ବାହା ବେଦୀରୁ ଉଠିଲା ଝିଅ, ହାତରୁ ଖୋଲିଲା ଶଙ୍ଖା, ଏ ସବୁ ଦେଖି ବରର ଯାହା ହେଲା ଦେଖନ୍ତୁ Video

ବିବାହ ଚାଲି ଥିଲା ସବବୁ ଆୟୋଜନ ସାରିଲା । ବାର ଭଲରେ ଆସିକି ଭଲରେ ପହଞ୍ଚି ଗଲା । ବାର କୁ ଦେଖିକି ଖୁଶି ହେଲେ କନ୍ୟା ଘର ଲୋକମାନେ ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ଏହା ଆତିଲା ଜୋର ଜବରସ୍ତିର ବାହାଘର । ଆପଣ ଜାଣି ରଖନ୍ତୁ କି ଆମେ ବିବାହ କରିବା ଆମ ଉପରେ ନିର୍ଭର କରି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ବାଲିଆପାଳ ବାଲେଶ୍ଵର ଜିଲାରେ ଘଟିଛି ଏକ ଜୋବର ଦସ୍ତି ର ବାହାଘର ।

ଆପଣ ଏହା ସହ ଏହା ଦେଖିବା ପାଇଁ ପାଇ ଥିବେ କି ମହିଳା ଜଣଙ୍କ କେଉଁ ଭଳି ଭାବେ ବେଦୀରୁ ଉଠି ଆସିଲା । କହିଲା ମୋର ସ୍ଵାମୀ ଆକାନ୍ତି ମୂ ବିବାହିତ । ମୁ ଆଉ ବାହା ହୋଇ ପାରିବନି । ଆପଣ ଜାଣି ଥିବେ କି ବାହାଘର ହେଉଛି ଦୁଇ ଜୀବନ ର କଥା ଏହା ସହ ଏହା ଦୁଇ ପରିବାର ର ସମ୍ମାନ ଉପରେ ନିର୍ଭର କରିଥାଏ ।

କିନ୍ତୁ ଆମେ ଜାଣିଛେ କି ଆମେ ଯାହାଭି ଅକରିବା ଦୁଇ ପରିବାର ର ମତ ନେଇକି କରିବା ଭଲ ହୋଇଥାଏ । ଆପଣ ଏହା ସହ ଦେଖି ପାରିବେ କି ବାର ବେହୋସ ହୋଇ ଯାଇଛି ଏହି ସବୁ ଦେଖିକି । ବାର ଘର ଲୋକମାନେ ଆଚମ୍ବିତ ହୋଇ ଯାଇ ଛନ୍ତି କନ୍ୟା ଘର ଲୋକମାନେ ଏହାକୁ ନେଇକି ଦେଖିକି ରାଗି କି କନ୍ୟା କୁ ମାଡ ମାରୁ ଛନ୍ତି ।

ତାକୁ ବେଦିରେ ଜବରଦସ୍ତି ଭାବେ ବସାଇକି ବାହା ହେବା ପାଇଁ ବାଧ୍ୟ କରୁଛନ୍ତି । ତେବେ ଏହା କେତେ ଦୂର ଠିକ ଅଟେ କି ଜଣଙ୍କ ଇଚ୍ଛା ବିରୁଦ୍ଧରେ ଯାଇକି ବାହାଘର କରିବା । ତେବେ ଏହାକୁ ନେଇକି ଗାଁ ଗଣ୍ଡାରେ ସବୁ ଆଡେ ଏହା ପ୍ରଚାର ହୋଇ ଯାଇଛି ।

ବାହାଘର ରେ ଆମେ ଦେଖିବା ପାଇଁ ଯାଇଛୁ କି ପରିବାର ର ଲୋକମାନେ ବାହାଘର ଠିକ କରାଇ ଥିଲେ । ଏହା ପରେ ସେମାନେ ବାହାଘର ଦିନ ସ୍ଥିର କରିଥିଲେ । ଧୂମ ଧାମ ରେ ନିଜ ସକ୍ଷମ ଅନୁସାରେ ବାହା ହେବା ପାଇଁ ବାର ଆସିକି ପହଞ୍ଚି ଯାଇ ଥିଲା ।

ଏହା ପରେ ଆସିଲା ବେଦି କର୍ମ ହାତ ଗଣ୍ଠି ପଡିବା ଯାଏ ଚାଲି ଥିଲା ସବୁ କିଛି ଠିକ ଭାବେ । ହଠାତ କଣ ହୋଇ ଗଲା କି ସବୁ କିଛି ବଦଳି ଯାଇ ଥିଲା ଏହା ସହ ଅବାକ ହୋଇ ଯାଇଥିଲେ ସବୁ ଲୋକମାନେ । ବାହା ବେଦୀରୁ ହଠାତ ଉଠିଗଲା କନ୍ୟା ରାଗିକି ହାତରୁ ଚୁଡି କାଢିକି ପକାଇ ଦେଲା କହିଲା ମୁ ବାହା ଘର ରେ ରାଜି ନାଇ । ମୁ ଆଉ ବାହାଘର ରେ ବସିବିନି ମୁ ବାହା ହେବିନି । ମୋର ବିବାହ ସରିଛି ମୋର ସ୍ଵାମୀ ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *