ବାହାଘର ପରେ ଶାଶୁଘରେ ସ୍ବାମୀଙ୍କ ସହ କେମିତି ଅଛନ୍ତି ହିରୋଇନ ରିୟା 

ଅଲିଊଡ ଦୁନିଆରେ ବହୁତ ପ୍ରକାର ଅଭିନେତ୍ରୀ ମାନେ ଆସନ୍ତି ଆଉ ନିଜ ସୁନ୍ଦରତା ପାଇଁ ସମସ୍ତଙ୍କ ମନ କିଣିଥାନ୍ତି । ତେବେ ଭଲ କଳାକାର ମାନଙ୍କୁ ଭଲ ସମ୍ମାନ ମିଳିଥାଏ ଆଉ ଦର୍ଶକ ତାଙ୍କୁ ଦେଖିବାକୁ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ସମସ୍ତଙ୍କ ମନରେ ଗୋଟେ ଅଲଗା ପ୍ରକାର ସ୍ଥାନ ପାଇଛନ୍ତି । ଆପଣ ମାନେ ଓଡିଆ ସିରିଏଲ ଦୁନିଆ ଅଭିନେତ୍ରୀ ରିୟାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଜି ଆମେ ଆପଣଙ୍କୁ ତାଙ୍କ ଶାଶୁଘର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ରିୟାଙ୍କୁ କିଏ ଅବା ଜାଣି ନାହିଁ ସେ ଓଡିଆ ସିରିଏଲ ଦୁନିଆ ବହୁତ ବଡ ଅଭିନେତ୍ରୀ ଅଟନ୍ତି, ବର୍ତମାନ ରିୟାଙ୍କ ବିବାହ ହୋଇଛି ଆଉ ତାଙ୍କ ବିବାହ ଫଟୋ ସୋଶିଅଲ ମିଡିଆରେ ଭାଇରାଲ ହୋଇଛି ତେବେ ଲୋକଙ୍କ ମନରେ ଏହା ବଡ ପ୍ରଶ୍ନ ଅଟେ ଯେ ରିୟା ଯେମିତି ଧାରାବାହିକରେ ଭଲ ବହୁ ଅଛନ୍ତି କଣ ସେ ନିଜ ଶାଶୁଘରେ ମଧ୍ୟ ଏମିତି ଅଛନ୍ତି କି ।

ତେବେ ବିବାହ ଫଟୋ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି କିନ୍ତୁ କଣ ଆପଣ ଜାଣିଛନ୍ତି ଋଯ ସତରେ ବିବାହ କରି ନାହାନ୍ତି ସେ ଆସନ୍ତା ସମୟରେ ରାଜ ରାଜେଶ ସହ ଗୋଟେ ଫିଲ୍ମ କରୁଛନ୍ତି ଯାହା ରିଲିଜ ହବାର ଅଛି ଏହି ଫିଲମରେ ସେ ବିବାହିତା ଅଭିନୟ କରିଛନ୍ତି ଆଉ ତାଙ୍କ ଏହି ଫଟୋ କେହି ସୋଶିଏସଏଲ ମିଡିଆରେ ଭାଇରାଲ କରିଛନ୍ତି । ତେବେ ଆସନ୍ତା ସମୟରେ ରିୟାଙ୍କ ଆସୁଥିବା ଏହି ନୂଆ ଚଳଚିତ୍ର ନା ହେଉଛି ” ରାତି ସଋ ସଋ ଯାଉଛି ” ଏହି ଫିଲମରେ ରିୟା ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ଆଉ ରାଜ ରାଜେଶ ମୁଖ୍ୟ ଅଭିନେତା ଭାବରେ କାମ କରୁଛନ୍ତି ।

ତେବେ ବିବାହ ବହୁତ ବଡ କଥା ଅଟେ ଯଦି ରିୟାଙ୍କ ବିବାହ ହୁଏ ତେବେ ସମସ୍ତଙ୍କୁ ନିଶ୍ଚିନ୍ତ ଜଣା ପଡିବ ବର୍ତମାନ ସେ କେବଳ ଫିଲମରେ ବିବାହିତା ଅଭିନୟ କରୁଛନ୍ତି । ତେବେ ଆପଣ ମାନେ ମଧ୍ୟ ରିୟାଙ୍କ ଅଲଗା ଫିଲ୍ମ ରେ ଅଭିନୟ ଦେଖିଥିବେ ତେବେ ଆପଣଙ୍କୁ ରିୟାଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚିନ୍ତ କହିବେ । ସିରିଏଲ ହେଉ ବା ଫିଲ୍ମ ଦୁଇଟି ଜାଗାରେ ସଫଳତା ସେତେବେଳେ ମିଳିଥାଏ ଯେତେବେଳେ ଦର୍ଶକ ଅଭିନେତା ବା ଅଭିନେତ୍ରୀଙ୍କୁ ପସନ୍ଦ କରିବା ଆରମ୍ଭ କରିଥାନ୍ତି ।

Leave a Reply

Your email address will not be published. Required fields are marked *