ବୈବାହିକ ଜୀବନରେ ସର୍ବଦା ଦୁଃଖୀ ରୁହନ୍ତି ଏହି 2 ଟି ନାମର ଝିଅମାନେ- Jyotisha Shastra

ବିବାହ ଏକ ଏମିତି ପବିତ୍ର ବନ୍ଧନ ଯାହା ପୁଅ ଓ ଝିଅ ଅଧ୍ୟରେ ସାତ ଜନ୍ମ ପାଇଁ ହୋଇଥାଏ । କିନ୍ତୁ କିଛି ଦାଂପତ୍ଯ ଜୀବନରେ ଅନେକ ସମୟରେ କ୍ଲେଶ ଓ କଳହ ଦେଖା ଯାଇଥାଏ । କିଛି କ୍ଷେତ୍ର ରେ ପୁରୁଷ ମାନେ ନିଜ ସ୍ତ୍ରୀର ଭାବନାକୁ ସମ୍ମାନ କରନ୍ତି ନାହି । କେବେ ବି ସ୍ଵାମୀ ନିଜ ସ୍ତ୍ରୀର ମନ କଥା ବୁଝିବାକୁ ଚେଷ୍ଟା କରନ୍ତି ନାହି । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟ ରେ ବିଶ୍ଵାସ ଓ ପ୍ରେମ ରହିବା ନିହାତି ଜରୁରୀ ହୋଇଥାଏ । କିନ୍ତୁ କିଛି ଦାଂପତ୍ଯ ଜୀବନରେ ଏ ସବୁର କମି ଦେଖାଯାଏ । କିଛି ପୁରୁଷ ମାନେ ନିଜ ସ୍ତ୍ରୀଙ୍କର ସାଥ ମଧ୍ୟ ଦିଅନ୍ତି ନାହି । ଯାହା ପଛରେ ଅନେକ କାରଣ ରହିଥାଏ ।

କିଛି ସ୍ତ୍ରୀ ମାନେ ବିନା କାରଣରେ ନିଜ ସ୍ଵାମୀଙ୍କ ସହ ଝଗଡା କରିବା ସହ ତାଙ୍କ ଉପରେ ଚିଡି ଯାଇଥାନ୍ତି । ଯାହା ପାଇଁ ଦାଂପତ୍ଯ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ଅକ୍ଷର ଥିବା ଝିଅଙ୍କ ନାମ ବିଷୟରେ କହିବାକୁ ଯାଉଛି ଯେଉଁ ମାନେ ନିଜର ସ୍ତ୍ରୀଙ୍କ ସାଥ ଜୀବନ ସାରା ଦେଇ ନ ଥାନ୍ତି ଯାହା ପାଇଁ ସେହି ନାରୀ ଜୀବନ ସାରା ଦୁଖୀ ରହିଥାଏ ।

୧- K ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ପ୍ରାୟତ ସବୁ ସମୟରେ ରାଗିକି ରହିଥାନ୍ତି । ଯେବେ ଏହି ନାର ଝିଅଙ୍କ ସ୍ଵାମୀ କୌଣସି କାମ ତାଙ୍କୁ ନ ଜଣାଇ କରିଥାନ୍ତି ସେହି ସମୟରେ ଏମାନେ ଅଧିକ ରାଗିଥାନ୍ତି । ଏହି ନାମର ଝିଅ ଙ୍କ ଏହି ସ୍ଵଭାବ ପାଇଁ ଏମାନେ ନିଜ ସ୍ଵାମି ଉପରେ ସବୁବେଳେ ଚିଡିଚିଡା ହୋଇ ରହିଥାନ୍ତି । ଯାହା ପାଇଁ ଏମାନଙ୍କ ଦାଂପତ୍ଯ ଜୀବନରେ ଏମାନେ ସ୍ଵାମୀର ସାଥ ନ ପାଇ ଦୁଖୀ ହୋଇ ରହିଥାନ୍ତି ।

୨- P ନାମର ଝିଅ ମାନେ : ଆପଣ ମାନେ ଜାଣିଥିବେ ମଣିଷ ବଞ୍ଚିବା ପାଇଁ କାମ କରିବା ସେତିକି ଜରୁରୀ ହୋଇଥାଏ ଯେତିକି ନିଶ୍ଵାସ ନେବା ଓ ପ୍ରେମ କରିବା ଜରୁରୀ ହୋଇଥାଏ । ଏହି ନାମର ଝିଅ ମାନେ ଏହି କଥା ଉପରେ ଗୁରୁତ୍ଵ ଦିଅନ୍ତି ନାହି । ଯାହା ପାଇଁ ଏମାନାଙ୍କ ଦାଂପତ୍ଯ ଜୀବନରେ ସର୍ବଦା କଳହ ଓ କ୍ଲେଶ ଲାଗି ରହିଥାଏ । ଏମାନେ ଛୋଟ ଛୋଟ କଥାରେ ନିଜ ସ୍ଵାମୀ ଙ୍କ ସହ ଝଗଡା କରିଥାନ୍ତି । ଏହି ନାମର ଝିଅ ମାନଙ୍କର ଏହି ସ୍ଵଭାବ ଯୋଗୁ ଦାଂପତ୍ଯ ଜୀବନରେ ଏମାନେ ସ୍ଵାମୀଙ୍କ ସାଥ ପାଇ ନ ଥାନ୍ତି । ଯାହା ପାଇଁ ଏମାନେ ସର୍ବଦା ଏକା ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *