାରରତ ପଡୁଛି ଆପଣ ତାଙ୍କ ପାଖରେ ରହୁ ନାହାନ୍ତି । ସେ କିଛି ବୁଝିପାରୁ ନାହାନ୍ତି ଆପଣଙ୍କୁ ନେଇ କଣ ରାୟ ଦେବେ । ସେ ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ଆପଣ ତାଙ୍କ ମନ ଭାଙ୍ଗିଛନ୍ତି ଧୋକା ଦେଇଛନ୍ତି । ହୋଇପାରେ ସେ ଆପଣଙ୍କର ଲଭ ପାର୍ଟନର ହୋଇପାରନ୍ତି ।
3- ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କ ପ୍ରେମ ସେ ପାଗଳ ହୋଇ ସାରିଛନ୍ତି । କିନ୍ତୁ ସେ ବହୁତ ରାଗିଛନ୍ତି ଆପଣଙ୍କ ଉପରେ । ତାଙ୍କ ମନରେ ବହୁତ କିଛି ଅଛି ଆପଣଙ୍କୁ କହିବା ପାଇଁ । କିନ୍ତୁ ଆପଣ ତାଙ୍କୁ ସମୟ ଦେଉ ନାହାନ୍ତି । ସେ ବୁଝିପାରୁ ନାହାନ୍ତି ସାମନା ବାଲା ଏମିତି ବ୍ୟବହାର କରିଲେ କଣ କରାଯାଇ ପାରିବ ।
ସେ ଆପଣଙ୍କର ଅପେକ୍ଷା କରିବେ । ଆପଣଙ୍କୁ ନେଇ ସେ ବହୁତ ଚିନ୍ତାରେ ଅଛନ୍ତି । ସେ ସବୁ କିଛି କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।