ବଲ୍ଲୀଉଡ ଅଭିନେତ୍ରୀ ବିଦ୍ୟା ବାଲନ ବହୁତ ଚର୍ଚାରେ ଅଛନ୍ତି । ବହୁତ ସମୟ ପରେ ବିଦ୍ୟାବାଲନ ଫ୍ରନ୍ଟ ନେକ ଲାଇନ ସିମିଲି ଗାଉନ ପିନ୍ଧି ଫୋଟୋ ଉଠାଇଛନ୍ତି । ତାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଦ୍ୟାବାଲନଙ୍କ ଏହି ଗ୍ଲାମରସ ଅବତାର ଦେଖି ତାଙ୍କର ଫ୍ୟାନ ଦେଖି ତାରିଫ କରିଛନ୍ତି ଆଉ ବହୁତ ଟ୍ରୋଲ ମଧ୍ୟ କରିବାକୁ ଲାଗିଛନ୍ତି । ସେ ଏବେ ବହୁତ ଫୋଟୋ ଉଠାଉଥିବା ନଜର ଆସିଛନ୍ତି । ତାଙ୍କ ଏହିଭଳି ଫୋଟ ସବୁ ବହୁତ ରହିଛି ।
କିନ୍ତୁ ଏହିଥର ସେ ଗ୍ଲାମରସ ଡ୍ରେସରେ ଫ୍ୟାନ ମାନକୁ ଆଶ୍ଚର୍ଯ୍ୟ କରିଛନ୍ତି । ସୋସିଆଲ ମିଡିଆରେ ବିଦ୍ୟା ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ସେ ସେଇ ଲୋକ ମାନକୁ ଜବାବ ଦେଇଥିଲେ ସେ ମାନେ ଭାବନ୍ତି ବିଦ୍ୟା ବାଲାନ ଇଣ୍ଡିଆନ ଭିଡିଓରେ ହିଁ ଭଲ ଲାଗିଥାନ୍ତି । ବିଦ୍ୟାବାଲନ ଏହି ଭିଡିଓରେ ସେ ତାଙ୍କର ରୂପ ବଦଳାଇଥିଲେ, ବିଦ୍ୟା ଏହି ଭିଡିଓରେ ସମସ୍ତଙ୍କ ବୋଲତି ବନ୍ଦ କରିଛନ୍ତି । ଫୋଟୋ ଉଠାଇ ଏହା ମଧ୍ୟ ଇସାରା କରୁଛି କିଏ କିଚିବି ଭାବୁ କିନ୍ତୁ ସେ ଯେତିକି ସୁନ୍ଦର ଇଣ୍ଡିଆନ ପୋଷାକରେ ଲାଗନ୍ତି ସେତିକି ସୁନ୍ଦର ସେ ୱେସ୍ଟର୍ନ ଗାଉନ ପିନ୍ଧିକି ଲାଗୁଛନ୍ତି ।
ଏହି ଫୋଟୋ ରେ ପ୍ରଥମେ ସେ ଗୋଟିଏ ଅନାରକଲିରେ ଦେଖା ଦେଇଛନ୍ତି ତାପରେ ତାପରେ ସେ ଗାଉନରେ ବହୁତ ବୋଲ୍ଡ ଲାଗୁଛନ୍ତି ।କିନ୍ତୁ ସେ ସେଇ ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ଏହି ଅନ୍ଦାଜ ଏହିଭଳି ଫୋଟୋ ଡାଟୀ ପିକ୍ଚରରେ ଦେଖି ବାକୁ ମିଳି ଥିଲା । ତାଙ୍କ ଏହି ହ-ଟ ଅବତାର ଦର୍ଶକ ମାନକୁ ବହୁତ ଭଲ ଲାଗିଛି । ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଏକ୍ଟିଭ ରହିଛନ୍ତି, ସେ କରାଯାଇଥିବା ପୋଷ୍ଟ ଆଉ ଭିଡିଓ ବହୁତ କମ ସମୟରେ ଭାଇରାଲ ହୋଇଥାଏ ।
ସେ ଶକୁନ୍ତଳାରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ତାଙ୍କର ଅଭିନୟ ବହୁତ ସୁନ୍ଦର ଥିଲା । ତାଙ୍କର ଫିଲ୍ମ କଥା ଆଲୋଚନା କରିବତ ତାଙ୍କ ଫିଲ୍ମ ଶଙ୍କୁନ୍ତଳାରେ ଲୋକ ବହୁତ ତାଙ୍କୁ ପସନ୍ଦ ମଧ୍ୟ କରିଛନ୍ତି । ସେରନି’ ରେ ମଧ୍ୟ ତାଙ୍କର ଜବରଦସ୍ତ ଅଭିନୟ ନଜର କୁ ଆସିବ । ଆପଣଙ୍କୁ ବିଦ୍ୟା ବାଲନଙ୍କ ଏହି ନୂଆ ଅବତାର କେମିତି ଲାଗିଲେ ଆଉ ଗ୍ଲାମରସ ଲୁକ ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ କହିବେ ।