ବାହା ହେବେ ସିରିଏଲ ଅଭିନେତ୍ରୀ ତୁଳସୀ, ଦେଖନ୍ତୁ ହଳଦୀ ରସମର Video

ବର୍ତ୍ତମାନ ଏକ ବହୁତ ବଡ ଖୁସି ଖବର ଆସି ଯାଇଛି । ଯାହାକି ଓଡିଆ ଟିଭି ଇଣ୍ଡଷ୍ଟ୍ରିର । ଶୁଣିବାକୁ ମିଳୁଛି କି ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟ ବିବାହ କରିବାକୁ ଯାଉଛନ୍ତି । ଯେମିତି ଆପଣ ସମସ୍ତେ ଜାଣିଛନ୍ତି ତୁଲସୀ ସିରିଏଲ ଯାହାକି ଜୀ ସାର୍ଥକ ଟିଭିରେ ପ୍ରସାରିତ ହେଉଥିଲା, ସେଥିରେ ଅଭିନେତ୍ରୀ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟଙ୍କ ବହୁତ ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା । ସେଥିପାଇଁ ଆଜି ପର୍ଯ୍ୟନ୍ତ ଦର୍ଶକମାନେ ତାଙ୍କର ଅଭିନୟ ଓ ତାଙ୍କୁ ଭୁଲି ପାରି ନାହାନ୍ତି ।

ତୁଲସୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ ଆଜି ବି ସେ ଦର୍ଶକମାନଙ୍କ ହୃଦୟରେ ଅଛନ୍ତି । କହିବାକୁ ଗଲେ ଅଭିନେତ୍ରୀ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟଙ୍କ ଗୋଟିଏ ଫଟୋ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି କୁହାଯାଉଛି କି ଜଲ୍ଦି ହିଁ ଅଭିନେତ୍ରୀ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟ ବିବାହ କରିବାକୁ ଯାଉଛନ୍ତି ।

ଫଟୋରେ ଦେଖି ପାରୁଥିବେ କି ଶ୍ବେତାଲିନା ଭଟ୍ଟାଚାର୍ଜ୍ୟ ଏକ ହଳଦିଆ ରଙ୍ଗର ଶାଢୀ ପିନ୍ଧିଛନ୍ତି ଓ ସେହି ନିଜ ବାହାଘରର ହଳଦୀ ଲଗାଇବା କାର୍ଯ୍ୟକ୍ରମ ଦିନର ଏହି ଫଟୋକୁ ଶେୟାର କରିଛନ୍ତି । କିନ୍ତୁ ଏହି ଫଟୋ ପଛର ଅସଲ କାହାଣୀ ହେଉଛି ଏହା ତାଙ୍କ ଜୀବନର ଅସଲ ବାହାଘରର ଫଟୋ ନୁହେଁ । ଏହା ତାଙ୍କର ଏକ ଶୁ-ଟି-ଙ୍ଗ ସେ-ଟର ଫଟୋ ଅଟେ । ଯେଉଁଥିରେ ସେ ବାହାଘରର ଶୁ-ଟି-ଙ୍ଗ ପାଇଁ ଏହି ଲୁକ ନେଇଛନ୍ତି । କହିଦେଉଛୁ କି ଆସନ୍ତା କିଛି ଦିନ ମଧ୍ୟରେ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟ ଏକ ନୂଆ ସିରିଏଲରେ ନଜର ଆସିବେ ।

ଯାହାର କି ଶୁ-ଟି-ଙ୍ଗ ସେ ଆରମ୍ଭ କରି ଦେଇଛନ୍ତି । ଏହି ସିରିଏଲର ନାଁ ହେଉଛି ମଙ୍ଗଳାକନ୍ୟା । ଏହି ସିରିଏଲରେ ଆପଣ ଚନ୍ଦନଙ୍କୁ ମୁଖ୍ୟ ଅଭିନେତା ରୂପରେ ଦେଖିବେ । ଯାହାଙ୍କ ଅସଲ ନାଁ ତୁଷାର ଅଟେ । ଏହି ସିରିଏଲରେ ଅନ୍ୟ କିଛି ଅଭିନେତା ଓ ଅଭିନେତ୍ରୀଙ୍କୁ ବି ନଜର ଆସିବେ । ଯାହାକି ଆପଣଙ୍କ ପୂର୍ବରୁ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ରହିସାରିଛନ୍ତି । ଯେମିତି କି ଏହି ସିରିଏଲରେ ଆପଣ ଅଭିନେତ୍ରୀ ଲିସାଙ୍କୁ ନେଗେଟିବ ରୋଲରେ ଦେଖିବେ ।

ଏହି ସିରିଏଲର କାହାଣୀ ତିନି ଜଣଙ୍କ ମଧ୍ୟରେ ଥିବା ପରସ୍ପର ଭଲ ପାଇବା ଅର୍ଥାତ ଲଭ ଟ୍ରାଏଙ୍ଗେଲ ଉପରେ ଆଧାରିତ ଅଟେ । ଯାହାକି ଆସନ୍ତା କିଛି ଦିନ ମଧ୍ୟରେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେବାକୁ ଯାଉଛି । କହିଦେଉଛୁ କି ବର୍ତ୍ତମାନ ମଙ୍ଗଳାକନ୍ୟାର ଶୁ-ଟି-ଙ୍ଗ ଆରମ୍ଭ ହୋଇ ଯାଇଛି ଓ ସେହି ଶୁ-ଟି-ଙ୍ଗ ସେ-ଟରେ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟ ନିଜର ହଳଦୀ ରସମରେ ପାଳନ କରୁଛନ୍ତି ।

କିନ୍ତୁ କୁହାଯାଉଛି କି ଏହି ହଳଦୀ ରସମ ପରେ ଶ୍ବେତାଲିନା ଭଟ୍ଟାଚାର୍ଜ୍ୟଙ୍କ ବାହାଘର ଭାଙ୍ଗି ଯାଉଛି ଓ ସେ କେମିତି ନିଜର ଜୀବନରେ ଆଗକୁ ବଢୁଛନ୍ତି । ଏହା ସହିତ କେମିତି ତାଙ୍କ ଜୀବନରେ ଚନ୍ଦନ ଆସୁଛନ୍ତି ଓ ଅନ୍ୟ ପଟେ ଲିସା କେମିତି ଏହି ଦୁଇ ଜଣଙ୍କ ଜୀବନକୁ ଆସି ଏମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି ଏହିଭଳି ରୂପରେ ଏହି ସିରିଏଲର କାହାଣୀ ଅଟେ । ଆଶା କରୁଛୁ କି ଏହି ସିରିଏଲ ବି ପୂର୍ବ ସିରିଏଲ ଭଳି ସମସ୍ତଙ୍କୁ ମନୋରଞ୍ଜନ କରୁ ।

Leave a Reply

Your email address will not be published. Required fields are marked *