ବାଳ ଝଡିବା ସମସ୍ୟାରୁ ପାଆନ୍ତୁ ମୁକ୍ତି? ଆପଣାନ୍ତୁ ଏହି ଗୋଟିଏ ଟ୍ରିକ୍ କୁ, ହୋଇଯିବ କମାଲ, ଦେଖନ୍ତୁ କେମିତି କରିବେ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜଣାଇ ଆପଣ ବହୁତ ଖୁସି ହେବେ । ଯଦି ଆପଣଙ୍କର ବାଳ ଝାଡୁଛି ତେବେ ସେଥିପାଇଁ ଏହି ଉପାୟ ଅପଣାନ୍ତୁ ଦେଖିବେ କାମାଲ । ବାଲ ଝଡିବା ସମସ୍ୟା ଏକ ସାଧାରଣ ସମସ୍ୟା ଅଟେ । ବହୁତ ଲୋକ ଏହି ସମସ୍ୟାରେ ଚିନ୍ତିତ ଥାଆନ୍ତି । ତାଙ୍କୁ ପ୍ରତିଦିନ ତକିଆରେ, ଚଟାଣରେ, ପାନିଆରେ ବା କାନ୍ଧରେ ଶହ ଶହ ଝଡୁଥିବା ବାଳ ନଜର ଆସିଥାଏ ।

ଗାଧୋଇବା ସମୟରେ ବି ଲୋକଙ୍କର ବହୁତ ବାଳ ଝଡି ଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ମହଙ୍ଗା ଆଣ୍ଟି ହେୟାର ଫଲ ସାମ୍ପୋ ବା ଟ୍ରିଟମେଣ୍ଟ ବ୍ୟବହାର କରିଥାନ୍ତି ଓ କିଛି ଫରକ ପଡେ ନାହିଁ ।

ଶେଷରେ ସେମାନେ ନିରାଶ ହୋଇ ଏହି ସମସ୍ୟା ସହିତ ନିଜକୁ ଖାପ ଖୁଆଇ ନିଅନ୍ତି । ଚିନ୍ତା କରନ୍ତୁ ନାହିଁ, ଯଦି ଆପଣ ବି ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏଥିପାଇଁ ଆମ ପାଖରେ ଏମିତି ଏକ ଚମତ୍କାରୀ ଉପାୟ ଅଛି ଯାହାକୁ ଆପଣାଇ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ କଣ ?

 

ପ୍ରକୃତରେ ବୈଜ୍ଞାନିକଙ୍କ ଅନୁସାରେ ପିଆଜ ଜୁସରେ ଡାଏଟ୍ରି ସଲଫର ମିଳିଥାଏ ଓ ଏହି ସଲଫରରେ ଏମୀନୋ ଏସିଡ ଥାଏ ଯିଏ କି ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଅଟେ । ସଲଫରରୁ ମିଳୁଥିବା ପ୍ରୋଟିନ ବିଶେଷ କରି କେରେଟିନର ବାଳର ଗ୍ରୋଥ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ । ଏତିକି ନୁହେଁ ପିଆଜରୁ ପୋଟାସିୟମ, ଭିଟାମିନ C, A ଓ E ମଧ୍ୟ ମିଳିଥାଏ । ଏଥିରୁ ବାଳ ପତଳା ହୁଏ ନାହିଁ ଓ ଡ୍ୟାଣ୍ଡରଫ ସମସ୍ୟା ମଧ୍ୟ ହୁଏ ନାହିଁ ।

ଏଥିପାଇଁ ଅଧିକାଂଶ ଲୋକ ପିଆଜ ଜୁସକୁ ବାଳ ମୂଳରେ ବା ବାଳରେ ଲଗାଇଥାନ୍ତି । ଏଥିରେ ଥିବା ସଲଫର କାରଣରୁ ବାଳ ଗହବା ଓ ମଝବୁତ ହୋଇଥାଏ । ବାଳ ଝଡିବା ବା ଛିଣ୍ଡିବା ବହୁତ କମ ମଧ୍ୟ ହୋଇଯାଇଥାଏ । କିନ୍ତୁ ଏହାକୁ ଏମିତି ହିଁ ଲଗାଯାଏ ନାହିଁ । ଏହାକୁ ଲଗାଇବାର ଏକ ଉପାୟ ଥାଏ । କଣ ଅଟେ ସେହି ଉପାୟ ଚାଲନ୍ତୁ ଜାଣିବା ।

ଫଲୋ କରନ୍ତୁ ଏହି ଟିପ୍ସ

ସବୁଠୁ ପ୍ରଥମେ ପିଆଜକୁ ଛୋଟ ଛୋଟ ଖଣ୍ଡ କାଟି ତାହାକୁ ମିକ୍ସି ରେ ପେଶି ଦିଅନ୍ତୁ ।

ପୁଣି ପେଶା ହୋଇଥିବା ପିଆଜକୁ ଏକ କଟନ କପଡାରେ ପୁରାଇ ତାର ସାରା ରସ ଏକ ପାତ୍ରରେ ଚିପୁଡି ଦିଅନ୍ତୁ ।

ପିଆଜ ରସକୁ ନିଜର ଡେଲି ବ୍ୟବହାର କରୁଥିବା ତେଲ ସହିତ ମିଶାଇ ଦିଅନ୍ତୁ ।

ପିଆଜ ରସକୁ ଆପଣ ନଡିଆ, ବାଦାମ ବା କୌଣସି ବି ତେଲ ସହିତ ମିଶାଇ ପାରନ୍ତି । ତାହା ପରେ ଏହି ମିଶ୍ରଣକୁ ବାଳର ମୂଳରେ ଭଲ ଭାବେ ଲଗାଇ ନିଅନ୍ତୁ ଓ ପୁଣି ହାଲକା ହାଲକା ଏହାର ମସାଜ କରନ୍ତୁ ।

ଏହାକୁ ମୁଣ୍ଡରେ ଗୋଟିଏ ଘଣ୍ଟା ପାଇଁ ଲଗାଇ ରଖନ୍ତୁ ଓ ପୁଣି ସାମ୍ପୋରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ 2-3 ଥର କରନ୍ତୁ । ରେଜଲ୍ଟ ଦେଖି ଆପଣ ଚକିତ ହୋଇଯିବେ ।

ଯଦି ଆପଣ ବି ବାଳ ଝଡିବା ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଆମର ଏହି ଘରୋଇ ଉପାୟ କୁ ଥରେ ଆପଣାୟ ଦେଖନ୍ତୁ । ପୋଷ୍ଟ ଟି ଭଲ ଲାଗିଲେ ଗୋଟିଏ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଏହି ପରି ଟିପ୍ସ ଆପଣଙ୍କ ପାଇଁ ଆଣି ଆସିବୁ ।

Leave a Reply

Your email address will not be published. Required fields are marked *