ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ Lover ଆପଣଙ୍କ ବିଷୟରେ କଣ ଭାବନ୍ତି- Love Quiz

ବନ୍ଧୁଗଣ ଆଜିକାଲି ଦୁନିଆରେ ସମସ୍ତେ ଗୋଟେ ଭଲ ଜୀବନ ସାଥିର ଆଶା କରିଥାନ୍ତି । ନିଜ ମନ ପସନ୍ଦର ଜୀବନ ସାଥୀଟିଏ ମିଳିଲେ, ଆପଣଙ୍କ ଜୀବନ ଅତି ଆନନ୍ଦରେ କଟିଥାଏ । ସେହିଭଳି ସେମାନେ ଆମ ବିଷୟରେ କଣ ଭାବୁଥାନ୍ତି ତାହା ଆମକୁ ଜଣା ନଥାଏ । କେତେକ ବ୍ୟକ୍ତି ଅଛନ୍ତି ଯିଏ କି ନିଜ ମନର ମଣିଷକୁ ନିଜ କଥା ପ୍ରକାଶ କରିପାରନ୍ତିନାହିଁ । ଏବଂ ଆମେ ତାଙ୍କ ମଉନ ଅବସ୍ଥା ମଧ୍ୟ ବୁଝିପାରି ନଥାଉ । ଏହା ଫଳରେ ଆମ ଜୀବନ ସାଥି ଆମ ଉପରେ ମନଊଣା କରିଥାଏ ।

ଅଧିକାଂଶ ପ୍ରେମୀ ଯୁଗଳ ମାନେ ପରସ୍ପର ଠାରୁ ଆଶା ରଖିଥାନ୍ତି, ଯେ ଅନ୍ୟ ଜଣକ ଆମ ଉପରେ ବିଶ୍ଵାସ ରଖୁ । ଆମ ସହିତ ସବୁ ପରିସ୍ଥିତିରେ ପାଦରେ ପାଦ ମିଶେଇ ଚାଲିଥାଉ । ସବୁ ସୁଖ-ଦୁଖଃ ରେ ଆମ ସହିତ ରହୁ । କିନ୍ତୁ ଆମେ ଏ ସବୁକୁ ହଟାତ ବୁଝିନଥାଉ ।  ପ୍ରେମ ଜୀବନରେ ଦୁହେଁ ଦୁହିଙ୍କୁ ବହୁତ ଭଲ ପାଇଥାନ୍ତି । ସେମାନେ ନୂତନ ନୂତନ ଉପହାର ଦେବା ପାଇଁ ଯୋଜନା କରିଥାନ୍ତି । ନିଜ ଜୀବନ ସାଥୀଙ୍କୁ ବାହାରକୁ ବୁଲେଇ ନେଇଯିବା ପାଇଁ ବହୁତ ଇଚ୍ଛା କରିଥାନ୍ତି । କୌଣସି କାରଣରୁ ଜଣଙ୍କ ମନରେ କଷ୍ଟ ଥିଲେ ସେ ତାହା ନିଜ ସାଥୀଟିକୁ ଦେଖା କରି ଜଣାଇବାକୁ ଚାହିଁଥାଏ ।

୧ ରୁ ୧୦ ପର୍ଯ୍ୟନ୍ତ ଥିବା ସଂଖ୍ୟା ଗୁଡିକ ମଧ୍ୟରୁ ଆପଣଙ୍କ ଲକି ସଂଖ୍ୟା ଯେଉଁଟା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ସେହି ସଂଖ୍ୟାଟିକୁ ଭାବନ୍ତୁ ଏବଂ ନିଜ ମନରେ ସ୍ତିର ରଖନ୍ତୁ ।   ସେହି ସଂଖ୍ୟାଟିକୁ ଏବେ ଆସନ୍ତୁ ଦେଖିବା ସଂଖ୍ୟା ଅନୁସାରେ ଆପଣଙ୍କ ଜୀବନ ସାଥି ଅଥବା ଆପଣଙ୍କ ପ୍ରେମୀ ଆପଣଙ୍କ ବିଷୟରେ କଣ ଭବିଥାଏ?

୧- ଏହି ସଂଖ୍ୟାଟି ଭାବୁଥିଲେ ଆପଣଙ୍କୁ ସେ ଆଲିଙ୍ଗନ କରିବାକୁ ଚାହୁଞ୍ଚନ୍ତି । ୨- ଆପଣଙ୍କ ସହିତ ଦେଖା ହେବାକୁ ଚାହୁଁଛନ୍ତି । ୩- ଆପଣଙ୍କୁ ବିବାହ କରିବାକୁ ଇଛୁକ ଅଛନ୍ତି । ୪- ଆପଣଙ୍କୁ ଉପହାର ଦେବାକୁ ଚାହୁଞ୍ଚନ୍ତି । ୫- ଆପଣଙ୍କୁ ହରେଇବାକୁ ଚାହୁଁନାହାନ୍ତି । ୬- ଆପଣଙ୍କୁ ଆଇ ଲଭ ୟୁ କହିବାକୁ ଚାହୁଁଛନ୍ତି । ୭- ଆପଣଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି । ୮- ଆପଣଙ୍କୁ ଖୁସି ଦେଖିବାକୁ ଚାହୁଁଞ୍ଚନ୍ତି । ୯- ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ୧୦- ଆପଣଙ୍କୁ ବିବାହ ପାଇଁ ପଚାରିବାକୁ ଚାହୁଁଛନ୍ତି ।

ମାତ୍ର ପ୍ରେମରେ ପ୍ରତାରଣା କିମ୍ବା ଧୋକା ମିଳିଲେ ସାଥି ଜଣକ ବହୁତ ଭାଙ୍ଗିପଡେ । ଫଳରେ ଏଣୁ ତେଣୁ ଦୁଶ୍ଚିନ୍ତା ତାହାର ମନରେ ଉପୁଜିଥାଏ । ତାହାର ହୃଦୟର ପୀଡା ଏତେ ମାତ୍ରାରେ ବଢିଯାଏ ଯେ ସେ ନିଜକୁ ଗୋଟିଏ ଗମ୍ଭୀର ଗୃହରେ ବନ୍ଧ କରି ଏଣୁ ତେଣୁ ବହୁତ ଗୁଡିଏ କଥା ଭବିଥାଏ । ଯେଉଁ କଥା ଭାବିବାର କିଛି ମୂଲ୍ୟ ନଥାଏ ତାକୁ ଅଯଥାରେ ଭାବି ଚିନ୍ତିତ ହେଇଥାଏ ଏବଂ ପରିସ୍ଥିତି ବସିତ ପାଗଳ ହେବାକୁ ତାକୁ ଅଧିକ ସମୟ ଲାଗିନଥାଏ । ତେଣୁ ବନ୍ଧୁଗଣ ପ୍ରେମ କରନ୍ତୁ ଏହା ସତ ଯେ ପ୍ରେମର ପରିଭାଷା ପ୍ରକାଶ କରିହେଇନଥାଏ । କିନ୍ତୁ ପ୍ରେମରେ ଧୋକା ପାଇଲେ ସବୁ ନଷ୍ଟ ହେଇଯାଏ ।

ଯଦି ଆପଣଙ୍କୁ ଏହି ବିବରଣିଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରିଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *