ବହୁତ ଚୁଲବୁଲି ହୋଇଥାନ୍ତି ଏହି 4ଟି ନାମର ଝିଅମାନେ, ଦେଖନ୍ତୁ ଆପଣଙ୍କ ନାମ ନାହିଁ ତ – Jyotsiha Shastra

ଅନେକ ପ୍ରକାର ଶାସ୍ତ୍ର ଆମ ଦେଶରେ ଅଛି । ତା ଭିଆତ୍ରୁ ଜ୍ଯୋତିଷ ଶାସ୍ତ୍ର ସବୁ ଠାରୁ ଅନ୍ଯତମ । ଏଥିରେ ଅନେକ କିଛି କଥା କୁହା ଯାଇଛି । ଜେଭଳିକି କେଉଁ ଗ୍ରହର ଅବସ୍ଥିତି କେଉଁ ଜାଗାରେ ରହିଲେ କିଭଳି ଭାବେ ଫଳ ମିଳିବ, କେଉଁ ମାନ ରେ ଆରମ୍ଭ ହେଇଥିବା ଅକ୍ଷର ର ବ୍ଯକ୍ତିର ସ୍ଵଭାବ କିଭଳି ଥିବ ।

ଏହି ଭଳି ଅନେକ କିଛି । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହି ଭଳି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର ଆମେ କହିବା ସେମାନେ ଖୁବ ମଜାକିଆ ଓ ଟିକେ ନଟଖଟ ଅଟନ୍ତି । ଦେଖନ୍ତୁ ଜୀବନ ଅଛି ମାନେ ଦୁଃଖ ଓ ସୁଖ ଲାଗି ରହିବ । କେବଳ ସେତିକି ନୁହେଁ ଜୀବନ ଅଛି ମାନେ ଆମେ ସବୁ ପ୍ରକାର ଲୋକ ଙ୍କ ସହ ମିସିକି ଚାଲିବା ପାଇ ପଡିବ କିଛି ପରିସ୍ଥିତି ।

ଏଭଳି ଆସିବ ଯେଉଁ ଥିରେ ଆମେ ସବୁ ପ୍ରକାର କଷ୍ଟ କୁ ଭୁଲି ବର୍ତ୍ତମାନ କୁ ଉପଭୋଗ କରିବା ଆଜି ଯେଉଁ ମହିଳା ମାନଙ୍କ ନାମ କହିବା ପାଇଁ ଯାଉଛୁ ସେମାନେ କିଛି ସେହି ଭଳି ଅଟନ୍ତି । ତେବେ ପ୍ରଥମ ଇଂରାଜୀ ଅକ୍ଷର ହେଉଛି “M” ଏହି ନାମର ମହିଳା ମାନେ ଦେଖିବା ପାଇଁ ଖୁବ ସୁନ୍ଦର ସବୁ ବେଳେ ପରକୁ ସାହାଜ୍ଯ କରିବା ପାଇଁ ପ୍ରସ୍ତୁତ ଥାନ୍ତି । କିନ୍ତୁ ମାନେ ଜୀବନକୁ ଖୁବ ହାଲୁକା ରେ ନେଇ ମଜା ମସ୍ତି କରି ବଞ୍ଚିବା ପାଇଁ ପସନ୍ଦ କରନ୍ତି ।

କାରଣ ଏମାନଙ୍କ ସ୍ଵଭାବ ହିଁ ନଟଖଟ ଅଟେ । ଏହି କାରଣରୁ ତାକୁ ସବୁ ଲୋକ ଖୁବ ପସନ୍ଦ କରନ୍ତି । ଏହା ପରେ ଥିବା ଅକ୍ଷର ହେଉଛି “L” ଏହି ନାମର ମହିଳା ମାନେ ସବୁ ବେଳେ ନିଜ ବିଶୟରେ ଚିନ୍ତା କରିବା ଆଗରୁ ନିଜ ଆଖ ପାଖରେ ଥିବା ଲୋକମାନଙ୍କ ବିଶୟରେ ଚିନ୍ତା କରନ୍ତି । ଯଦି ଦେଖିବା ପାଇଁ ଯିବା ଏମାନେ ଦେଖିବା ପାଇଁ ଖୁବ ଆକର୍ଷଣୀୟ ହୋଇ ଥାନ୍ତି । କେହି ଭି ଏମାନଙ୍କୁ ପ୍ରଥମ ନଜର ରେ ନିଜର ମନ ଦେଇ ଦେବ ।

ଏହୀ ମହିଳା ମାନଙ୍କ ଏହି ଗୁଣ ପାଇଁ ସେମାନେ ସବୁ ବେଳେ ନିଜର ପ୍ରଥମ ପ୍ରେମ କୁ ହିଁ ସହଜରେ ପାଇ ଯାଇ ଥାନ୍ତି । ଏହା ପର କକ୍ଷର ହେଉଛି “B” ଏହି ଅକ୍ଷର ରେ ଥିବା ମହିଳା ମାନେ ଯେଉଁ ଭଳି କାମ କରଣନ୍ତି ଅନ୍ୟ ଠୁ ସେହି ଭଳି ଆସା କରନ୍ତି । ତେବେ ଯଦି ଦେଖିବା ପାଇଁ ଜୀବ ଅଟା ଏହି ନାମର ମହିଳା ମାନେ ନୀଜ ନଟଖଟ ପ୍ରକୃତି ପାଇଁ ସବୁ ଙ୍କ ପାଖରେ ନିଜକୁ ଭଲ ବୋଲି ପ୍ରମାଣିତ କରନ୍ତି କିନ୍ତୁ ତାଙ୍କର ଏହି ଗୁଣ ତାଙ୍କର କମଜୋରି ମଧ୍ୟ ସେମାନେ ଏହି ଏକ ଗୁଣ ପାଇଁ ସବୁ ବେଳେ ନିଜ ପ୍ରଥମ ଭଲ ପାଇବା କୁ ମନ ପକାଉ ଥାନ୍ତି ।

ଏହା ପର ଅକ୍ଷର ହେଉଛି “K” ଏହି ଅକ୍ଷର ର ମହିଳା ମାନେ ମଧ୍ୟ ଖୁବ ଚୁଲ ବୁଲି ଓ ନଟଖଟ ହୋଇ ଥାନ୍ତି ଏମାନେ ସରଲ ପ୍ରକୃତି ର ମ୍ମାଧ୍ୟ ହୋଇ ଥାନ୍ତି । କେବଳ ଏମାନେ କିଛି ସମୟରେ ଅଧିକ ରାଗି ଯାନ୍ତି ଯାହା ପାଇଁ ଏମାନେ ଅନେକ କିଛି ହରାଇ ଥାନ୍ତି ନିଜ ଜୀବନରେ ।

Leave a Reply

Your email address will not be published. Required fields are marked *