ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ବିଶେଷ ବିଷୟ ବସ୍ତୁ ନେଇ ଆସିଛୁ । ଭଗବାନ ଗଣେଶ ହୁଅନ୍ତୁ କି କୃଷ୍ଣ ହୁଅନ୍ତୁ କି ମାହଦେବ ହୁଅନ୍ତୁ ଆମେ ୩ ଠାକୁରଙ୍କୁ ଅତି ଭକ୍ତିର ସହଜରେ ପୂଜା କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ୩ ଜଣ ଠାକୁରଙ୍କ ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ନିଜ ପସନ୍ଦର ଠାକୁରଙ୍କୁ ଚୟନ କରିବାକୁ ହେବ । ଆପଣଙ୍କୁ ଯେଉଁ ଠାକୁର ଭଲ ଲାଗନ୍ତି ବାଛି ପାରିବେ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କର ଭବିଷ୍ୟତ ବିଷୟରେ ସଂପୂର୍ଣ୍ଣ ବିବରଣୀ । ଆପଣ ୩ଟି ଠାକୁରଙ୍କ ଫୋଟୋ ମଧ୍ୟ ଗୋଟିଏ ବାଛିବେ ଏକାଠି ବାଛିବେ ନାହି ନଚେତ ଦ୍ଵନ୍ଦ ହୋଇପାରେ ।
୧- ଗଣେଶ ଠାକୁର : ଯଦି ଆପଣଙ୍କୁ ଗଣେଶ ଠାକୁ ଅଧିକ ଭଲ ଲାଗିଛନ୍ତି ତେବେ ଜାଣନ୍ତୁ ଆପଣଙ୍କର ଅଟକି ରହିଥିବା କାମ ପୂରଣ କରିବେ । ଦୁଖ ଭୋଗ କରିବେ ନାହି । ଯେଉଁ କମରେ ହାତ ଦେବେ ସଫଳ ହେବେ । ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ ଥିବ ବାଦାହ ଦୂର ହେବ । ଶତ୍ରୁ ପରାଜୟ ହେବେ । ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ମୁକ୍ତି ମିଳିବ । ଆପଣଙ୍କର ସବୁ କଷ୍ଟ ଦୂର ହେବ । ସନ୍ତାନ ସୁଖର ଯୋଗ ରହିଛି । ପୂର୍ବରୁ କରୁଥିବା ରୁଣ ସୁଝିବା ପିନ ରାସ୍ତା ମିଳିବ । ଗ୍ରହ ଆପଣଙ୍କର ସପକ୍ଷରେ ଅଛି । ଜାତକରେ କିଛି ଦୋଷ ଥିଲେ ପ୍ରତିକାର କରନ୍ତୁ ।
୨- ଭଗବାନ ଶିବ : ଯଦି ଆପଣ ଭଗବାନ ଶିବଙ୍କୁ ବାଛିଛନ୍ତି ତେବେ ଆପଣଙ୍କର ଦୂସ୍ଵପ୍ନ ଦୂର ହେବ । ଆପଣ ବର୍ତ୍ତମାନ ଯେଉଁ କାମରେ ବ୍ୟସ୍ତ ରହିଛନ୍ତି ତେବେ ଚିନ୍ତା କରନ୍ତୁ ନାହି ନିଶ୍ଚୟ ସଫଳତା ପାଇବେ । ସଫଳତା ବିଳମ୍ବରେ ଆସିବ । ଗ୍ରହ ଦୋଷ ମନ୍ଦ ଥିବା ଯୋଗୁଁ ଅନେକ କଷ୍ଟ ଭୋଗ କରିଛନ୍ତି । ମାନସିକ ଚିନ୍ତା ଓ ରୋଗ ପୀଡା ଦୂର ହେବ । ଆପଣଙ୍କର ଜୀବ ଦଶା ମଧ୍ୟରେ ୩ଟି ମନ୍ଦ ଦୋଷ ରହିବ । ତେଣୁ ଏହାର ପ୍ରତିକାର କରନ୍ତୁ କୌଣସି ପଣ୍ଡିତଙ୍କ ସାହାଜ୍ଯ ନେଇ । ଯାହାକୁ ଭଲ ପାଉଥିଲେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ।
୩- ଭଗବାନ କୃଷ୍ଣ : ଯଦି ଆପଣ ଭଗବାନ କୃଷ୍ଣଙ୍କୁ ବାଛିଛନ୍ତି ତେବେ ଆପଣ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣଙ୍କର ଅତୀତ ଦୁଖରେ ଚାଲିଛି ଯାହା ପାଇଁ ଆପଣ ଚିନ୍ତିତ ଅଛନ୍ତି । କିନ୍ତୁ ଏବେ ସବୁ ଦୁଖ ଦୂର ହେବ । ପରିବାର ଓ ସନ୍ତାନଙ୍କ ଠାରୁ ମିଳୁଥିବା ଦୁଖ ଦୂର ହେବ । ଅପବ୍ୟୟ ହେଉଥିଲେ ସୁଧାର ଆସିବ । ଆର୍ଥିକ ସ୍ଥିତି ସୁଧାରେ ଆସିବ । ଅଧିକ ଧନ ସଞ୍ଚୟ କରିବେ ।
ନାନା ଉଦ୍ବେଗ ଜାତ ହେଉଛି । ଆପଣାର ଲୋକ ପର ହୋଇଛନ୍ତି । ଆପଣ ଏପରି ଅବସ୍ଥାରେ ପଡି ବିକଳ ହୋଇ ପ୍ରଶ୍ନ କରୁଛନ୍ତି । କାରଣ ଆପଣଙ୍କର ମନ୍ଦ ଦଶା ଥିଲା । ଈଶ୍ବରଙ୍କ ପ୍ରତି ଅଧିକ ନିଷ୍ଠା ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ କରନ୍ତୁ, ଧନ୍ୟବାଦ ।