ବାଛି ନିଅନ୍ତୁ ଗୋଟିଏ ପ୍ରଜାପତି, ଏହାପରେ ଜାଣନ୍ତୁ ସେ କିଏ ? ଯେ କି ଆପଣଙ୍କୁ ବହୁତ ଲାଇକ କରନ୍ତି- Love Quiz

ବନ୍ଧୁଗଣ, ସମଗ୍ର ବିଶ୍ଵରେ ପ୍ରତ୍ୟକ ବସ୍ତୁ ଅଥବା ଜିନିଷର ବହୁତ ମହତ୍ଵ ରହିଥାଏ । ଶାସ୍ତ୍ର ଅନୁଯାୟୀ କିଛି ପଶୁପକ୍ଷୀ ମାନେ ଏଭଳି ଥାନ୍ତି । ଯାହାକୁ ଆମେ ବେଶ ଭଲ ପାଇଥାଉ । ସେହି ମାନଙ୍କୁ ପସନ୍ଦ କରିବା ସହିତ ଆମ୍ଭର ତାଙ୍କ ସହିତ ନାନା ପ୍ରକାରର ଲକ୍ଷଣ ମାନ ଜଡିତ ହୋଇ ରହିଥାଏ । ଆମ୍ଭ ମାନଙ୍କର ପସନ୍ଦ ନା ପସନ୍ଦ ବହୁତ କିଛି ଜିନିଷକୁ ନେଇ ଆଧାରିତ ହୋଇଥାଏ । ଆଜି ଆମ୍ଭେ ଏଭଳି କିଛି ବିଷୟବସ୍ତୁ ନେଇ ଆସିଛୁ ଯାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ପ୍ରଜାପତି କୁ ସମସ୍ତେ ଦେଖିଥିବେ । ସେ କେବେ ମଧ୍ୟ ଗୋଟିଏ ଜାଗାରେ ସ୍ଥିର ହୋଇ ରହି ନଥାଏ । ଆଜି ଆମ୍ଭେ କେତେକ ପ୍ରଜାପତି ଗୁଡିକୁ ନେଇ ଆସିଛୁ ଯାହାକୁ ଆପଣ ମାନେ ବାଛିବେ ତାହା ପଛରେ ଥିବା ରହସ୍ୟ ସମ୍ବନ୍ଧରେ ଆମ୍ଭେ ଆପଣଙ୍କୁ ଜଣାଇବା । ରହସ୍ୟ ଟି ଲାଇକ ଉପରେ ଆଧାରିତ ଅଟେ । ବନ୍ଧୁଗଣ ଏଥି ମଧ୍ୟରୁ ଗୋଟିଏ ପ୍ରଜାପତି କୁ ବାଛି ନିଅନ୍ତୁ । ଏଠି ସମୁଦାୟ ୫ ଟି ପ୍ରଜାପତି ଙ୍କର ଛବିମାନ ଉପସ୍ଥିତ ରହିଅଛି ।

୧- ବନ୍ଧୁଗଣ ଯଦି ଆପଣ ଏହି ନମ୍ବରଟିର ପ୍ରଜାପତିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କର ଅତ୍ୟନ୍ତ ପ୍ରିୟ ବନ୍ଧୁ ଯାହାକୁ ବେଷ୍ଟ ଫ୍ରେଣ୍ଡ ବୋଲି କହିଥାନ୍ତି । ସେ ଆପଣଙ୍କୁ ବହୁତ ଲାଇକ କରୁଛନ୍ତି କାରଣ ଆପଣଙ୍କର ଇମାନ୍ଦାରୀ ଏବଂ ଉତ୍ତମ ସ୍ଵୋଭାବରେ ସେ ବହୁତ ପ୍ରଭାବିତ ଅଟନ୍ତି ।

୨- ଏହାପରେ ଯଦି ଆପଣ ଏହି ନମ୍ବରର ପ୍ରଜାପତି କୁ ବାଚିଛନ୍ତି ତେବେ, ଆପଣଙ୍କର ପ୍ରେମୀ ଆପଣଙ୍କୁ ବହୁତ ଲାଇକ କରନ୍ତି । କାରଣ ଆପଣଙ୍କର ସୌନ୍ଦର୍ଜ୍ୟ ତାଙ୍କୁ ବାହୁତ ପସନ୍ଦ ଲାଗିବା ସହିତ ଆପଣଙ୍କର କଥା କହିବାର ଭାବଶୈଳୀ ମଧ୍ୟ ତାଙ୍କୁ ବହୁତ ପସନ୍ଦ ଆସିଥାଏ ।

୩- ଯଦି ଆପଣ ଏହି ନମ୍ବରର ପ୍ରଜାପତି ବାଛିଛନ୍ତି ତେବେ , ଆପଣଙ୍କର ଚାକିରି କ୍ଷେତ୍ରରେ ଥିବା ସମସ୍ତ ସହଯୋଗୀ ଆପଣଙ୍କୁ ବହୁତ ଲାଇକ କରନ୍ତି । କାରଣ ଆପଣଙ୍କର ସ୍ଵଭାବ ଏବଂ ବ୍ୟବହାର ତାଙ୍କୁ ବହୁତ ପସନ୍ଦ ଲାଗିଥାଏ । ଏହା ସହିତ ଆପଣଙ୍କର ଖୋଲା ବିଚାର ତାଙ୍କୁ ବହୁତ ପ୍ରଭାବିତ କରିଥାଏ ।

୪- ଯଦି ଆପଣ ଏହି ନମ୍ବରର ପ୍ରଜାପତି କୁ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ବହୁତ ଲାଇକ କରିଥାନ୍ତି । କାରଣ ସେମାନଙ୍କୁ ଆପଣଙ୍କ ଅନ୍ଦାଜ ସହିତ ଆପଣଙ୍କର ହେଲପିଙ୍ଗ ନେଚର ମଧ୍ୟ ବହୁତ ପସନ୍ଦ ଆସିଥାଏ । ଏହା ସହିତ ସେ ଆପଣଙ୍କର ସାହସ ର ସଦା ସର୍ବଦା ପ୍ରଶଂସା କରିଥାନ୍ତି ।

୫- ବନ୍ଧୁଗଣ ଯଦି ଆପଣ ଏହି ନମ୍ବରଟିର ପ୍ରଜାପତିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କର ପିଲାଦିନର ବନ୍ଧୁ ଆପଣଙ୍କୁ ବହୁତ ଲାଇକ କରନ୍ତି । କାରଣ ଆପଣଙ୍କର ନେଚର ଏବଂ ଆପଣଙ୍କର ଷ୍ଟାଇଲ ତାଙ୍କୁ ବହୁତ ପସନ୍ଦ ହୋଇଥାଏ । ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *