ବହୁତ ରାଗି ହୋଇଥାନ୍ତି ଏହି 5ଟି ନାମର ଝିଅମାନେ, ଦେଖନ୍ତୁ ଏଥିରେ ଆପଣଙ୍କ ନାମ ନାହିଁ ତ !

ଆପଣ ମାନେ ଜାଣିଥିବେ କି ମହିଳା ମାନେ ଅନେକ ପ୍ରକାର ଥାନ୍ତି । କେଉଁ ମାନେ ଟିକେ ରାଗି ତ କେଉଁ ମାନେ ସାନ୍ତ ଥାନ୍ତି । ତେବେ ସବୁ ପ୍ରକାର ମହିଳା ମାନଙ୍କ ଭିତରେ କିଛି ନା କିଛି ଭଲ ଗୁଣ ଓ ଖରାପ ଗୁଣ ଥାଏ ।

ଦେଖନ୍ତୁ କହିବା ପାଇଁ ଯଦି ଯିବା ତେବେ ମହିଳା ମାନଙ୍କ ନାମରେ ସେଭଳି କିଛି ଜିନିଷ ନଥାଏ ଯାହା ଦ୍ଵାରା ଆମେ ତାଙ୍କୁ ଛାଡି ଦେବା କି ତାନକ ଠାରୁ ଦୂରେଇ ଯିବା । ହଁ ଆପଣ କିଛି ଜିନିଷ ଜଣାଇ ପାରିବେ ତାଙ୍କ ବିଷୟରେ । ଆଜି ଆମେ କହିବା ପାଇଁ ଯାଉଛୁ ଯେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ମହିଳା ମାନେ ଅଧିକ ରାଗି ହୋଇ ଥାନ୍ତି ଯଦି ଆପଣ ଏହା ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଓ ସେମାନଙ୍କ ସ୍ଵଭାବ ମଧ୍ୟ ଜାଣିବା ।

ଦେଖନ୍ତୁ ରାଗ ଆଜି କାଲୀ ସବୁଙ୍କୁ ଖୁବ ଅଧିକ ଆସୁଛି ଏହାର କାରଣ ଏହା ନୁହେଁ କି ସେମାନେ ଆପଣଙ୍କୁ ଭଲ ପାନ୍ତି ନି ଆମେ କେବଳ ସାମନା ରେ ଥିବା ଜିନିଶ କୁ ହିନ ଦେଖି ଥାଉ ଯଦି ଦେଖିବା ପାଇଁ ଯିବା ତା ଭିତରେ କଣ ଅଛି ଓ ସେ କଣ ଚାହୁଁ ଛି ତାକୁ କେହି ଜାଣି ନଥାନ୍ତି । ତେବେ ଆଜି ଆମେ କେବଳ ଆପଣଙ୍କୁ ଏହି ନାମର ମହିଳା ମାନଙ୍କ ବିଷୟରେ କହିବ ପାଇ ଯାଉଛୁ ।

ପ୍ରଥମ ନାମ ହେଉଛି “B” ଏହି ମାନର ଝିଅ ମାନେ ଖୁବ ଜଲ୍ଦି ରାଗି ଯାନ୍ତି କାରଣ ସେମାନେ ଖୁବ ସଫା ମନର ଥାନ୍ତି ତେଣୁ କରି ତାଙ୍କ ଆଗରେ କିଛି ଭି ଖରାପ ହେବାର ଦେଖିଲେ ସେମାନେ ସାହି ପାରନ୍ତିଇ ନି ଓ ହଠାତ ରାଗି ଯାଇ କିଛି ଭି କହି ଦେଇ ଥାନ୍ତି ।

ଏହି ନାମର ମହିଳା ମାନେ ଖୁବ ଭଲ ଅଟନ୍ତି କିନ୍ତୁ ଏମାନେ କିଛି ଭି କହି ପାରନ୍ତି ରାଗରେ ଯେଉଁ ମାନେ ଏହାକୁ ସମ୍ଭାଳି ପାରିବେ ସେମାନେ ଏହାକୁ ମାନିବା ଉଚ୍ଚିତ କି ସେମାନେ ସେମାନଙ୍କ ସହ ରହି ପାରିବେ । ଏହା ପରେ ନାମ ଆସେ “P” ର ଏହି ନାମର ଝିଅ ମାନେ ଅନ୍ୟ ମାନଙ୍କ ଉପରେ ରାଗିଇବା ଅପେକ୍ଷା ନିଜ ଉପରେ ଅଧିକ ରାଗନ୍ତି ଓ ନିଜକୁ ଅଧିକ ଖ୍ଯାତି ପହଞ୍ଚାଇ ଦେଇ ଥାନ୍ତି ।

ଯଦି ଦେଖିବା ପାଇଁ ଯିବା ତ ଏହି ନାମର ଝିଅ ମାନେ କାହା ଅସହ ଅଧିକ କଥା ହେବ ଅପାଇନ ଭଲ ପାନ୍ତି ନି ସେମାନେ ନିଜ ଦୁନିଆରେ ଖୁବ ଖୁସି ଥାନ୍ତି । “L” ଏହି ନାମର ଝିଅ ମାନେ ଖୁବ ଭଲ ଅଟନ୍ତି ଏମାନେ ଏଭଳି କିଛି କରିବା ପାଇ ଭଲ ପାନ୍ତିନି । କିନ୍ତୁ ଏମାନଙ୍କ ଗୋଟେ ମାତ୍ର ଶତ୍ରୁ ହେଉଛି ଏମାନଙ୍କ ରାଗ । ଏହା ପରେ ନାମ ଆସେ “S” ର ଏହି ନାମର ଝିଅ ମାନେ କେବେଭି କାହାକୁ ଧୋକା ଦେଇ ନଥାନ୍ତି କିନ୍ତୁ ଏମାନଙ୍କ ଶତ୍ରୁତା ଖୁବ ମହଙ୍ଗା ପଡେ ।

ଏମାନେ ଦେଖିବା ପାଇଁ ଖୁବ ସରଲ କିନ୍ତୁ ଏମାନଙ୍କ ରାଗ ସବୁ ବେଳେ ଆସିମୀତ ହୋଇ ଥାଏ । “R” ଏହି ନାମର ଝିଅ ମାନେ ଖୁବ ସୁନ୍ଦର ଓ ବୁଦ୍ଧିମତୀ ହୋଇଥାନ୍ତି । କିନ୍ତୁ ଏମାନେ ଛୋଟ କଥାରେ ରାଗି ଯାଇଥାନ୍ତି ଭଲ କଥା କି ଏମାନେ ଭଲ ପାଇବା ଅଓ ରାଗିବା ଖୁବ ଭଲରେ କରି ପାରନ୍ତି ।

Leave a Reply

Your email address will not be published. Required fields are marked *