ବାହାଘରରେ ଘଟିଥିବା ଏହି ସବୁ ଜବରଦସ୍ତ କାଣ୍ଡ ଦେଖି ନ ହସି ରହି ପାରିବେନି, ଦେଖନ୍ତୁ Funny Wedding Video

ପ୍ରତେକ ବ୍ୟକ୍ତି ଜୀବନରେ ବିବାହ ଏକ ଶୁଭ ମୂହୁର୍ତ୍ତ ଭାବେ ୟାଦକାର ହୋଇ ରାହିଜାଏ । କିନ୍ତୁ ଯଦି ବିବାହରେ କିଛି ମଜାମସ୍ତି ନ ହୁଏ ତେବେ ମ୍ୟାରେଜରେ ମଜା ଆସେ ଅନହି । ମ୍ୟାରେଜରେ ଏମିତି କିଛି କାଣ୍ଡ ହୋଇଥାଏ ଯାହା ଦେଖିଲେ ନ ହସି ରହି ହୁଏ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ମଜାଦାର ଭିଡିଓ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ । ପ୍ରଥମ ଭିଡିଓରେ ବର କନ୍ୟାକୁ ମ୍ୟାରେଜ ପରେ କୋଳରେ ଉଠାଉଥିଲେ । ଯାହା ଫଳରେ ବରକୁ ତଳେ ପଡିବାକୁ ପଡିଲା ଯାହାର ଭିଡିଓ ଦେଖିବାକୁ ବହୁତ ମଜାଦାର ହୋଇଛି ।

ଏହା ପରେ ବିବାହ କର୍ମ ଚାଲିଥିବା ବେଳେ ବର କନ୍ୟା ଉପରେ କିଛି ଲୋକ ମାନେ ଏମିତି ପଡ଼ୁଛନ୍ତି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସହ ଏହା ବିବାହର କେଉଁ ରୀତି ବୋଲି ପ୍ରଶ୍ନ ଉଠିଛି । ଏହି ଭିଡିଓ ରେ ବରକୁ ଏମିତି ହଳଦୀ ଲଗା ଯାଉଛି ଯାହାକୁ ଦେଖିଲେ ଲାଗୁଛି ତା ଦେହରୁ ସବୁ ମଇଳା ବାହାର କରି ପୁରା ଗୋରା ହୋଇଯିବ ।

ବର କୋଳରେ ତା ସ୍ତ୍ରୀ ବସିବା ବଦଳରେ ତା ଶାଳି ବସିଛି ଯାହା ଏହି ଭିଡିଓ ରେ ନଜର ଆସୁଛି । ଏହି ଭିଡିଓ ଟି ଦେଖିବାକୁ ବହୁତ ମଜାଦାର ହୋଇଛି । ଆହୁରି ମଧ୍ୟ ଏମିତି ଦୃଶ୍ୟ ଏହି ଭିଡିଓ ରେ ରହିଛି ଯେଉଁଥିରେ କନ୍ୟାକୁ ମୁହଁ ତଳକୁ ବସା ଯାଇଛି ଓ ତା ଉପରେ ଅନ୍ୟ ଜଣେ ମହିଳା ଦେଉଞ୍ଚନ୍ତି ଯାହା ଦେଖିବାକୁ ବହୁତ ମଜାଦାର ହୋଇଛି ।

ଏହା ବ୍ଯତୀତ ବ୍ୟବହାର ଯେତିକି ବିଧି ରହିଛି ସେମାନଙ୍କ ମଧ୍ୟରୁ ଦୁହେଁ ବରୋ କନ୍ୟା ପରସ୍ପରକୁ ବୁଝିବା କଥା ରହିଛି । କିନ୍ତୁ ଏହି ଭିଡିଓ ରେ କନ୍ୟା ବର ର ପକେଟ ଚେକ କରିବାର ନଜର ଆସୁଛି ଯାହାକୁ ଦେଖିଲେ ଲାଗୁଛି ଏମିତି ବି କିଛି ବିଧି ରହିଛି । ଆହୁରି ଏକ ମାଜଦାର ଘଟଣା ହେଉଛି ମ୍ୟାରେଜ ପରେ କନ୍ୟା ତାର ଭାଇକୁ ବାଡଉଛି ।

କିନ୍ତୁ ଏତେ ଜୋରରେ ବାଡଉଛି କି ତାହା ଦେଖି ସାହି ନ ପାରି ବର କନ୍ୟାର ଭାଇକୁ ଆସି ଧକ୍କା ଦେଉଛି ଯାହା ଦେଖିବାକୁ ବହୁତ ମଜା ଲାଗୁଛି । ମ୍ୟାରେଜ ସମୟରେ ବର କନ୍ୟା ସହ କଥା ନ କହି ଗେମ ଖେଳିବାର ନଜର ଆସୁଛନ୍ତି ଯାହା ଦେଖିବାକୁ ବହୁତ ମଜାଦାର ଲାଗୁଛି । କିଛି ଦମ୍ପତି ମାନେ ସୁହାଗ ରାତିରେ ନିଜର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ଏମିତି କିଛି ଦୃଶ୍ୟ ଶେୟର କରା ଯାଇଛି ଯାହା ଦୁଇ ଦମ୍ପତି ନିଜର ପର୍ଶନାଲ କଥା ଭିଡିଓ ରେ ଦର୍ଶାଇଛନ୍ତି । ତେବେ ଏହା ଥିଲା ବିବାହର କିଛି ଫନି ଓ ମଜାଦାର ଭିଡିଓ ଯାହା ଦେଖିଲେ ଆପଣ ମାନେ ନ ହସି ରହି ପାରିବେ ନାହି । ତେବେ ବିବାହ ରେ ଏମିତି କିଛି ମଜାଦାର ଘଟଣା ହେବା ଏକ ସାଧାରଣ କଥା ଅଟେ । କିନ୍ତୁ ନିଜର ପର୍ଶନାଲ ଘଟଣା ନିଜ ଭିତରେ ସୀମିତ ରଖିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *