Special Report: ଭାରତରେ ଅଟକାଇ ହେବ କରୋନାର ତୃତୀୟ ଲହରୀ, ଉପାୟ ବତାଇଲେ V.K Paul

ବର୍ତ୍ତମାନ ଭାରତରେ କ-ରୋ-ନାର ଦ୍ଵିତୀୟ ଲହରର ପ୍ରଭାବ ଜାରି ଅଛି । ଯାହାକି ସମାପ୍ତ ହୋଇ ନାହିଁ କି ତୃତୀୟ ଲହରକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇ ଯାଇଛି । ବର୍ତ୍ତମାନ ବି କ-ରୋ-ନାର ଦ୍ଵିତୀୟ ଲହର ପ୍ରଭାବରେ ଲକ୍ଷ ଲକ୍ଷ ଲୋକମାନେ ଆ-କ୍ରା-ନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ କେତେକ ଲୋକମାନେ ମୃ-ତ୍ୟୁ ବରଣ କରିସାରିଛନ୍ତି ।

କିନ୍ତୁ ବହୁତ ଲୋକମାନେ ସୁସ୍ଥ ବି ହୋଇସାରିଛନ୍ତି । ଏହା ମଧ୍ୟରେ ବିଶେଷଜ୍ଞମାନେ ଦେଶରେ କ-ରୋ-ନାର ତୃତୀୟ ଲହର ଆରମ୍ଭ ହେବାକୁ ନେଇ ଆଶଙ୍କା ଜାହିର କରିଛନ୍ତି । ଅକ୍ଟୋବର ଓ ନଭେମ୍ବର ମାସ ମଧ୍ୟରେ ଦେଶରେ କ-ରୋ-ନାର ଦ୍ଵିତୀୟ ଲହର ଆରମ୍ଭ ହୋଇଯାଇ ପାରେ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ମଙ୍ଗଳବାର ଦିନ ନୀତି ଆୟୋଗ ସଦସ୍ୟ ଭି କେ ପଲ କହିଛନ୍ତି କି କ-ରୋ-ନା ମ-ହା-ମା-ରୀର ତୃତୀୟ ଲହରକୁ ଆମେ ସମସ୍ତେ ମିଶି ଅଟକାଇ ପାରିବା ।

ତୃତୀୟ ଲହର ଆରମ୍ଭ ହେବା ଓ ବନ୍ଦ ହେବା ଏହା ଆମ ହାତରେ ହିଁ ଅଛି । ସେ ଆଗକୁ କହିଲେ କି ଯଦି ଆମେ କୋଭିଡ ପାଇଁ ଦିଆଯାଇଥିବା ସମସ୍ତ ନିୟମକୁ ଅନୁସରଣ କରିବା ଓ ସମସ୍ତେ ଟୀକା ନେବା, ତେବେ ଏହିଭଳି ପରିସ୍ଥିତିରେ କ-ରୋ-ନାର ତୃତୀୟ ଲହରକୁ ଅଟକାଇ ଯାଇ ପାରିବ । କହିଦେଉଛୁ କି ସୋମବାର ଦିନ ଦେଶରେ ସବୁଠୁ ଅଧିକ ଟୀକାକରଣ କରାଯାଇଛି । ସୋମବାର ଦିନ ୮୬.୧୬ ଲକ୍ଷ ଲୋକମାନଙ୍କୁ ଟୀକା ଦିଆଯାଇଛି ।

ଏହି ରିପୋର୍ଟ ଆଧାରରେ ଭି କେ ପଲ କହିଛନ୍ତି କି ଏହି ଗୋଟିଏ ଦିନର ଟୀକାକରଣ ରିପୋର୍ଟ କହୁଛି କି ଆଶାନ୍ତା ଦିନରେ ଦେଶରେ ଟୀକାକରଣ ଅଭିଯାନ ବ୍ୟାପାକ ସ୍ତରରେ ପହଞ୍ଚିବ । ଭି କେ ପଲ କହିଲେ କି ତୃତୀୟ ଲହର ଆରମ୍ଭ ହେବା ଆମ ହାତରେ ହିଁ ଅଛି । ଯଦି ସମସ୍ତ କୋଭିଡ ଗାଇଡଲାଇନକୁ ଅନୁସରଣ କରିବା ଓ ନିଜକୁ ଟୀକାକରଣରେ ସାମିଲ କରିବା ତେବେ ତୃତୀୟ ଲହରକୁ ଅଟକାଇ ଯାଇ ପାରିବ ।

ସେ ଆଗକୁ କହିଲେ କି ବିଶ୍ଵରେ ଏମିତି ବହୁତ ଦେଶ ଅଛି ଯେଉଁଠି ଦ୍ଵିତୀୟ ଲହର ମଧ୍ୟ ଆସି ନାହିଁ । ଯଦି ଆମେ ସମସ୍ତ ନିୟମ ମାନି ଚାଲିବା ତେବେ ତୃତୀୟ ଲହର ଆସି ପାରିବ ନାହିଁ । କହିଦେଉଛୁ କି କେତେକ ଦେଶରେ ଅଧାରୁ ଅଧିକ ଲୋକମାନଙ୍କୁ ଟୀକା ଦିଆସାରିଛି । ଅନ୍ୟ ପଟେ ଅନ୍ୟ କେତେକ ଦେଶରେ ମାସ୍କ ପିନ୍ଧିବା ନିୟମକୁ ମଧ୍ୟ ଉଠାଇ ଦିଆଯାଇଛି । କିନ୍ତୁ ଭାରତରେ ଯଦି ସମସ୍ତେ ଟୀକାକରଣ କାର୍ଯ୍ୟକ୍ରମ ସହଯୋଗ କରିବେ ତେବେ ଭାରତରେ ବି ସମସ୍ତେ ଟୀକା ନେଇ ପାରିବେ ।

ଯଦି ଭାରତରେ ତୃତୀୟ ଲହର ଆସିଯାଏ ତେବେ ଏହା କେତେ ଭୟଙ୍କର ହେବ ଏହା ସମୟ ହିଁ କହିବ । କେତେକେ ବିଶେଷଜ୍ଞମାନେ ତୃତୀୟ ଲହରକୁ ବହୁତ କିଛି ତଥ୍ୟ ଜାରି କରିଛନ୍ତି । ଏମିତିରେ ସମସ୍ତଙ୍କୁ ଅନୁରୋଧ କୋଭିଡ ନିୟମ ମନି ଚାଲାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *