ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 2ଟି ପ୍ରଜାପତି ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।
ଆପଣ ଏହି 2ଟି ନମ୍ବର 2 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । 1- ଯଦି ଆପଣ ପ୍ରଥମ ପ୍ରଜାପତି ର ଚିତ୍ର ଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଙ୍କୁ ଲାଗୁଛି ଆପଣ ମୁଭ ଅନ କରୁଛନ୍ତି ।
କିଛି ଲୋକଙ୍କ ସହ ଏମିତି ହୋଇପାରେ ଯେ ଆପଣ ଲାଇଫରେ ଆଗକୁ ବଢିବାକୁ ଚାହୁଁ ଛନ୍ତି । ଆଉ କିଛି ଲୋକଙ୍କୁ ଲାଗୁଛି ଆପଣଙ୍କ ସାଥି ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି । ଦୁଇ ଟାଇପର ଲୋକଙ୍କ ବିଷୟରେ ଏଠାରେ କୁହାଯାଇଛି । ଏହା ବହୁତ ସାରା ଲୋକଙ୍କ ସହ କନେକ୍ଟ ହୋଇପାରେ । ଗୋଟେ ଏନର୍ଜି ହେଉଛି ସେ ଆପଣଙ୍କୁ ଛାଡି ଚାଲି ଯାଉଛନ୍ତି ।
ଅନ୍ୟ ଏକ ଏନର୍ଜି ହେଉଛି ସେ ସବୁ କିଛି ଛାଡି ଆପଣଙ୍କ ପାଖକୁ ଆସୁଛନ୍ତି । । ତାଙ୍କର ଆଗାମୀ ପଦକ୍ଷେପ ହେଉଛି ଆପଣଙ୍କ ପର୍ଶନଙ୍କୁ ଲାଗୁଛି କେବେ ସେ ନ୍ୟାୟ କରି ନାହାନ୍ତି । ସେ ଯାହା କରିବା କଥା ତାହା କରି ନାହାନ୍ତି । ସେ ଏବେ ମହତ୍ଵପୂର୍ଣ୍ଣ ନିସ୍ପତି ନେବାକୁ ଯାଉଛନ୍ତି ।
2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ମନ୍ଦାର ଫୁଲ ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ଦରକାର ଠାରୁ ଅଧିକ ଭାବୁଛନ୍ତି । ଆପଣ ବୁଡି ଯାଉଛନ୍ତି କୌଣସି ଗୋଟେ ଜିନିଷକୁ ନେଇ । ଏହା ରିଲେସନ କୁ ନେଇ ହେଉ ବା ପାଠ ପଢା କୁ ନେଇ ହେଉ । ଆପଣଙ୍କ ଆଖପଖର ଲୋକ ଏତେ ଭଲ ନୁହନ୍ତି ।
ଆପଣଙ୍କ ଲାଇଫରେ ଯାହା ହେଉଛି ଯାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି । ଆପଣଙ୍କୁ ନିଦ ଲାଗୁ ନାହି । ଆପଣଙ୍କ ସାଥି ନିଜ ଲାଇଫ ରେ ଆଗାମୀ ପଦକ୍ଷେପ ଏହା ନେବାକୁ ଚାହୁଁ ଛନ୍ତି କି ଯଦି ସେ ଆପଣଙ୍କର ଲଭ ପାର୍ଟନର ହୋଇଥାନ୍ତି ତେବେ ଆଉ ଗୋଟେ ଚାନ୍ସ ନେଇ ଆସୁଛନ୍ତି । ସେ ଆପଣଙ୍କୁ ସହ ଦେଖା କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ସମ୍ପର୍କ କୁ କିପରି ମଜବୁତ କରାଯିବ ।
ତାଙ୍କର ବିଶ୍ଵାସ ଅଛି ଏମିତି କରିଲେ ଆପଣ ନିଶ୍ଚୟ ତାଙ୍କୁ ଗ୍ରହଣ କରିବେ । ଯାହା ବି ଭୁଲ ହୋଇଛି ତାକୁ କ୍ଷମା କରିବେ । ପୁଣି ଥରେ ନୂଆ କରି ଆରମ୍ଭ କରିବେ ଆପଣ ସମ୍ପର୍କ କୁ । ସେ ଚାହୁଁଛନ୍ତି ଆଗାମୀ ସମୟରେ ଭବିଷ୍ୟତ ଯେମିତି ଭଲ ରହୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।