ବାଛନ୍ତୁ ଯେ କୌଣସି 1 ନମ୍ବର ଓ ଜାଣନ୍ତୁ କେଉଁ ନାମର ବ୍ୟକ୍ତିଙ୍କ ସହ ଆପଣଙ୍କର ବିବାହ ହେବାକୁ ଯାଉଛି- Love Quiz

ବିବାହ ହେଉଛି ଏକ ପବିତ୍ର ବନ୍ଧzଅର ମନର ମିଳନ ହେବା ସହ ଦୁଇ ପରିବାରର ମଧ୍ୟ ମିଳନ ହୋଇଥାଏ । ବିବାହ ବନ୍ଧନ ରେ ଉଭୟ ପୁଅ ଓ ଝିଅ ସାତ ଜନ୍ମ ପାଇଁ ପରସ୍ପରର ଜୀବନ ସାଥି ହୋଇଥାନ୍ତି । ମଣିଷ ଜୀବନରେ ବିବାହ ଥରେ କରିଥାଏ । ଏଥିପାଇଁ ପ୍ରତେକ ପୁଅ ଝିଅ ନିଜର ମନ ପସନ୍ଦର ଲାଇଫ ପାର୍ଟନର ଚୟନ କରିଥାନ୍ତି । ସମସ୍ତଙ୍କ ମନରେ ଇଚ୍ଛା ଥାଏ କି ତାଙ୍କୁ କେୟାର ଓ ଭଲ ପାଉଥିବା ଜୀବନ ସାଥି ଟି ମିଳୁ ।

ଏଥିପାଇଁ ପ୍ରାୟତ ସମସ୍ତେ ପ୍ରେମ ବିବାହ କରିବାକୁ ଅଧିକ ଆଗ୍ରହୀ ହୋଇଥାନ୍ତି । କିଛି କ୍ଷେତ୍ର ରେ ଆରେଞ୍ଜ ମ୍ୟାରେଜ ମଧ୍ୟ ବହୁତ ସଫଳ ହୋଇଥାଏ । ବିବାହ ବନ୍ଧନରେ ପୁଅ ଝିଅ ନିଜର ମନ ପସନ୍ଦର ସାଥି ପାଇ ବହୁତ ଖୁସି ଅନୁଭବ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ରୋମାଞ୍ଚକର ନମ୍ବର କ୍ଵିଜ ଗେମ ନେଇ ଆସିଛୁ । ଏହି ଗେମ ଅନୁସାରେ ଆପଣଙ୍କୁ କିଛି ନମ୍ବର ଦିଆଯିବ ।

ଯେଉଁଥିରେ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ସମୟ ଦିଆଯିବ । ଏଥିରୁ ଜଣ ପଡିବ ଆପଣ ଚୟନ କରିଥିବା ନମ୍ବର ରୁ ଆପଣଙ୍କ ବିବାହ କେଉଁ ନାମର ବ୍ୟକ୍ତି ସହ ହେବାକୁ ଯାଉଛି । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କର ଦାଂପତ୍ଯ ଜୀବନ ବହୁତ ଭଲ ରହିବ । ଆପଣଙ୍କ ବିବାହ A, M, K, T, R, B, P ନାମର ବ୍ୟକ୍ତି ଙ୍କ ସହ ହୋଇପାରେ ।

୨- ଦିତୀୟ ନମ୍ବର : ଯଦି ଆପଣ ଦିତୀୟ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କର ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି । ଆପଣଙ୍କ ବିବାହ S, D, G, U, J, N, Q ନାମର ବ୍ୟକ୍ତି ଙ୍କ ସହ ହୋଇପାରେ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କର ମ୍ୟାରେଡ ଲାଇଫ ବହୁତ ହସ ଖୁଶିର ରହିବ । ଆପଣଙ୍କ ବିବାହ R, V, O, S, H, P, F, Y ନାମର ବ୍ୟକ୍ତି ଙ୍କ ସହ ହୋଇପାରେ ।

୪- ଚତୁର୍ଥ ନମ୍ବର : ଯଦି ଆପଣଙ୍କ ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ଆପଣଙ୍କର ବୈବାହିକ ଜୀବନ ସୁଖମୟ ରହିବ । ଆପଣଙ୍କ ବିବାହ E, I, A, L, W, C, Z ନାମର ବ୍ୟକ୍ତି ଙ୍କ ସହ ହୋଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *