ବନ୍ଧୁଗଣ, ସାଧାରଣତ ବ୍ଯକ୍ତିର ସ୍ଵଭାବ ତାହାର ଆଚରଣ ବ୍ଯକ୍ତିର ପସନ୍ଦ ନାପସନ୍ଦ କରୁଥିବା ବସ୍ତୁ କିମ୍ବା ଜିନିଷ ଉପରେ ନିର୍ଧାରିତ କରାଯାଏ । ଯେଉଁଭଳି ସୃଷ୍ଟି ର ସମସ୍ତ ମନୁଷ୍ୟ ସମାନ ନୁହନ୍ତି ସେହିଭଳି ପ୍ରତ୍ୟକ ମନୁଷ୍ୟର ସ୍ଵୋଭାବ ମଧ୍ୟ ସମାନ ହୋଇନଥାଏ । ବ୍ୟକ୍ତି ଟି କଣ ପସନ୍ଦ କରୁଛି ତଥା କେଉଁ ଜିନିଷ ପ୍ରତି ଆକର୍ଷଣ ଅଥବା ନିଜର ଧ୍ୟାନ କେନ୍ଦ୍ରୀଭୂତ କରୁଅଛି ସେ ସବୁକୁ ଆଧାର କରି କିଛି ବ୍ୟକ୍ତିତ୍ବ ଅଥବା ସେମାନଙ୍କ ସ୍ଵଭାବକୁ ନିର୍ଦ୍ଧାରିତ କରାଯାଇଥାଏ ।
ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ପାଇଁ କିଛି ବିଶେଷ ଲଭ ଗେମ ନେଇ ଆସିଛୁ। ଆପଣ ମାନଙ୍କୁ ଆମ୍ଭେ ୫ ଟି ହାର୍ଟ ର ଚିତ୍ର ଦେଖାଉଛୁ ଆପଣ ଏଥିରୁ ଗୋଟି ହାର୍ଟ କୁ ପସନ୍ଦ କରନ୍ତୁ । ଆମ୍ଭେ ଆପଣଙ୍କୁ ସେହି ହାର୍ଟ ପଛରେ ଲୁଚି ରହିଥିବା ସ୍ଵଭାବ ସମ୍ବନ୍ଧରେ କହିବୁ, ଯେ ସେ ଆପଣଙ୍କ ପାଇଁ କଣ ଅନୁଭବ କରନ୍ତି ?
୧- ଯଦି ଆପଣ ଏହି ନମ୍ବର ବାଚିଛନ୍ତି ତେବେ, ତାଙ୍କୁ ଆପଣଙ୍କ ସ୍ଵୋର ବହୁତ ଭଲ ଲାଗୁଛି, ସେ ଆପଣଙ୍କ ସ୍ଵୋର କୁ ବହୁତ ପସନ୍ଦ କରନ୍ତି । ଏହାସହିତ ସେ ଆପଣଙ୍କୁ ହୃଦୟର ସହିତ ଆଲିଙ୍ଗନ କରିବାକୁ ଚାହୁଞ୍ଚନ୍ତି । ସେ ସର୍ବଦା ଆପଣଙ୍କ ପାଖରେ ରହି ଆପଣଙ୍କର ସ୍ଵର ଶୁଣିବାକୁ ଚାହୁଞ୍ଚନ୍ତି । ଆପଣଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ହରାଇବାକୁ ଚାହୁଁନାହାନ୍ତି ।
୨- ଆପଣଙ୍କ ହସ ତାଙ୍କୁ ବହୁତ ପ୍ରଭାବିତ କରିଥାଏ , ସେ ଯେତେବେଳେ ଆପଣଙ୍କୁ ଭେଟ କରନ୍ତି କେବେଳ ଆପଣଙ୍କୁ ହସାଇବାକୁ ଚେଷ୍ଟା କରିଥାନ୍ତି । ସେ ବର୍ତ୍ତମାନ ଆପଣଙ୍କ ହସ ହସ ଚେହେରା ସମ୍ବନ୍ଧରେ ଭାବି ବହୁତ ଖୁସି ହେଉଛନ୍ତି । ଏହାସହିତ ଆପଣଙ୍କୁ ନିଜ ଜୀବନରେ ସଦାସର୍ବଦା ରଖିବାକୁ ଚାହୁଞ୍ଚନ୍ତି ।
୩- ସେ ଆପଣଙ୍କୁ ସୋରି କହିବାକୁ ଚାହୁଞ୍ଚନ୍ତି । ଏବଂ ଆପଣଙ୍କୁ ନିଜ ହୃଦୟର କଥା କହିବାକୁ ଚାହୁଞ୍ଚନ୍ତି । ଅର୍ଥାତ ଆପଣଙ୍କୁ ସେ ଆଇ ଲଭ ୟୁ କହିବାକୁ ଚାହୁଞ୍ଚନ୍ତି ।
୪- ଆପଣଙ୍କର କଥାବାର୍ତା ତାଙ୍କୁ ବହୁତ ଭଲ ଲାଗୁଅଛି ସେ ଆପଣଙ୍କୁ ଇମ୍ପରେସ କରିବାକୁ ଚାହୁଞ୍ଚନ୍ତି । ଏଥିପାଇଁ ସେ ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେବାର ଯୋଜନା ବନାଉଛନ୍ତି ।
୫- ଆପଣଙ୍କର ବ୍ୟବହାର ତାଙ୍କୁ ବହୁତ ଭଲ ଲାଗୁଅଛି, ଏବଂ ସେ ଏହା ଭାବି ବହତ ସ୍ପେଶାଲ ଅନୁଭବ କରୁଛନ୍ତି । ସେ ଆପଣଙ୍କୁ ବହୁତ ପସନ୍ଦ କରିବା ସଙ୍ଗେ ସଙ୍ଗେ ବହୁତ ଭଲ ମଧ୍ୟ ପାଉଛନ୍ତି । ଆପଣଙ୍କ ଛଡା ସେ ଅନ୍ୟ କୌଣସି ଝିଅ କୁ ନଜର ଉଠାଇ ମଧ୍ୟ ଦେଖୁନାହାନ୍ତି । ସେ ଆଗାମୀ ଜୀବନରେ ଆପଣଙ୍କୁ ନିଜ ଧର୍ମପତ୍ନୀ କରିବାକୁ ମନସ୍ଥ କରିସାରିଲେଣି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ରୋମାଞ୍ଚକ ଗେମ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।