ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ମୃ-ତ୍ୟୁ ଆସିବା ନିଶ୍ଚିନ୍ତ ଅଟେ । କିନ୍ତୁ ମୃ-ତ୍ୟୁ ପୂର୍ବରୁ ମଣିଷ ଜୀବନରେ କଣ ଘଟିବ ତାହା କେହି ଜାଣି ନାହାନ୍ତି । ତେଣୁ ମୃ-ତ୍ୟୁ ହେଉଛି ଚିରନ୍ତନ ସତ୍ୟ । ଆଜି ଆମେ ଆପଣଙ୍କ ପାଇଁ ଏକ ଜେନେରାଲ ରିଡିଙ୍ଗ କାର୍ଡ ନେଇ ଆସିଛୁ । ସେଥିପାଇଁ ଆପଣଙ୍କୁ ଆମେ ଦେଇଥିବା ୨ଟି ବୁକ ର ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ତେବେ ଯାଇ ଆପଣ ଜାଣିପାରିବେ କି ମୃ-ତ୍ୟୁ ପୂର୍ବରୁ ଆପଣଙ୍କର ସତ କଣ ଥିବ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ସମସ୍ଯା ଚାଲିଛି । ଆପଣ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଆଉ ଏବେ ବହୁତ ବଡ ସଫଳତା ପାଇଛନ୍ତି ଜୀବନରେ କିନ୍ତୁ ଆପଣ ଏବେ ବି ସମସ୍ୟାରେ ଘେରି ହୋଇ ରହିଛନ୍ତି । ଆପଣଙ୍କ ମନରେ ଭୟ ଆଉ ବିଚଳିତ ଏବେ ବି ରହିଛି । କୌଣସି ସମସ୍ଯା ଆସିଲେ ଆପଣ ଅଧିକ ସିରିଏସ ହୋଇଥାନ୍ତି କିନ୍ତୁ ଏହି କ୍ଷେତ୍ରରେ ସଂଯମ ରଖନ୍ତୁ । କାରଣ ସମୟ ଅନୁଯାୟୀ ସବୁ ଠିକ ହୋଇଯିବ ।
ଆପଣ ଜୀବନରେ ସବୁ କଥାକୁ ପଜେଟିଭ ଚିନ୍ତା କରିଥାନ୍ତି ଆଉ ଦେଖାଇଥାନ୍ତି । ଆପଣଙ୍କ ପାଖକୁ କେହି ସମସ୍ଯା ନେଇ ଆସିଲେ ଆପଣ ଏହାର ସମଧନ କରିଥାନ୍ତି । ଯେବେ ଆପଣଙ୍କ ମୃ-ତ୍ୟୁ ହେବ ଆପଣଙ୍କ ପାଖରେ ନିଜର ଘର, ବ୍ଯାଙ୍କ ବାଲାନ୍ସ ରହିଥିବ । ଆପଣ ନିଜର ଦାୟିତ୍ଵ ନିଭାଇକି ଯିବେ । ଆପଣଙ୍କ ମୃ-ତ୍ୟୁ ପୂର୍ବରୁ ଆପଣଙ୍କର ପଜେଟିଭା କିନ୍ତାଧାରା ରହିଥିବ । ଆପଣ ଯେବେ ନେଗେଟିଭ ହେବେ ସେହି ସମୟରେ ଆପଣଙ୍କୁ କେହି ବୁଝାଇ ପାରିବେ ନାହି । ଦାଂପତ୍ଯ ଜୀବନରେ ଭଲ ରହିବ । ଆପଣ ଯାହା ବି ଚାହିଁବେ ତାହା ସବୁ କିଛି ପାଇବେ ।
୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ ଚୟନ କରିଛନ୍ତି ତେବେ ଆପଣ ଲୋକଙ୍କର ସାହାଜ୍ଯ କରିବାକୁ ରେଡି ରହିଥାନ୍ତି । କିନ୍ତୁ ଲୋକେ ଆପଣଙ୍କର ଏହାର ଫାଇଦା ଉଠିଥାନ୍ତି । ଯଦି କେହି ଆପଣଙ୍କୁ ସାହାଜ୍ଯ ମାଗିଥାନ୍ତି ତେବେ ଭୁଲ ଠିକ ଆପଣ ଦେଖନ୍ତି ନାହି ଆଉ ଆଗକୁ ବଢିଥାନ୍ତି । ତେଣୁ ଆପଣ ମ୍ୟାଚର ହୁଅନ୍ତୁ । ମୃ-ତ୍ୟୁ ପୂର୍ବରୁ ଆପଣ ସବୁ ଦାୟିତ୍ଵ ଠିକ ଭାବେ ତୁଲାଇବେ । ନିଜ ମାତା ପିତା ଙ୍କ ସମ୍ମାନ କରିବେ । ଏମିତିକି ଭାଇଙ୍କର ମଧ୍ୟ ସମ୍ମାନ କରିବେ । ଆପଣଙ୍କ ମଧ୍ୟରେ କିଛି ବିବାଦ ହେବ ନାହି ।
ଧନ ସମ୍ପତି କୁ ନେଇ କେବେ ବି ସମସ୍ୟା ହେବ ନାହି । କାରଣ ଆପଣ ଜାଣିଛନ୍ତି ଭଗବାନଙ୍କ ନାମ ଜପ କରିଲେ ସବୁ କିଛି ମିଳିଥାଏ । ଜୀବନର ଅସଲ ଅର୍ଥ କଣ ତାହ ଆପଣ ଜାଣିଛନ୍ତି । ଆପଣଙ୍କ ମୃ-ତ୍ୟୁ ସମୟରେ ଆପଣଙ୍କ ଇଶ୍ଵର ଙ୍କ ନାମ ନେଇ ଲୀନ ହେବେ । ଆପଣଙ୍କର ଶେଷ ସମୟ ଆସିଲେ ଆପଣ ନିଜେ ଅନୁଭବ କରିବେ ଆଉ କହିବେ ମୋର ଶେଷ ସମୟ ଆସି ଯାଇଛି । ଯାହା ବି ଅଫର ରହିଛି ତାହା ଆପଣଙ୍କୁ ନିଶ୍ଚୟ ସଫଳ ହେବ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।