ବାଛନ୍ତୁ ଗୋଟିଏ Photo ଓ ଜାଣନ୍ତୁ କିଏ ଆପଣଙ୍କ ଉପରେ ନଜର ରଖିଛନ୍ତି ? Love Quiz

ବନ୍ଧୁଗଣ, ଶାସ୍ତ୍ର ଅନୁସାରେ ମନୁଷ୍ୟର ପସନ୍ଦ ନାପସନ୍ଦ ସହିତ ତାହାର ସ୍ଵଭାବ ପଛର ଥିବା ରହସ୍ୟ ସମ୍ବନ୍ଧରେ ଜଣାପଡିଥାଏ । ବନ୍ଧୁଗଣ ଆମ ଚାରିପଟେ ରହିଥିବା ସମସ୍ତ ବସ୍ତୁ ତଥା ଜୀବଜନ୍ତୁ ମାନଙ୍କର କୌଣସି ନା କୌଣସି ରହସ୍ୟ ଲୁଚି ରହିଥାଏ । ଆମେ ଯଦି କୌଣସି ବସ୍ତୁ କୁ ପସନ୍ଦ କରିଥାଉ ତେବେ ମଧ୍ୟ ତାହା ପଛରେ ନାନା ପ୍ରକାରର ବାସ୍ତୁ ଅନୁଯାୟୀ ରହସ୍ୟ ମାନ ରହିଥାଏ ।

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଗୋଟିଏ ଇଣ୍ଟରେସଟିଙ୍ଗ ଗେମ ନେଇ ଆସିଛୁ । ଯେଉଁଥିରେ ଆପଣଙ୍କୁ ୫ ଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ବାଛିବାର ଅଛି । ଏହା ପରେ ଆମେ ଆପଣଙ୍କୁ ସେହି ଫଟୋ ଅନୁସାରେ କହିବୁ କି କିଏ ଆପଣଙ୍କ ଉପରେ ନଜର ରଖୁଛି । କେବଳ ଆପଣ ନୁହନ୍ତି ଆପଣଙ୍କ ବନ୍ଧୁଙ୍କ ସହ ବି ଆପଣ ଏହି ଗେମକୁ ଖେଳି ପାରିବେ । ତେବେ ବାଛନ୍ତୁ ଗୋଟିଏ ଫଟୋ ଓ ଜାଣନ୍ତୁ ଆପଣଙ୍କ ନଜର ରଖୁଥିବା ବ୍ୟକ୍ତି ବିଶେଷ ବିଷୟରେ ।  

ପ୍ରଥମ ପିକ୍ଚର

ଯଦି ଆପଣ ପ୍ରଥମ ପିକ୍ଚରକୁ ବାଛିଛନ୍ତି ତେବେ କହିଦେଉଛୁ କି ଆପଣଙ୍କ ଉପରେ ଆଉ କେହି ନୁହନ୍ତି ଅଥବା ଆପଣଙ୍କ ଲଭର କିମ୍ବା ପାର୍ଟନର ନଜର ରଖିଛନ୍ତି । ଯିଏକି ଆପଣଙ୍କୁ ହୃଦୟର ସହ ପ୍ରେମ କରୁଛନ୍ତି । ଆପଣଙ୍କ ବିନା ଗୋଟିଏ ମୁହୂର୍ତ ବି ସେମାନେ ରହି ପାରିବେ ନାହିଁ ।

ଦ୍ଵିତୀୟ ପିକ୍ଚର

ଦ୍ଵିତୀୟ ପିକ୍ଚର ବାଛିଥିବା ବ୍ୟକ୍ତି ଉପରେ ତାଙ୍କର କେହି ବନ୍ଧୁ କିମ୍ବା ସମ୍ପର୍କୀୟ ନଜର ରଖୁଛନ୍ତି । ଆପଣଙ୍କର ବହୁତ ପାଖାପାଖି ହେବା ସତ୍ବେ ବି ସେ ଆପଣଙ୍କ ଠାରୁ ବହୁତ ଦୂରରେ ଅଛନ୍ତି । କିନ୍ତୁ ସେ ଆପଣଙ୍କୁ ହୃଦୟର ସହ ଭଲ ପାଆନ୍ତି । ଆପଣଙ୍କୁ ନିଜର କରିବା ସ୍ଵପ୍ନ ଦେଖୁଛନ୍ତି ଓ ଆପଣଙ୍କୁ ଭଲ ପାଇ ବାସିଛନ୍ତି ।

ତୃତୀୟ ପିକ୍ଚର

ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପୁରୁଣା ପ୍ରେମ କିମ୍ବା ପ୍ରଥମ ପ୍ରେମ ଆପଣଙ୍କ ଉପରେ ନଜର ରଖୁଛି । ଆପଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବହୁତ ପସନ୍ଦ ବି କରୁଛନ୍ତି । ସେ ଆପଣଙ୍କୁ ଏବେ ବି ଭୁଲି ନାହାନ୍ତି । ଆପଣଙ୍କୁ ସେ ସେତିକି ଭଲ ପାଉଛନ୍ତି ଯେତିକି ପୂର୍ବରୁ ଭଲ ପାଉଥିଲେ ।

ଚତୁର୍ଥ ପିକ୍ଚର

ଯଦି ଆପଣ ବାଛିଛନ୍ତି ଚତୁର୍ଥ ପିକ୍ଚର ତେବେ ଆପଣଙ୍କ ଉପରେ ଆଉ କେହି ନୁହନ୍ତି ଆପଣଙ୍କ ଖାସ ବନ୍ଧୁ ନଜର ରଖିଛନ୍ତି । ସେ ଆପଣଙ୍କୁ ବହୁତ ଲାଇକ କରନ୍ତି । ଆପଣଙ୍କ ସହିତ ରହିବା ତାଙ୍କୁ ବହୁତ ଭଲ ଲାଗିଥାଏ । ସେ ଆପଣଙ୍କୁ ବହୁତ ଚାହୁଁଛନ୍ତି ।

ପଞ୍ଚମ ଫଟୋ

ଯଦି ଆପଣ ପଞ୍ଚମ ଫଟୋକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କ କ୍ରଶ ଆପଣଙ୍କ ଉପରେ ନଜର ରଖୁଛି । ଯିଏ ଆପଣଙ୍କୁ ହୃଦୟର ସହିତ ଚାହୁଁଛନ୍ତି । ପସନ୍ଦ ବି କରୁଛନ୍ତି । କିନ୍ତୁ ନିଜ ହୃଦୟର କଥା ସେ ଆପଣଙ୍କୁ କହି ପାରୁ ନାହାନ୍ତି । ତାଙ୍କ ହୃଦୟରେ କେବଳ ଆପଣ ଅଛନ୍ତି । ଆପଣଙ୍କୁ ସେ ଲୁଚି ଲୁଚି ଦେଖୁଛନ୍ତି ବି ।

Leave a Reply

Your email address will not be published. Required fields are marked *