ବହୁତ ରାଗି ସ୍ଵଭାବର ହୋଇଥାନ୍ତି ଏହି ୩ଟି ନାମର ଝିଅ ମାନେ- Jyotisha Shastra

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କାହା ନା ଦ୍ଵାରା ତାଙ୍କ ସ୍ଵଭାବ ବହୁତ ଭଲ ଭାବରେ ଜଣା ପଡିଥାଏ ତେବେ କିଏ କେମିତିକା ହେଇଥିବ ଏହା ତାଙ୍କ ସ୍ଵାଭାବରୁ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବହୁତ ରାଗି ସ୍ଵଭାବର ହୋଇଥାନ୍ତି ଆଉ ଏହି ଝିଅଙ୍କୁ ସମସ୍ତେ ବହୁତ ଡଋଥାନ୍ତି ।

ତେବେ ମହିଳାଙ୍କ ରାଗାରୁ କିଏ ଅବା ବଞ୍ଚି ପାରିଛି, ତେବେ ରାଗି ସ୍ଵଭାବର ମହିଳାଙ୍କୁ ସମସ୍ତେ ଦରିଥାନ୍ତି କାହିଁକିନା ଜୀବନରେ ମହିଳାଙ୍କୁ ସମସ୍ତେ ଡରନ୍ତି । ତେବେ କିଛି ନାମ ଦ୍ଵାରା ଆଜି ତାଙ୍କ ସ୍ଵଭାବ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାଇ ଏହି ଭଳି ଝିଅଙ୍କ ଠାରୁ ବଞ୍ଚି ରହିବା ଆବଶ୍ୟକ ଆଉ ଏହି ନାମ ଝିଅଙ୍କ ଠାରୁ ବଞ୍ଚି ରହିବା ପାଇଁ ଚେଷ୍ଟା କରନ୍ତୁ । ଏହି ୩ଟି ନାମ ଝିଅ ରାଗ ଏତେ ଅଧିକ ହୋଇଥାଏ ଯେ ସମସ୍ତେ ତାଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଥାଏ । ତେବେ ଆସନ୍ତୁ ଏହି ୩ଟି ନାମ ମହିଳାଙ୍କ ବିଷୟରେ ବିସ୍ତାର ସହ ।

ଏନ ନାମ ଝିଅ :

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କିଛି ଝିଅ ମାନେ ସ୍ଵାଭାବରୁ ବହୁତ ରାଗି ଦେଖା ଯାଇଥାନ୍ତି କିନ୍ତୁ ସେ କେବଳ ଭୁଲ କଥା ପାଇଁ ରାଗିଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଏନ ନାମ ମହିଳା ମାନେ ରାଗି ସ୍ଵଭାବର ହୋଇଥାନ୍ତି କିନ୍ତୁ ସେ ମନରୁ ବହୁତ ସଫା ହୋଇଥାନ୍ତି ସେ କେବେ କାହା ବିଷୟରେ ଖରାପ ଭାବନା ନିଜ ମନ ଭିତରେ ରଖି ନଥାନ୍ତି ଜୀବନରେ ଯେତେ ଦୁଃଖ ସମୟ ଆସିଲେ ଏହି ଝିଅ ମାନେ ସମ୍ଭାଳି ଥାନ୍ତି କିନ୍ତୁ ଅନ୍ୟ ସମୟରେ ନିଜ ରାଗ ଦେଖେଇଥାନ୍ତି ।


ଏସ ନାମ ଝିଅ :

ଏହି ନାମ ଝିଅ ମାନେ ସବୁବେଳେ ନିଜ ମନ ଅନୁଯାଇ କାମ କରନ୍ତି ଆଉ ତାଙ୍କ ମନ ଅନୁଯାଇ କମ ନହେଲେ ତାଙ୍କୁ ରାଗ ଲାଗିଥାଏ ତେବେ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଏହି ନାମ ଝିଅ ନିଜ ମନକୁ ବୁଝାଇ ଥାନ୍ତି କିନ୍ତୁ ଅନ୍ୟାୟ ହେଲେ ଏହି ନାମ ଝିଅ କେବେ ନିଜ ମନ କଥା ଖୋଲିକି କାହାକୁ କହି ପାରନ୍ତି ନାହିଁ । ଜାଣିଛନ୍ତି କି ଏସ ନାମ ଝିଅ ମାନେ ବହୁତ ସଂସ୍କାରୀ ହୋଇଥାନ୍ତି କିନ୍ତୁ ରାଗି ଗଲେ ସେ କାହାରି ନୁହନ୍ତି ।


ଏମ ନାମ ଝିଅ :

ଏହି ନାମ ଝିଅ ମାନଙ୍କ ରାଗ ବହୁତ ଭୟଙ୍କର ହୋଇଥାଏ, ଏହି ଭଳି ଝିଅଙ୍କୁ ଯିଏ ବିବାହ କରିଥାଏ ତାକୁ ସମ୍ଭାଳି କାମ କରିବା ଉଚିତ । ଏହି ନାମ ଝିଅଙ୍କ ମନରେ କିଛି ନା କିଛି ଚାଲିଥାଏ ଯାହା ଦ୍ଵାରା ତାଙ୍କ ଜୀବନରେ ବହୁତ କଷ୍ଟ ସମୟ ଆସିଥାଏ । ତେବେ ସନ୍ଦେହ ଥରେ ହେଲେ ଏହି ନାମ ଝିଅ ମାନେ କେବେ ସମ୍ଭାଳି ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *