ଭଲପାଇ ବାହା ହୋଇଥିବା ଓଲିଉଡ ଅଭିନେତ୍ରୀ, ନମ୍ବର 3 ରେ ଥିବା ଯୋଡି ସମସ୍ତଙ୍କ ପସନ୍ଦ

ଓଲିଉଡ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି କଳକାର ମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ସୁନ୍ଦରତା ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । କିଛି ଅଭିନେତ୍ରୀ ମାନେ ଓଡିଆ ଜଗତରେ ଅଭିନେତା ମାନଙ୍କ ସହ ପ୍ରେମ କରି ବିବାହ ବନ୍ଧନରେ ଆ-ବ-ଦ୍ଧ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପ୍ରେମ ବିବାହ କରିଛନ୍ତି ।

୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଯିଏ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ହିଟ ଫିଲମରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଛନ୍ତି । ସେ ୨୦୧୪ରେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସହ ପ୍ରେମ ବିବାହ କରିଛନ୍ତି ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ବଙ୍ଗାଳୀ ନାୟିକା କୋୟଲ ବାନାର୍ଜୀ ଯିଏ ଓଡିଆ ଜଗତରେ ଅନେକ ଫିଲ୍ମରେ ଖୁବ ସୁନ୍ଦର ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି । ସେ ୨୦୧୨ରେ ଅଭିନେତା ବବି ମିଶ୍ରଙ୍କୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଆଗ ଧାଡିର ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଯିଏ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ କରି ୨୦୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ନିଜର ମ୍ୟାରେଡ ଲିଫର ବେଶ ହସ ଖୁସିରେ ସମୟ ବିତାଉଛନ୍ତି ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅହକନ୍ତି ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରି ଖୁବ କମ ସମୟରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଥିଲେ । ସେ କୁସନ କୁମାରଙ୍କ ସହ ପ୍ରେମ ବିବାହ କରିଛନ୍ତି । ଦୁହିଙ୍କର ଗୋଟେ ପୁଅ ମଧ୍ୟ ଅଛି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ଯିଏ ଓଡିଆ ଅନେକ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଛନ୍ତି । ସେ ଭିସାଲ ବର୍ମାଙ୍କୁ ଭଲ ପାଇ ୨୦୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ୯୦ ଦଶକର ଓଡିଆ ଅଭିନେତ୍ରୀ ମାମା ମିଶ୍ର ଯିଏ ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ଜିଣିଥିଲେ । ସେ ଅଭିନେତା ସିଦ୍ଧାର୍ଥ ମହାପାତ୍ରଙ୍କୁ ଭଲ ପାଇ ୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଙ୍କର ଗୋଟେ ପୁଅ ଓ ଝିଅ ମଧ୍ୟ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *