ବାଲେଶ୍ଵରରୁ Bollywood, ଓଡିଶାର ଏହି ଯୁବକ ଆଜି ବଲୀଉଡରେ ଏକ ନାମିଦାମି ସଙ୍ଗୀତ ନିର୍ଦେଶକ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ବାଲେଶ୍ଵର ଜିଲ୍ଲାର ରିଙ୍କୁ ନାମକ ଯୁବକଙ୍କ ବିଷୟରେ ଯିଏ ବର୍ତ୍ତମାନ ବଲିଉଡରେ ମ୍ୟୁଜିକ ଦେବାକୁ ଯାଉଛନ୍ତି । ଯିଏ ନିଜର ଜଳବା ଦେଖାଇ ଆଧିପତ୍ୟ ବିସ୍ତାର କରି ସାରିଛନ୍ତି ମାୟା ନଗରି ମ୍ୟୁଜିକ ୱାର୍ଲ୍ଡରେ । ରିଙ୍କୁ ନିଜର ବଲିଉଡ ଯାତ୍ରା ବିଷୟରେ କହିଛନ୍ତି ଯେ ଯାତ୍ରା ବହୁତ କଷ୍ଟଦାୟକ ଥିଲା । କିନ୍ତୁ ସେ କେବେ ଆଶା କରି ନ ଥିଲେ ଯେ ବମ୍ବେ ଯାଇ ଗାୟିକା ଆଶା ଭୋସଲେ, ନେହାଁ କକ୍କଡଙ୍କ ସହ କାମ କରିବାର ସୁଯୋଗ ପାଇବେ । ତାଙ୍କର ସଂଗୀତା ଦୁନିଆ ବହୁତ ଲମ୍ବା ହୋଇଥିଲେ ମଧ୍ୟ ସେ ଖୁସିରେ ଏହାକୁ ସଫର କରିଛନ୍ତି ।

ରିଙ୍କୁଙ୍କ ବାପା ସୁନ୍ଦର ମୋହନ ଜଣେ ଗାୟକ ଥିଲେ ଯାହାଙ୍କ ପ୍ରେରଣାରେ ସେ ଆଜି ଗୀତ ଗାଉଛନ୍ତି । ତାଙ୍କ ବାପା ଜଣେ କିବୋର୍ଡ ମ୍ୟୁଜିକ ପ୍ଲେୟାର ଥିଲେ । ଯାତ୍ରା ଜଗତ ଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟୂଡିଓରେ ଥିବା ଟପ ଲେବଲ ମ୍ୟୁଜିସିଆନ ମାନଙ୍କ ସହ ରିଙ୍କୁଙ୍କ ବାପା କାମ କରିଛନ୍ତି । ରିଙ୍କୁ ପ୍ରାୟତ ୧୮ ଘଣ୍ଟା ଧରି ମ୍ୟୁଜିକ ପ୍ରାଟିଶ କରି ଆଜିକା ଡେଟର ଏହି ସଫଳତା ହାସଲ କରିଛନ୍ତି । ବାଲେଶ୍ଵରରୁ ଭୁବନେଶ୍ଵର ଯାଇ ସେ ସଙ୍ଗୀତ ଦାନ କରିଥିଲେ କୁମାର ବାପି ଓ ଅନ୍ଯାନ୍ଯ ଗାୟକ ମାନଙ୍କ ସହ । ସେ ବମ୍ବେ ଯିବା ପାଇଁ ଅନେକ ସଂଘର୍ଷ କରିଛନ୍ତି । ମାତ୍ରା ୨୫୦୦ ଟଙ୍କା ନେଇ ତାଙ୍କ ବାପାଙ୍କ ସହ ବମ୍ବେ ଯାଇ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।

ସେ ବମ୍ବେରେ ଛୋଟ ପରଦାରୁ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଅନେକ ସଂଘର୍ଷ ପରେ ତାଙ୍କୁ ବଡ ଲେବଲରେ କାମ କରିବା ପାଇଁ ସୁଯୋଗ ଅପାଇଥିଲେ । ତାଙ୍କୁ ପ୍ରଥମେ ବ୍ରେକ ମିଳିଲା ଅଭିଜିତ ସାମନ୍ତଙ୍କ ସହ ଜୋଧପୁର ଫିଲମରେ ମ୍ୟୁଜିକ ଦେବା ପାଇଁ ଯାହା ତାଙ୍କର ବଲିଉଡରେ ପ୍ରଥମ ବ୍ରେକ ଥିଲା । ଏହା ପରେ ସେ ସନମ ବ୍ୟାଣ୍ଡ, ଶୋନୁ ନିଗମଙ୍କ ସହ ୱାର୍ଲ୍ଡଟୁର କରିଥିଲେ । ଗାୟିକା ଆଶା ଭୋସଲେଙ୍କ ସହ ରିଙ୍କୁ ଅନେକ ଗୀତରେ ସଂଗୀତା ଦାନ କରି ନିଜକୁ ଧନ୍ୟ ମାନେ କରିଛନ୍ତି ବୋଲି ନିଜ ରାଏରେ କହିଛନ୍ତି । ରିଙ୍କୁ ଯେଉଁ ଜନ୍ତ୍ର ଧରିଛନ୍ତି ତାହାର ନାଁ ରହିଛି କିଟାର କାରଣ ଏହା କିବୋର୍ଡ ଭଳି ଦେଖିବାକୁ ।

ସେ ବହୁତ ସୁନ୍ଦର ମ୍ୟୁଜିକ ଦେଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ତାଙ୍କର ସବୁଠାରୁ ବେଷ୍ଟ ଗୀତ ଯାହା ବର୍ତ୍ତମାନ ବଲିଉଡରେ ରିଲିଜ ହେବାକୁ ଯାଉଛି ଯାହାକୁ ଗାଇବେ ବଲିଉଡର ସବୁଠାରୁ ଫ୍ୟାମ୍ସ ସଙ୍ଗୀତାକର ଯାହା ଉପରେ ଜୋରସୋରରେ କାମ ଚାଲିଛି । ଏହି ଗୀତକୁ ଲେଖିଛନ୍ତି କୁନାଲ ବର୍ମା ଓ କମ୍ପୋଜ କରିଛନ୍ତି ରିଙ୍କୁ ।

ରିଙ୍କୁ ବଲିଉଡରେ ମ୍ୟୁଜିକ କମ୍ପୋଜିସନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ଯୁବପିଢି ଯେଉଁମାନେ କ୍ୟୁଜିକ କ୍ଷେତ୍ରରେ ଆଗକୁ ଯାଇ ସଫଳତା ପାଉ ନାହାନ୍ତି ସେମାନଙ୍କ ପାଇଁ ରିଙ୍କୁ କହିଛନ୍ତି ଯେ ଯଦି ସଙ୍ଗୀତକୁ ନିଜର ମୂଳଲକ୍ଷ୍ୟ କରିବ ତେବେ ଯାଇ ସଫଳତାର ଶୀର୍ଷରେ ପହଞ୍ଚି ପାରିବ । ତେବେ ଆଜିକାର ଯୁବପିଢିଙ୍କ ପାଇଁ ରିଙ୍କୁ ହେଉଛନ୍ତି ଜଣେ ପ୍ରେରଣା ।

ବନ୍ଧୁଗଣ ଆପଣ ମାନଙ୍କୁ ରିଙ୍କୁଙ୍କର ମ୍ୟୁଜିକକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *