ବନ୍ଧୁଗଣ ପ୍ରେମ ହେଉଛି ଶାଶ୍ଵତ ଆଉ ଚିରନ୍ତନ । ଏହା ସତ୍ୟ ଅଟେ । କାରଣ ମଣିଷ ଜୀବନରେ ଥରେ ହିଁ ପ୍ରେମ କରେ । ପ୍ରଥମ ପ୍ରେମକୁ କେହି କେବେ ଭୁଲି ପାରନ୍ତି ନାହି । ପ୍ରେମରେ ମଣିଷ ଅନ୍ଧ ହୋଇଯାଏ ଏମିତି ବି ଲୋକେ କୁହନ୍ତି ଆଉ ଏ କଥା ସତ । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି ବଡ ବଡ କଳାକାର ମାନେ ଅଛନ୍ତି ଯେଉଁ ମାନେ 80-90 ଦଶକର କଳାକାର ଅଟନ୍ତି ।
ଆଉ ସେମାନଙ୍କ ପ୍ରେମ କାହାଣୀ ଆଜି ବି ତିଷ୍ଠି ରହିଛି । ସେମାନେ ନିଜର ପ୍ରେମକୁ ବିବାହର ରୂପ ଦେଇ ସୁଖର ସଂସାର ଗଢିଛନ୍ତି । ତେବେ ସେମାନଙ୍କ ମଧ୍ୟ ରୁ ଗୋଟେ ଯୋଡି ହେଉଛନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ତାଙ୍କ ଧର୍ମ ପତ୍ନୀ ଅଭିନେତ୍ରୀ ଅପରାଜିତା ମହାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ପରସ୍ପରକୁ ଶୁଟିଙ୍ଗ ରୁ ସେଟ ଭଲ ପାଇ ବିବାହ କରିଥିଲେ ।
ଆଉ ଆଜି ତାଙ୍କର ବୈବାହିକ ଜୀବନ ବେସ ଆନନ୍ଦ ରେ ବ୍ଯତୀତ ହେଉଛି । ତେବେ ନିଜର ପ୍ରେମ କାହାଣୀ କୁ ନେଇ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗଣମାଧ୍ୟମ ରେ ଏକ ବଡ ବୟାନ ଦେଇଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଅଭିନେତା ଉତ୍ତମ ମହାନ୍ତି କହିଛନ୍ତି ଯେ “ସେତେବେଳେ କୌଣସି ସୁବିଧା ସୁଯୋଗ ନ ଥିଲା । ମୁଁ ସେତେବେଳେ ଚାକିରି କରି ନ ଥିଲି ।
ସେଥିପାଇଁ ସୁବିଧା ସୁଯୋଗ ମୋର ହେଉ ନ ଥିଲା । ଯେତେବେଳେ ମୁଁ ଅପରାଜିତା ଙ୍କୁ ପ୍ରଥମ ଥର ଦେଖିଥିଲି ସେତେବେଳେ ମୁଁ ଡିସାଇଡ କରିଥିଲି ତାକୁ ହିଁ ବାହା ହେବି ଆଉ ବାହା ହିଁ ହେଲି । ଆମ ଦୁହିଙ୍କ ମଧ୍ୟରେ ରାଗି ମୁଁ । ମୁଁ ଭୁଲ କରିଥିଲେ ଚୁପ ରାହିଜାଏ ଆଉ ତା ପରେ ଆମ ଦୁହିଙ୍କ ମଧ୍ୟରେ ସବୁ ଠିକ ହୋଇଯାଏ ।
ମୋ ପୁଅ ଷ୍ଟାର ବୋଲି ମୋତେ ଗର୍ବ ଲାଗେ ନାହି ବରଂ ଗୋଟେ ଶିଂଗର ଭାବେ ମୁଁ ତା ଉପରେ ଗର୍ବ କରେ । ପିଲାଦିନୁ ଆମେ ଦୁହେଁ ମିସିକି ବାବୁସାନ କୁ ଗୀତ ଶିଖାଉ ଥିଲୁ । ଅଭିନେତା ନ ହୋଇଥିଲେ ମୁଁ ଚାଷ କରିଥାନ୍ତି । ମୁଁ ପ୍ରଥମେ ଅପରାଜିତା ଙ୍କୁ ସୁଯୋଗ ଦେଇଥିଲି କାରଣ ସେ ସେତେବେଳେ ବିଶେଷ ଫିଲ୍ମ କରି ନ ଥିଲେ । ଆମେ ବହୁତ ଫିଲ୍ମ କରିଥିଲୁ । ଆମେ କ୍ୟାସେଟ ବି ଦେଖିଥିଲୁ ।
ତା ପରେ ମୁଁ ଆପ୍ରୋଚ କରିଥିଲି “ଉଦଣ୍ଡି ସୀତା” ଫିଲ୍ମ ରେ ମୋତେ ରୋଲ ଦେବାକୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ଉତ୍ତମ ମହାନ୍ତି ଙ୍କ ଅଭିନୟ କେମିତି ଲାଗେ ଏବଂ ଅପରାଜିତା ଓ ଉତ୍ତମ ମହାନ୍ତି ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।