Bollywood ଅଭିନେତ୍ରୀ ମାନଙ୍କ Wedding Dressର ଦାମ ଜାଣି ଉଡିଯିବ ଆପଣଙ୍କ ହୋସ

ବଲୀଉଡରେ ଯେବେ ବି କାହାର ବିବାହ ହୁଏ ତାହା ବହୁତ ଚର୍ଚ୍ଚାର ବିଷୟ ହୋଇଥାଏ । କାହିଁକି ନା ସବୁ ଷ୍ଟାର ମାନଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଥାନ୍ତି । ତେବେ ଆପଣ ବଲିଉଡ ଅଭିନେତ୍ରୀ ମାନଙ୍କୁ ବ୍ରାଇଡାଲ ଡ୍ରେସରେ ବହୁତ ଥର ଦେଖି ଥିବନେ, କେବେ ଫିଲ୍ମରେ ବା କେବେ ରାମ୍ପ ସୋ ରେ ତ ଦେଖିଥିବେ । କିନ୍ତୁ ଆଜି ଆମେ ଦେଖିବା ନିଜ ବିବାହରେ ବଲିଉଡର କେଉଁ ଅଭିନେତ୍ରୀ କେଉଁ ଡିଜାଇନରଙ୍କ ଡ୍ରେସ ପିନ୍ଧିଥିଲେ ଏବଂ ସେଇ ଡ୍ରେସର ମୂଲ୍ୟ କଣ ଥିଲା ।

ଶିଳ୍ପା ସେଟ୍ଟୀ କୁନ୍ଦ୍ରା –  ଶିଳ୍ପା ତାଙ୍କ ବିବାହରେ ଗୋଟେ ଟ୍ରାଡିସନାଲ ଶାଢୀ ପସନ୍ଦ କରିଥିଲେ । ସେ ତାଙ୍କର ବିବାହର ଡ୍ରେସ ତରୁଣ ତହଲାନି ଠୁ ଡିଜାଇନ କରିଥିଲେ । ତାଙ୍କ ଡ୍ରେସର ମୂଲ୍ୟ ଥିଲା ୫୦ ଲକ୍ଷ ଟଙ୍କା ।

ଐଶ୍ଵଜ୍ୟା ରାୟ – ଐଶ୍ଵଜ୍ୟା ଡ୍ରେସର ଡିଜାଇନର ଥିଲେ ନିତା ଲୁଲ୍ଲା । ତାଙ୍କର ଡ୍ରେସର ମୂଲ୍ୟ ଥିଲା ୭୫ ଲକ୍ଷ ଟଙ୍କା ।

ଜୁହୀ ଚାବାଲା- ସେ ତାଙ୍କର ବିବାହର ଡ୍ରେସ ଭାରତର ଅନଲାଇନ ଫ୍ୟାସନ କା ଫଟକାରୁ ନେଇଥିଲେ । ଏହି ଡ୍ରେସର ମୂଲ୍ୟ ଥିଲା ୨ ଲକ୍ଷ ଟଙ୍କା ।

କରିନା କପୁର ଖାନ – ବେବୋ ତାଙ୍କର ଡ୍ରେସ ଭାରତର ଡିଜାଇନର  ମନୀଷ ମଲହୋତ୍ରାଠୁ ଡିଜାଇନ କରିଥିଲେ  । ତାଙ୍କ ଡ୍ରେସର ମୂଲ୍ୟ ଥିଲା ୫୦ ଲକ୍ଷ ଟଙ୍କା ।

ଅନୁଷ୍କା ଶର୍ମା – ଅନୁଷ୍କା ଶର୍ମା ଇଟାଲୀରେ ବହୁତ ସାଧାରଣ ଭାବେ ବିବାହ କରିଥିଲେ । କିନ୍ତୁ ସେ ତାଙ୍କର ବିବାହ ଡ୍ରେସ ପାଇଁ କିଛି କମପ୍ରୋମାଇଜ କରିନଥିଲେ । ସେ ତାଙ୍କର ଡ୍ରେସ ଡିଜାଇନ ସବ୍ୟସାଚୀ ମୁଖାର୍ଜୀଙ୍କ ଠାରୁ କରିଥିଲେ । ତାଙ୍କ ଡ୍ରେସର ମୂଲ୍ୟ ଥିଲା ୯୫ ଲକ୍ଷ ଟଙ୍କା ।

ଜେନେଲିଆ ଦେଶମୁଖ – ଜେନେଲିଆ ବହୁତ ଅଲଗା ଅନ୍ଦାଜରେ ବିବାହ କରିଥିଲେ । ଖ୍ରୀଷ୍ଟିୟାନ ହୋଇଥିବାରୁ ସେ ଖ୍ରୀଷ୍ଟିୟାନ ଓ ହିନ୍ଦୁ ରିବାଜରେ ବିବାହ କରିଥିଲେ । ରିତେଶ ହିନ୍ଦୁ ହୋଇଥିବାରୁ ସେ ହିନ୍ଦୁ ରିବଯରେ ଫେରା ନେଇକି ବିବାହ କରିଥିଲେ । ତାଙ୍କର ଡ୍ରେସ ଡିଜାଇନ ନୀତା ଲୁଲ୍ଲା କରିଥିଲେ । ଯାହାର ମୂଲ୍ୟ ଥିଲା ୭୦ ଲକ୍ଷ ଟଙ୍କା ।

ଉର୍ମିଲା ମାତଣ୍ଡକର – ସେ ତାଙ୍କର ଡ୍ରେସ ଡିଜାଇନ ମନୀଷ ମଲହୋତ୍ରଠୁ କରିଥିଲେ । ଏହା ସହିତ ସେ ବହୁତ ଫାଇନ ଗୋଲ୍ଡ ଓ କୁନ୍ଦନ ପିନ୍ଧି ଥିଲେ । ଟଙ୍କା ଡ୍ରେସର ମୂଲ୍ୟ ଥିଲା ୫ ଲକ୍ଷ ଟଙ୍କା ।

ବିପାଶା ବାସୁ – ବଲିଉଡ ଇଣ୍ଡସଷ୍ଟ୍ରିର ଡସ୍କି କୁଇନ ବୋଲି କୁହାଯାଏ । ତାଙ୍କର ଡ୍ରେସ ମଧ୍ୟ ସବ୍ୟସାଚୀ ମୁଖାର୍ଜୀ ଡିଜାଇନ କରିଥିଲେ । ତାଙ୍କର ଡ୍ରେସର ମୂଲ୍ୟ ଥିଲା ୪ ଲକ୍ଷ ଟଙ୍କା

ଦୀପିକା ପାଦୁକୋଣ- ଦୀପିକା ନିଜ ୱେଡିଂ ଡ୍ରେସ ସବ୍ୟସାଚୀଙ୍କ ଦ୍ଵାରା ପ୍ରସ୍ତୁତ କରାଇଥିଲେ ଓ ତାଙ୍କ ଡ୍ରେସର ଦାମ ହେଲା 10 ଲକ୍ଷ ଟଙ୍କା ।

ଦିୟା ମିର୍ଜା – ଦିୟା ତାଙ୍କର ବିବାହର ଦିନ କିଛି ଅଲଗା ରଙ୍ଗର ଡ୍ରେସ ପିନ୍ଧିଥିଲେ । ତାଙ୍କର ଡ୍ରେସ ହାଇଦ୍ରାବାଦ କଲଚରକୁ ରିପ୍ରେଜେଣ୍ଟ କରୁଥିଲା ।  ତାଙ୍କର ଡିଜାଇନ ରିତୁ କୁମାର କରିଥିଲେ, ଏହି ଡ୍ରେସର ମୂଲ୍ୟ ଥିଲା ୩ ଲକ୍ଷ ଟଙ୍କା ।

ପ୍ରିୟଙ୍କା ଚୋପ୍ରା- ସେ ନିଜର ବିବାହ ଦୁଇ ଧର୍ମ ଅନୁସାରେ କରିଥିଲେ ଓ ତାଙ୍କ ଡ୍ରେସ ଡିଜାଇନର ରଲ୍ଫ ଲରେନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ଏବଂ ଏହାର ଦାମ ଥିଲା 18 ରୁ 20 ଲକ୍ଷ ।

ଇଶା ଦେଓଲ – ତାଙ୍କର ଡ୍ରେସ ଡିଜାଇନ ନୀତା ଲୁଲା କରିଥିଲେ । ଟଙ୍କା ଡ୍ରେସର ମୂଲ୍ୟ ଥିଲା ୧୦ ଲକ୍ଷ ଥିଲା ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *