ବାଛନ୍ତୁ ନିଜର ମନ ପସନ୍ଦର ରଙ୍ଗ ଓ ଜାଣନ୍ତୁ ଆପଣ କେଉଁ ସ୍ଵଭାବର ବ୍ୟକ୍ତି ଅଟନ୍ତି ?

ବ୍ୟକ୍ତିର ପସନ୍ଦ, ସ୍ବବାହାବା, ଚରିତ୍ର ଏକ ସାଧାରଣ କଥା ଅଟେ । ପ୍ରତେକ ବ୍ୟକ୍ତିଙ୍କର ଅଲଗା ଅଲଗା ରଙ୍ଗ ପସନ୍ଦ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତିର ସ୍ଵଭାବ ବିଷୟରେ ଜଣା ପଡିଥାଏ । ଆଜିର ଆମର ବିଷୟ ବସ୍ତୁ ରଙ୍ଗକୁ ନେଇ ରହିଛି । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ରଙ୍ଗ ନେଇ ଆସିଛୁ ଯାହାକୁ ଆପଣ ମାନେ ଚୟନ କରି ଜାଣି ପାରିବେ ଆପଣଙ୍କର ସ୍ଵଭାବ କିଭଳି ହୋଇଥାଏ ।

ନାଲି ରଙ୍ଗ : ଯଦି ଆପଣ ନାଲି ରଙ୍ଗ ଚୟନ କରିଥାନ୍ତି ତେବେ ଆପଣ ଧର୍ଯ୍ୟର ସହ ସବୁ ପରିସ୍ଥିତିକୁ ସାମନା କରିଥାନ୍ତି । ଯଦି ଏମାନେ ଅଧିକ ରାଗିଥାନ୍ତି ତେବେ କିଛି ଭୁଲ କାମ କରିଥାନ୍ତି ।

ଗୋଲାପି ରଙ୍ଗ : ଯଦି ଆପଣ ଗୋଲାପ ରଙ୍ଗ ଚୟନ କରିଛନ୍ତି ତେବେ ଏମାନେ ଅନ୍ୟ ମାନଙ୍କୁ ଭଲ ପାଇବା ସହ ଅନ୍ୟ ମାନଙ୍କ ଠାରୁ ମଧ୍ୟ ଏହା ଆଶା କରିଥାନ୍ତି । ଏମାନଙ୍କ ଠାରେ ସ୍ନେହ, ଶ୍ରଦ୍ଧା ଅଧିକ ମାତ୍ରା ରେ ରହିଥାଏ ଯାହା ପାଇଁ ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

ଧଳା ରଙ୍ଗ : ଯଦି ଆପଣ ଧଳା ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଅନ୍ୟ ମାନାଙ୍କ କଥା ଅଧିକ ଆଲୋଚନା କରିଥାନ୍ତି । ଆପଣ ଭିଡ ଭିତରେ ରହିବାକୁ ପସନ୍ଦ କରିଥାନ୍ତି ।

କଳା ରଙ୍ଗ : ଯଦି ଆପଣ କଳା ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ନିଜର ମାନ ସମାନ ପ୍ରତି ଅଧିକ ଗୁରୁତ୍ଵ ଦେଇଥାନ୍ତି । ଆପଣ ନିଜର ଗାରିମା ଉପରେ ଆଞ୍ଚ ଆସିବାକୁ ଦିଅନ୍ତି ଅନହି । ଏଥିପାଇଁ ଆପଣ ଅନ୍ୟ ଠାରୁ ଦୂରେଇଆ ରଖିଥାନ୍ତି ।

ଗ୍ରେ ରଙ୍ଗ : ଯଦି ଆପଣ ଗ୍ରେ ରଙ୍ଗ ଚୟନ କରିଥାନ୍ତି ତେବେ ଆପଣ ଖୁସି ଓ ଦୁଖକୁ ସମାନ ଭାବେ ବାଛିଥାନ୍ତି । ଆପଣ ଅନ୍ୟ ଠାରୁ କୌଣସି ଆସା ରଖନ୍ତି ନାହି । ଆପଣ ସଠିକ ସମୟରେ ନିସ୍ପତି ନେଇ ପାରନ୍ତି ନାହି ।

ବ୍ରାଉନ ରଙ୍ଗ : ଯଦି ଆପଣ ମାଟିଆ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ କର୍ତ୍ତବ୍ୟପଣ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ରାଗରେ ଅନେକ କିଛି ହରାଇଥାନ୍ତି ।

ବାଇଗଣି ରଙ୍ଗ : ଯଦି ଆପଣ ବାଇଗଣି ରଙ୍ଗ ଚଇନ କରିଛନ୍ତି ତେବେ ଅପାନ ଅନ୍ୟ ମାନଙ୍କ କଥା ଆଗ ଚିନ୍ତା କରିତହାନ୍ତି । ଆପଣ ଅନ୍ୟ ମାନଙ୍କ କଥା ଭାବିବା ଦ୍ଵାରା ନିଜର କ୍ଷତି କରିଥାନ୍ତି । ଆପଣ ସମୟର ମୂଲ୍ୟ ବୁଝି ପାରନ୍ତି ନାହି ।

ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ନିଜର ପ୍ରତିଷ୍ଠା ନିଜେ କରିଥାନ୍ତି । ଅନ୍ୟ ମାନଙ୍କ ଆଗରେ ହାତ ପତେଇବା ଆପଣଙ୍କୁ ପସନ୍ଦ ନୁହେଁ ।

ବ୍ଲୁ ରଙ୍ଗ : ଯଦି ଆପଣ ବ୍ଲୁ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ସବୁ କଥାରେ ଚି-ନ୍ତା କରିଥାନ୍ତି । ଆପଣ ଅନ୍ୟ ଉପରେ ଭରସା ଜଲ୍ଦି କରନ୍ତି ନାହି । ଆପଣ ଛୋଟ କଥାକୁ ନେଇ ବଡ ଚି-ନ୍ତା-ରେ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *