ବାଛନ୍ତୁ ଗୋଟିଏ Gift ବକ୍ସ ଓ ଜାଣନ୍ତୁ ଯାହାକୁ ଆପଣ ପସନ୍ଦ କରୁଛନ୍ତି ତାଙ୍କ ହୃଦୟରେ ଆପଣ ଅଛନ୍ତି କି ଆଉ କେହି ? Love Quiz

ଏହି ଦୁନିଆରେ ସମସ୍ତଙ୍କର ନିଜସ୍ୱ ଚିନ୍ତାଧାର ଥାଏ ଯାହାକି ସେମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରିଥାଏ । କୁହାଯାଏ କି କୌଣସି ବି ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ସେହି ବ୍ୟକ୍ତିର ସ୍ଵଭାବକୁ ଦର୍ଶାଇ ଥାଏ । କୌଣସି ବ୍ୟକ୍ତିର ଚୟେସ ଦ୍ଵାରା ଆପଣ ତାଙ୍କର ଜୀବନ ଓ ସ୍ଵଭାବ ସହ ଜଡିତ ରହସ୍ୟ ବିଷୟର ଜାଣି ପାରିବେ । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଇଣ୍ଟରେସଟିଙ୍ଗ

ପିକ୍ଚର ଗେମ ନେଇ ଆସିଛୁ । ଏଥିରେ ୫ ଟି ଅଲଗା ଅଲଗା ଟାଇପର ଗିଫ୍ଟ ବକ୍ସ ଅଛି । ଯେଉଁଥିରେ ଆପଣଙ୍କୁ ନିଜ ପସନ୍ଦର ଗୋଟିଏ ଗିଫ୍ଟ ବକ୍ସ ବାଛିବାର ଅଛି । ଏହା ପରେ ଆମେ ଆପଣଙ୍କୁ ବାଛିଥିବା ବକ୍ସ ହିସାବରେ କହିବୁ କି ଆପଣ ଯାହାକୁ ପସନ୍ଦ କରୁଛନ୍ତି ତାଙ୍କର ହୃଦୟରେ ଆପଣ ଅଛନ୍ତି ନା ଆଉ କେହି ଅଛନ୍ତି ? ତେବେ ଚାଳନ୍ତୁ ବାଛନ୍ତୁ ଓ ବକ୍ସ ବିଷୟରେ ଜାଣନ୍ତୁ ।

ପ୍ରଥମ ବକ୍ସ

ଯଦି ଆପଣ ପ୍ରଥମ ବକ୍ସ ବାଛିଛନ୍ତି ତେବେ ଯାହାକୁ ଆପଣ ଚାହୁଁଛନ୍ତି ତାଙ୍କ ହୃଦୟରେ ଆପଣଙ୍କ ଛଡା ତାଙ୍କର ବନ୍ଧୁ ବି ଅଛନ୍ତି । ଯାହାଙ୍କ ସହିତ ରହିଲେ ସେ ବହୁତ ଖୁସିରେ ରୁହନ୍ତି । ତାଙ୍କୁ ସମୟର ବି ଧ୍ୟାନ ରହି ନ ଥାଏ ଓ ସେମାନେ ତାଙ୍କର ସମସ୍ତ ସମସ୍ୟା ଦୂର କରି ଦିଅନ୍ତି ।

ଦ୍ଵିତୀୟ ବକ୍ସ

ଯଦି ଆପଣ ଦ୍ଵିତୀୟ ବକ୍ସ ବାଛିଛନ୍ତି ତେବେ ଯାହାକୁ ଆପଣ ଚାହୁଁଛନ୍ତି ତାଙ୍କ ହୃଦୟରେ କେବଳ ଆପଣଙ୍କ ହିଁ ନାଁ ଅଛି । ଆପଣ ତାଙ୍କର ଦୁନିଆ ଅଟନ୍ତି ଓ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଓ ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ରୁହନ୍ତି ।

ତୃତୀୟ ବକ୍ସ

ଯଦି ଆପଣ ବାଛିଛନ୍ତି ତୃତୀୟ ନମ୍ବରର ବକ୍ସ ତେବେ ଯାହାକୁ ଆପଣ ଚାହୁଁଛନ୍ତି ତାଙ୍କ ହୃଦୟରେ ଆପଣଙ୍କ ଛଡା ତାଙ୍କ ପରିବାରର କେହି ଜଣେ ସଦସ୍ୟ ଅଛନ୍ତି । ଯାହାଙ୍କୁ ସେ ଭଗବାନ ସ୍ୱରୂପ ମାନନ୍ତି । ତାଙ୍କୁ କେବେ ବି ଦୁଃଖୀ ଦେଖି ପାରନ୍ତି ନାହିଁ ଆପଣଙ୍କ ପାର୍ଟନର, ତାଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ସେ ନିଜ ପରିବାରକୁ ଯେତେ ପ୍ରେମ କରନ୍ତି ସେତିକି ଆପଣଙ୍କୁ ବି କରନ୍ତି ।

ଚତୁର୍ଥ ବକ୍ସ

ଯଦି ଆପଣ ବାଛିଛନ୍ତି ଚତୁର୍ଥ ବକ୍ସ ତେବେ ଯାହାକୁ ଆପଣ ଚାହୁଁଛନ୍ତି ତାଙ୍କ ହୃଦୟରେ ଆପଣଙ୍କ ଛଡା ତାଙ୍କ କ୍ୟାରିୟର ବି ଅଛି । ଯେଉଁଥି ପାଇଁ ସେ ବହୁତ ପରିଶ୍ରମ ବି କରନ୍ତି । ସେମାନେ ନିଜର ଲକ୍ଷକୁ ଜଲ୍ଦି ହାସଲ କରିବାକୁ ଚାହାନ୍ତି । ନିଜର ଜୀବନରେ ସେ କିଛି ବି କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହୁଁଛନ୍ତି ।

ପଞ୍ଚମ ବକ୍ସ

ଯଦି ଆପଣ ପଞ୍ଚମ ବିକ୍ଷ ବାଛିଛନ୍ତି ତେବେ ଯାହାକୁ ଆପଣ ଚାହୁଁଛନ୍ତି ତାଙ୍କ ହୃଦୟରେ ଆପଣଙ୍କ ଛଡା ତାଙ୍କର ସମ୍ପର୍କୀୟ ଓ ପଡୋଶୀ ଅଛନ୍ତି । ନିଜର ସମସ୍ତ ସମସ୍ୟାକୁ ଏମାନେ ମିଶି ସମଧାନ କରନ୍ତି । ଆପଣଙ୍କ ପାର୍ଟନରଙ୍କ ହୃଦୟରେ ଆପଣଙ୍କ ପାଇଁ ବି ବହୁତ ଭଲ ପାଇବା ଅଛି । ତାଙ୍କ ହୃଦୟ କେବଳ ଆପଣଙ୍କ ପାଇଁ ହିଁ ସ୍ପନ୍ଦନ କରୁଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *