ଏହି 4 ଟି ଖରାପ ଅଭ୍ଯାସ ଯାହା ପ୍ରକୃତରେ ଆପଣଙ୍କ ପାଇଁ ହୋଇଥାଏ ଭଲ- Bad Habits That Are Actually Good

ସମସ୍ତଙ୍କ କିଛି ନା କିଛି ଖରାପ ଅଭ୍ୟାସ ଥାଏ ସେଥିଲାଗି ଲୋକ କହିଥାନ୍ତି ଓ ଘୃଣା କରିଥାନ୍ତି । ଏହା ଭିତରୁ କିଛି ଅଭ୍ୟାସ ଆମ ପାଇଁ ଭଲ ହୋଇଥାଏ । ହୋଇପାରେ ଆପଣ ଭାବିବେ ଖରାପ ଅଭ୍ୟାସ କେମିତି ଖରାପ ହୋଇବ । ଏମିତି ୪ ଟି ଅଭ୍ଯାସ ଯାହା ଖରାପ କହିଥାଏ କିନ୍ତୁ ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ  ଠିକ  ହୋଇଥାଏ ।

ଗାଧୋଇବା ସମୟରେ ପରିସ୍ରା କରିବା, ଟଏଲେଟ ନହେଲେ ସ୍ଵୀମିଂଗ ପୁଲରେ । ସାୱାରରେ ଗାଧୋଇବା ସମୟରେ  ପରିଶ୍ରା କଲେ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ ।  ୟୁରିକ ଏସିଡ ଯେତେବେଳେ ଆପଣଙ୍କ ପାଦରେ ପଡିଥାଏ ଫଙ୍ଗାଲ ଇନଫେକସନ କରୁଥିବା କୀଟାଣୁ ମାନଙ୍କୁ ମାରିଦେଇଥାଏ ।

ଡକାର ନେବା ଓ ଗ୍ୟାସ ଛାଡିବା ସମସ୍ତ ଆଗରେ ଖରାପ ଅଭ୍ଯାସ ହୋଇଥାଏ କିନ୍ତୁ ଅସଲ ଜୀବନରେ ଏହା ବହୁତ ଭଲ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ । ଡକାର ଓ ଗ୍ୟାସ ଆପଣଙ୍କ ଭିତରେ ଥିବା ମିଥେନ ଓ କାର୍ବନ ଡାଇଆକ୍ସାଇଡ ବିଲ୍ଡ ଅପକୁ ଖତମ କରିଥାଏ । ଯଦି ଆପଣ ଡକାର ଓ ଗ୍ୟାସ ଛାଡିବେନି ତାହେଲେ ଚେସ୍ଟ ପେନ, ଆସିଡ ଋଫ୍ଳକ୍ଷ ଭଳି ସମସ୍ୟା ହୋଇଥାଏ । ନଖ ଖାଇବା କିଛି କାରଣରୁ ଡରିକି ଖାଇଥାଉ । କିଛି ଲୋକ ଅସୁବିଧା ସମୟରେ ନଖ ଚୋବାଇଥାନ୍ତି କିନ୍ତୁ ଏମିତି କରିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ ।

ନଖର ବ୍ୟାକଟେରିଆ ଆମ ପେଟକୁ ଯାଇଥାଏ । ଏମିତି କରିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଖରାପ ନୁହେଁ ।  ଏହି ବ୍ୟକ୍ଟେରିଆ ଆମ ପେଟକୁ ଯାଇଥାଏ ଓ ଫାଇଟ କରିବା ପାଇଁ ଆମ ଶରୀରରେ ସ୍ପେଶଲ ଧଳା ବ୍ଲଡ ସେଲ ତିଆରି ହୋଇଥାଏ । କୀଟାଣୁ ମାନଙ୍କ ସହିତ ଲଢିବା ଲିମ୍ଫୋ ସାଇଡ ମଧ୍ୟ, ଯେବେ ଏହି କୀଟାଣୁ ପୁଣି ପେଟ ଭିତରକୁ ଆସିଥାଏ ଆମ ଶରୀରରେ ଲଢିବା ପାଇଁ ଏହି ସେଲ ଆଗରୁ ରହିଥାବ । ଏଥିରେ ଆମର ୟୁମିନ ସିସ୍ଟମ  ଷ୍ଟ୍ରଙ୍ଗ ହୋଇଥାଏ ।

ସକାଳେ ଯେଉଁ ଲୋକ ଡେରି ପର୍ଯ୍ୟନ୍ତ ଶୋଇବଥାନ୍ତି ଆମେ ତାଙ୍କୁ କାମଚୋର ଓ ଆଳସି କହିଥାନ୍ତି । କିନ୍ତୁ ଡେରି ପର୍ଯ୍ୟନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଡେରିରେ ଉଠିଲେ ଆପଣଙ୍କର ମେଟାବୋଲିଜ୍ମ  ହାଇ ରହିଥାଏ ଓ ଆପଣଙ୍କ ଦିମାଗବେସୀ ଏନରଜେଟିକ ଓ ଫ୍ରେଶ ରହିଥାଏ ।

ଆପଣଙ୍କ ଶରୀରକୁ ଯେତେ ନିଦ ମିଳିଥାଏ ଆପଣଙ୍କ ଭିତରେ ଷ୍ଟ୍ରେସ ମାତ୍ରା କମ ହୋଇଥାଏ । ଏଥିରେ ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହିଥାଏ । ଆପଣାକୁ ହୃଦରୋଗ ଓ ଡାଇବେଟିସ ଭଳି ସମସ୍ୟା ରହିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *