ବାଛନ୍ତୁ ଗୋଟିଏ “ମୟୁର ଚୂଳ”, ଜାଣନ୍ତୁ ସେ କିଏ ଯେ କି ଆପଣଙ୍କ ପାଇଁ ନିଜ ଜୀବନ ବି ଦେଇପାରନ୍ତି- Love Quiz

ବନ୍ଧୁଗଣ, ଶାସ୍ତ୍ର ଅନୁସାରେ ମୟୂର ପଙ୍ଖ ତଥା ଚୂଳ କୁ ବହୁତ ମାନ୍ୟତା ଦିଆଯାଇଅଛି । ବନ୍ଧୁଗଣ ମୟୁର ଚୂଳ ବହୁତ ଶୁଭ ହୋଇଥାଏ । ଏହା ପଛରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଅଛି । ବନ୍ଧୁଗଣ ମୟୁର ଚୂଳ କୁ ଭଗବାନ ଶ୍ରୀ କୃଷ୍ଣ ମଥାରେ ଲଗାଇଥିବାର ଆପଣ ମାନେ ଦେଖିଛନ୍ତି ।

ମୟୁର ଚୂଳ ବହୁତ ଶୁଭ ଅଟେ । ଯଦି କେହି ମୟୂର ଚୂଳ ଆଣି ନିଜ ଘରେ ରଖେ ତେବେ ନକାରାତ୍ମକ ଊର୍ଜା ମଧ୍ୟ କ୍ଷୟ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ନିମନ୍ତେ କିଛି ଏଭଳି ବିଷୟ ବସ୍ତୁ ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ରୋମାଞ୍ଚକ ଲାଗିବ । ବନ୍ଧୁଗଣ ଏହା ଗୋଟିଏ ଗେମ ଅଟେ । ଆପଣ ଦିଆଯାଇଥିବା ୪ ଟି ମୟୁର ଚୂଳ ମଧ୍ୟରୁ ନିଜ ମନପସନ୍ଦ ଅନୁଯାୟୀ ୧ ଟି ପସନ୍ଦ କରନ୍ତୁ । ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ସେ କିଏ ଅଟନ୍ତି ଯେ କି କେବଳ ଆପଣଙ୍କ ନିମନ୍ତେ ତଡପି ଥାନ୍ତି ।

୧- ବନ୍ଧୁଗଣ ଯଦି ଆପଣ ୧ ନମ୍ବର ମୟୁର ଚୂଳ କୁ ପସନ୍ଦ କରିଛନ୍ତି ତେବେ, ଆପଣ ଯାହାର କ୍ରଶ ଅଟନ୍ତି ଅର୍ଥାତ ଆପଣଙ୍କୁ ଯିଏ ଗୁପ୍ତ ଭାବରେ ଭଲ ପାଉଛନ୍ତି ସେ ଆପଣଙ୍କୁ ନିଜ ହୃଦୟ କଥା କହିବାକୁ ଅନେକ ଦିନରୁ ତଡପୁଛନ୍ତି ।

୨- ବନ୍ଧୁଗଣ ଯଦି ଆପଣ ୨ ନମ୍ବର ମୟୁର ଚୂଳ କୁ ପସନ୍ଦ କରିଛନ୍ତି ତେବେ, ଆପଣ ଯାହା ସହିତ ପ୍ରେମ ସମ୍ପର୍କ ରେ ଅଛନ୍ତି ଅର୍ଥାତ ଆପଣଙ୍କ ପ୍ରେମୀ ମଧ୍ୟ ଆପଣଙ୍କୁ ନିଜର ବନାଇବାକୁ ତଡପୁଛନ୍ତି । ସେ ଆପଣଙ୍କୁ ପାଇବା ନିମନ୍ତେ ସମସ୍ତ ପ୍ରକାରର ପ୍ରୟାସ ଚଳାଇଛନ୍ତି ।

୩- ବନ୍ଧୁଗଣ ଯଦି ଆପଣ ୩ ନମ୍ବର ମୟୁର ଚୂଳ କୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ ପାର୍ଟନର ଆପଣଙ୍କୁ ଦେଖା କରିବା ନିମନ୍ତେ ଅନେକ ଦିନରୁ ତଡପୁଛନ୍ତି । କୌଣସି କାରଣ ବଶତ ଆପଣ ଦୁହିଙ୍କର ଭେଟ ନ ହୋଇଥିବାରୁ ସେ ଆପଣଙ୍କ ସହିତ ଦେଖା କରିବା ନିମନ୍ତେ ବହୁତ ତଡପୁଛନ୍ତି ।

୪- ବନ୍ଧୁଗଣ ଯଦି ଆପଣ ୪ ନମ୍ବର ମୟୁର ଚୂଳ କୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କର କୌଣସି ଏକ ପୁରୁଣା ବନ୍ଧୁ ଯେ କି ଆପଣଙ୍କୁ ମନେ ମନେ ପିଲାଦିନୁ ଭଲ ପାଇ ଆସୁଛନ୍ତି । ମାତ୍ର କୌଣସି କାରଣରୁ ଆପଣଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ମାତ୍ର ଏବେ ମଧ୍ୟ ତାଙ୍କ ହୃଦୟରେ ଆପଣ ଘର କରି ରହିଥିବା କାରଣରୁ ସେ ଆପଣଙ୍କୁ ଭୁଲି ପାରି ନାହାନ୍ତି ।

ଆପଣଙ୍କ ସହିତ ଦେଖା ହୋଇ ଦୁଇ ପଦ କଥା ହେବାକୁ ସେ ଅତ୍ୟନ୍ତ ତଡପୁଛନ୍ତି । ବନ୍ଧୁଗଣ ପ୍ରେମ ର ଅନୁଭୂତି ବହୁତ ନିଆରା ଅଟେ ଏହା କାହାକୁ ହଟାତ ଜଣାଇ ହୋଇ ପାରେ ନାହିଁ । ମାତ୍ର ଯଦି ଆପଣ କାହାକୁ ମାନେ ମାନେ ଭଲ ପାଉଛନ୍ତି ତେବେ ବିନା ସଙ୍କୋଚ ରେ ନିଜ ମନର କଥା ପ୍ରକାଶ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *