ବାହାଘର ପରେ ପ୍ରଥମ ଥର ନିଜ ଶାଶୁଘରେ କେମିତି ରୋଷେଇ କଲେ ଅର୍ଚ୍ଚିତା

ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବର୍ତ୍ତମାନ ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆମେ ମଧ୍ୟ ଆପଣଙ୍କୁ ସେମାନଙ୍କ ଜୀବନର ଏହି ସବୁ ଖାସ ସମୟ ବିଷୟରେ ଅପଡେଟ ଦେଇ ଚାଲିଛୁ । ତ ଆଜି ମଧ୍ୟ ସେହି ଭଳି ଏକ ଖବର ଯାହା ସବ୍ୟ ଆରଚିତଙ୍କ ସହ ଜଡିତ ନେଇ ଆମେ ଆସିଛୁ । ଆଜି ଆମେ ଆପଣାକୁ କହିବୁ ବିବାହ ପରେ ଶାଶୁଘରେ ଅର୍ଚ୍ଚିତ କେମିତି ରାନ୍ଧିଲେ ତାଙ୍କ ପ୍ରଥମ ରୋଷେଇ । ତ ଆସନ୍ତୁ ଜାଣି ନେବା ।

ବହୁ ସମୟରଅନ୍ତ ଘଟାଇ ସବ୍ୟ ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି । ତେବେ ତାଙ୍କ ବାହାଘର ସାରା ଓଡିଶାରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା । କାହିଁକି ନା ତାଙ୍କ ବିବାହ ବିଷୟରେ କେହି ବି ଆଗରୁ ଜାଣି ନଥିଲେ । କିନ୍ତୁ ହଟାତ ବିବାହର ଗୋଟେ ଦିନ ପୂର୍ବରୁ ଏହି ଖବର ସାମ୍ନାକୁ ଆସିବା ଦ୍ଵାରା ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

ତେବେ ସେମାନେ ଓଡିଶାଠୁ ବହୁତ ଦୂର ରାଜସ୍ଥାନରେ ବିବାହ କରିଛନ୍ତି । ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡିକୁ ଓଡିଶାର ଲୋକ ମାନେ ଖୁବ ପସନ୍ଦ କରନ୍ତି । ତେବେ ଏହା ପରେ ସେମାନେ ନିଜ ଘରକୁ ଫେରି ଆସିଛନ୍ତି ଓ ଅର୍ଚ୍ଚିତାଙ୍କ ପ୍ରଥମ ଦିନ ତାଙ୍କ ଶାଶୁ ଘରେ ଖୁବ ଖୁସିରେ କଟିଛି ।

ଖୁବ ଧୂମଧାମରେ ତାଙ୍କର ଗୃହ ପ୍ରବେଶ ହୋଇଥିଲା ଓ ଏହା ପରେ ଗୋଟେ ବଡ ପୂଜା ରଖା ଯାଇଥିଲା ତାଙ୍କ ଚର୍ଥୁତିର ।  ଆଉ ଏବେ ସେ ବିବାହ ପରେ ପ୍ରଥମ ଥର ତାଙ୍କ ସ୍ଵାମୀ ଓ ପରିବାର ପାଇଁ ରୋଷେଇ କରିଛନ୍ତି । ସେ ରୋଷେଇ ଘରେ ରୋଷେଇ କରିବାର ଦେଖିବାକୁ ମିଳିଛି । ତାଙ୍କ ସ୍ଵାମୀ ଓ ପରିବାର ଲୋକଙ୍କ ସହ ବହୁତ ଖୁସିରେ ରୋଷେଇ କରୁଥିବାର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି କିଛି ଦିନ ହେବ ସବ୍ୟ ଓ ଅର୍ଚ୍ଚିତା ସାରା ମେଡିଆରେ ଛାଇ ରହିଛନ୍ତି । ଗୋଟେ ଇଣ୍ଟେର୍ଭିଉରେ ଅର୍ଚ୍ଚିତା କହିଛନ୍ତି ସେ ତାଙ୍କ ଜୀବନର ଅଧିକ ଖୁସି ଅଛନ୍ତି, କାହିଁକି ନା ସେ  ତାଙ୍କ ମନର ମଣିଷକୁ ପାଇଛନ୍ତି । ତେବେ ବର୍ତ୍ତମାନ ଆମର ଭଗବାନଙ୍କ ନିକଟରେ ଏତିକି କାମନା କି ସେମାନଙ୍କ ଏହି ନୂଆ ଜୀବନକୁ ସୁଖମୟ କରନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *