ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ଜଗତର ଦିଗ୍ଗଜ ତଥା ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ପରଲୋକ ଘଟିଛି । ସେ ଗତ କିଛି ଦିନ ହେବେ ହସପିଟାଲ ରେ ଚିକିତ୍ସା ହେଉଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କର ଦେହାନ୍ତ ଘଟିଛି । ତେବେ ତାଙ୍କର ଦଶାକ ଓ ଏକାଦଶ କର୍ମ ସମାପ୍ତ ହୋଇଛି । ଗତ ଦୁଇ ଦିନ ତଳେ ମିହିର ଭାଇ ଙ୍କ ଏକାଦଶାହ କର୍ମ ଶେଷ ହୋଇଛି ।

ତେବେ ଓଡିଆ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆଉ ଗହଣରେ ଆଉ ନାହାନ୍ତି । ଯାହା ପାଇଁ ପୁରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ମିହିର ଭାଇ ଙ୍କ ଅକାଳ ବିୟୋଗକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ସେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଥିଲେ ।
ହୁଏ ତ ମିହିର ଭାଇ ଙ୍କ ଭଳି କଳାକାର ମାନେ ଆଉ ଓଡିଆ ଜଗତରେ ଜନ୍ମ ନେବେ ନାହି ବୋଲି ତାଙ୍କର ଫ୍ୟାନ୍ସ ମାନେ ମତଦାନ କରିଛନ୍ତି । କିନ୍ତୁ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସାରା ଜୀବନ ପାଇଁ ରହିବ । ତେବେ ମିହିର ଦାସ ଙ୍କ ଏକାଦଶ ଦିବସରେ ତାଙ୍କ ବଡ ପୁଅ ତଥା ଅଭିନେତା ଅମ୍ଳାନ ଦାସ ସବୁ ରୀତି କରିଥିଲେ ।

ଏହି ଏକାଦଶ କର୍ମ ତାଙ୍କର କଟକ ସ୍ଥିତି ଏକ ଘରୋଇ ଘରେ ହୋଇଥିଲା । ଏହି ସଭା ରେ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇ ମିହିର ଭାଇ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଅମ୍ଳାନ ଯିଏ ମିହିର ଦାସଙ୍କ ବଡ ପୁଅ ସେ ତାଙ୍କ ବାପାଙ୍କର ଏକାଦଶାହ ରେ ଲଣ୍ଡା ହୋଇ ନ ଥିଲେ କି କୌଣସି କର୍ମ କରି ନ ଥିଲେ ।
ଏହାର ପ୍ରକୃତ କାରଣ ହେଉଛି ମିହିର ଦାସ ତାଙ୍କର ସାନ ପୁଅ କୁ ଅଧିକ ଭଲ ପାଉଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା କି ତାଙ୍କର ମୃତ୍ୟୁ ପରେ ସାନ ପୁଅ ମୁଖାଗ୍ନି ଦେବା ସହ ତାଙ୍କର ସବୁ କର୍ମ କରୁ । କିନ୍ତୁ ଅମ୍ଳାନ ମିହିର ଦାସ ମୁଖାଗ୍ନି ଦେଇଥିଲେ କିନ୍ତୁ ତାଙ୍କର ସାନ ଭାଇ ସବୁ କର୍ମ କରିବାର ନଜର ଆସିଛନ୍ତି ।

ମିହିର ଦାସ ଙ୍କ ସାନ ପୁଅ ସ୍ଟେଜ ରେ ନିଜ ବାପା ଙ୍କ ବିଷୟରେ କହିବା ସମୟରେ ବହୁତ ଭାବବିହ୍ଵଳ ହୋଇ ଯିବାର ନଜର ଆସିଥିଲେ । ଆମେ ମାନେ ସମସ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମିହିର ଦାସଙ୍କ ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରୁଛୁ ।
ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ମିହିର ଦାସଙ୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
