୬୦୦ ବର୍ଷ ତଳ ମାଳିକା ବଚନ ଆଜିବି ସତ ହେଉଛି ଆଉ ଲୋକ ଏହା ଦେଖିବାକୁ ମଧ୍ୟ ପାଇଛନ୍ତି ଯେ ମାଲିକାରେ ଲେଖା ହୋଇଥିବା ପଦ ପଦ ସତ ହେଉଛି । ଆପଣ ମାନେ ଜାଣିଛନ୍ତି କି ବାଲେଶ୍ଵରରେ ମହା ଦେବଙ୍କ ଗୋଟେ ପାଞ୍ଚ ଲିଙ୍ଗେଶ୍ଵର ମନ୍ଦିର ଅଛି ଯାହା ବହୁତ ବିଖ୍ୟାତ ଅଟେ
ଦୂର ଦୂରରୁ ଲୋକ ଏହାର ଦର୍ଶନ ପାଇଁ ଆସିଥାନ୍ତି ତେବେ ମାଲିକାରେ ଉଲ୍ଲେଖ କରା ଯାଇଛି ଯେ ମହା ଦେବଙ୍କ ଏହି ପାଞ୍ଚ ଲିଙ୍ଗେଶ୍ଵର ମନ୍ଦିର ଦର୍ଶକ ଯେଉଁ ବ୍ୟକ୍ତି କରିବ ତା ଭାଗ୍ୟରେ ପୂଣ୍ୟ ଲେଖା ହୋଇବ ପାପ ସବୁ ମେଣ୍ଟିଯିବ । ତେବେ ମାଲିକାରେ ଲେଖା ହୋଇଛି ଯେ ଛନ୍ଦରେଶ୍ଵର ମତିକୁ ଝଡ ବାତ୍ୟା ଆସିବ,
ଗାଁ ଗହଳି ଧୋଇଯିବ ଅର୍ଥାତ ସମୁଦ୍ର ପାଣି ବାଲେଶ୍ବରରେ ପଶି ଯାଇ ପାରେ କିନ୍ତୁ ଉପାୟ ମଧ୍ୟ କୁହା ଯାଇଛି ଯେ ଚେୟାନ୍ଦ୍ରେଶ୍ଵର କୃପା ଅପରା ଯିଏ ପ୍ରଭୁ ନାମ ନବ ବାତ୍ୟା ଉଡି ନ ଜୀବ ଖ୍ଯାତି କାହାରି ନହବ । ଅର୍ଥାତ ମହାଦେବଙ୍କ ନାମ ସମସ୍ତେ ମିଶି ଜପିଲେ ବିପଦ ଟଳି ଜୀବ କାହାକୁ ହାନି କରିବ ନାହିଁ ।
ମହା ପ୍ରଭୁ ମାଲିକାରେ କହିଛନ୍ତି ନିଳଗିରି ଠାରେ ନୀଳାବାନ ହବ, ପାଞ୍ଚ ସଖା ଆସି ଭେଟିବେ ଏହି ପୂଣ୍ୟ ସ୍ଥାନରେ, ଏହା ଛଡା ମହା ପ୍ରଭୁ କହିଛନ୍ତି କିଛି ଗୁପ୍ତ ଭକ୍ତ ଆସି ଗୁପ୍ତ ଭାବରେ ମହାପ୍ରଭୁ ସ୍ଥାପନା କରିବେ ଯାହା ଆପଣ ମାନେ କ୍ଷୀର ଗୋପାଳ ନାମ ଶୁଣିଥିବେ ଯାହା ବାଲେଶ୍ବରରେ ଅବସ୍ଥିତ ଅଟନ୍ତି । ତେବେ ମାଲିକ ବଚନ ଅନୁଯାଇ ବାଲେଶ୍ଵର ମଣିନାଗେଶ୍ଵର ମନ୍ଦିରରେ ପଟଳକୁ ଜୀବ ବାଟ ମଧ୍ୟ ଅଛି ତେବେ ଏହି ମନ୍ଦିର ବହୁତ କମ ଲୋକ ଯାଇଛନ୍ତି ଆଉ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।
ଲାଙ୍ଗଳେଶ୍ଵରରେ ମହାଦେବଙ୍କ ସହ ମାତା ପାର୍ବତୀ ଥିବେ ଆଉ ଦୁହିଙ୍କ ଆଶୀର୍ବନାଦ ପାଇଁ ରାତିରେ ଏଠାରେ ଭକ୍ତ ମାନଙ୍କ ମେଳକ ହବ । ଏହା ଛଡା କୁହା ଯାଇଛି ଯେ ଏହି ପୂଣ୍ୟ ମାଟିରେ ପାପ ବଢିବା ଯୁଗରୁ ସମୁଦ୍ର ପାଣି ଆସି ଧୋଇବ ଲୋକଙ୍କ ମନ ପାପ ଧୋଇବ ଆଉ ଧରାକୁ ସୁଧ କରିବ । ତେବେ ମହାଭୂନ୍ଡେଶ୍ଵର କୁ ମା ମାରିଚିଙ୍କ
ଦର୍ଶନ ହବ ଅର୍ଥାତ ଭଗବାନ ମହାଦେବ ଆଉ ମାରିଚିଙ୍କ ଭେଟ ବାଲେଶ୍ଵର ମାଟିରେ ହବ ତେବେ ଏହା ମଧ୍ୟ କୁହା ଯାଇଛି ଯେ ବାଲେଶ୍ଵର ମାଟିରେ ଭୁତ ବଡ କମ୍ପାନୀ ସ୍ଥାପନା ହବ ତେବେ ଏହା ଇଂରେଜ ମାନଙ୍କ ଆଇଏସଟି ଇଣ୍ଡିଆ କମ୍ପାନୀ ମଧ୍ୟ ହୋଇପ[ଆରେ ଯାହା ପୌରାତନ ସମୟରେ ବାଲେଶ୍ଵର ଜିଲାରେ ଅବସ୍ଥିତ ଥିଲା ନଚେତ ଆଗକୁ ମଧ୍ୟ କିଛି ବିଦେଶୀ କମ୍ପାନୀ ଆସି ବାଲେଶ୍ବରରେ ରହିବେ ଆଉ ତାଙ୍କ କାୟା ବିସ୍ତାର କରିବେ ।