ପୁଅର ବାହାଘର ସରିବା ପରେ ନିଜ ପ୍ରେମିକ ସହ ଫେରାର ହୋଇ ଯାଉଛି ମା । ହଁ ଦର୍ଶକ ବନ୍ଧୁ ପୁଅ ବେଦିରେ ବସି ବାହା ହେଲା । ପୁଅ ବାହାଘର ସରିଲା ବୋହୂ ଘରକୁ ଆସିବା ପରେ ବିଧବା ମା ପ୍ରେମିକ ସହ ଫେରାର ହୋଇଗଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ।
ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଅଞ୍ଚଳର ବିଶ୍ରା ବ୍ଲକ ଅନ୍ତର୍ଗତ ମାନକ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚୀରୋବଡା ଗାଁରେ ଘଟିଛି ଏଭଳି ଘଟଣା । ପୁଅ ବୋହୂ ଘରେ ଅଛନ୍ତି ବିଧବା ମା ପ୍ରେମିକ ସହ ଫେରାର ହୋଇ ଯାଉଛି । ଘଟଣା ଶେଠୀ ଅଟକି ଯାଇଥିଲା । ପୁଅ-ବୋହୂ ବାହା ହୋଇ ଘରେ ରହିଲେ ଆଉ ମା ପ୍ରେମିକ ସହ ପଳାଇଗଲା । କିନ୍ତୁ କଥା ଉଠିଲା 6 ମାସ ପରେ । କାରଣ ମୃ-ତ-କ ବାପାର ସମ୍ପତି ପାଇଁ ।
ଯଦି ମା ସମ୍ପତି ନିଏ ତେବେ ସବୁ ଯାକ ପ୍ରେମିକର ହୋଇଯିବ । ଯଦି ପୁଅ ନିଏ ତେବେ ସାରା ଜୀବନ ଭୋଗ କରିବ । ଆଉ ଏ ସବୁ ସମ୍ପତି ବାଡିର ଟଣା ଓଟରା ଭିତରେ ବର୍ତ୍ତମାନ ମା-ପୁଅ । ପୁଅ-ଝିଅ, ନବ ବଧୂକୁ ଛାଡି ପର ପୁରୁଷ ସହ ଫେରାର ହୋଇ ଯାଇଥିଲା । ଆଉ 6 ମାସ ପରେ ଘରକୁ ଆସି କହୁଛି ସମ୍ପତି ରୁ ଅଧା ନେବ ମା । ଏବେ କଥା ହେଉଛି ଫେରାର ହୋଇ ଯାଇଥିବା ଆମ ଏବେ ଥାନାରେ ବସିଛି ।
ପୁଅ ଠାରୁ ସମ୍ପତି ନେବ ବୋଲି ଥାନାରେ ଅଭିଯୋଗ କରିଛି । କାରଣ ସବୁ ସରକାରୀ ଓ ବେସରକାରୀ କାଗଜପତ୍ର ପୁଅ ପାଖରେ ଅଛି । ସବୁ ସମ୍ପତି ର ମାଲିକ ହେଉଛି ପୁଅ ଯାହାକୁ ନେଇ ଥାନାରେ ଅଭିଯୋଗ କରିଛି ମା । ବାପା ବଦଳରେ ପୁଅର ହକ ଥିବା ବେଳେ ମା କିନ୍ତୁ ସେହି ହକ ରୁ ପୁଅକୁ ବାଦ କରିବାକୁ ଚକ୍ରାନ୍ତ ଚାଳାଇଛି ଆଉ ଥାନାରେ ଅଭିଯୋଗ କରିଛି ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ବାହାଘର ସରିବା ପରେ ଯଦି ପ୍ରେମିକ ସହ ମା ଫେରାର ହୋଇ ଯାଉଛି ତେବେ ସେହି ସମ୍ପତି କାହାର ହେବ । ଯାହାକୁ ନେଇ ଏବେ ହାଟ ବସିଛି । ତେବେ ବର୍ତ୍ତମାନ ପୁଅ ସମ୍ପତି ର ହକଦାର ଥିବା ବେଳେ ମା ଆସି ଏମିତି କାଣ୍ଡ ଘଟାଇଛି । ଯାହାକୁ ନେଇ ଏବେ ଚାରି ଆଡେ ବିବାଦ ଦେଖା ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।