Naseeruddin Shahଙ୍କୁ ନେଇ Bollywoodରୁ ଆସିଲା ଏହି ବଡ ଦୁଖ ଖବର

ବନ୍ଧୁଗଣ, ବଲିଉଡ ଇଣ୍ଡଷ୍ଟ୍ରି ର ଚଳଚ୍ଚିତ୍ର କୁ ଆପଣ ମାନେ ଦେଖିଥାନ୍ତି । ସେଥି ମଧ୍ୟରୁ ଅନେକ କଳାକାର ମାନ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ମାନଙ୍କ ହୃଦୟରେ ଘର କରି ବସିଛନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତା “ନାସୃଦିନ ସାହ” ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଚଳଚିତ୍ର ମାନଙ୍କରେ ଅଭିନୟ କରିଥିବାର ଦେଖିଥିବେ । ବନ୍ଧୁଗଣ ସେ ଜଣେ ଏଭଳି ଅଭିନେତା ଅଟନ୍ତି ଯିଏ କି ସମସ୍ତ ପ୍ରକାରର କିରଦାରୁ କୁ ଅତି ଉତ୍ତମ ରୂପେ ନିଭାଇ ଥାନ୍ତି । ତାଙ୍କ ଅଭିନୟ କାରଣରୁ ସେ ବହୁତ ସ୍ଥାନ ମାନଙ୍କରେ ପ୍ରଶଂସା ପାଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ଅଭିନେତା “ନାସୃଦିନ ସାହ” ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁ-ରୁ-ତ୍ଵ-ର ହୋଇଥିଲା ବେଳେ ବର୍ତ୍ତମାନ ସେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।

ବନ୍ଧୁଗଣ ଆସନ୍ତୁ ଜାଣିବା ଅଭିନେତା “ନାସୃଦିନ ସାହ” ଙ୍କ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିବରଣୀ । ବନ୍ଧୁଗଣ ବଲିଉଡ ର ବରିଷ୍ଠ ଅଭିନେତା “ନାସୃଦିନ ସାହ” ଙ୍କୁ ହୋଇଯାଇଛି “ନିମୋନିଆ” । ବନ୍ଧୁଗଣ ଗତ ମଙ୍ଗଳବାର ଏହା ଜଣାପଡିବା ପରେ, ତାଙ୍କୁ ମୁମ୍ବାଇ ର ଏକ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି । ବନ୍ଧୁଗଣ ଏହାର ସମ୍ପୂର୍ର୍ଣ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ “ରତ୍ନା ପାଠକ ସାହା” । ତାଙ୍କ ଫୁସଫୁସ ରେ ଏକ ଛୋଟ ଅଂଶ ରହିଥିବା ଜଣା ପଡିଥିଲା ।

ବନ୍ଧୁଗଣ ଅଭିନେତା “ନାସୃଦିନ ସାହ” ଖାରାର ହିନ୍ଧୁରାଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଅଛି । ବନ୍ଧୁଗଣ ଅନେକ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉତ୍ତମ ନଥିବା ବେଳେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିବା ନିମନ୍ତେ ଡାକ୍ତର କହିଥିଲେ । ମାତ୍ର ବର୍ତ୍ତମାନ ସେଠାରେ ଚିକିତ୍ସିତ ହେବାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ତିର ରହିଅଛି । ବନ୍ଧୁଗଣ ବର୍ତ୍ତମାନ ତାଙ୍କୁ ଖୁବ ଶୀଘ୍ର ଡିଶ୍ଚାର୍ଜ କରାଯିବ ବୋଲି କହିଛନ୍ତି ତାଙ୍କ ପତ୍ନୀ ।

ବନ୍ଧୁଗଣ ଅଭିନେତା “ନାସୃଦିନ ସାହ” ତାଙ୍କ ଅଭିନୟ କ୍ୟାରିୟର ରେ ୩ ଟି ଜାତୀୟ ପୁରସ୍କାର ଜିତିଛନ୍ତି । ବନ୍ଧୁଗଣ “ନାସୃଦିନ ସାହ” ଙ୍କୁ ଶେଷଥର ପାଇଁ ୨୦୨୦ ଡ୍ରାମା ଏବଂ ଏହା ପୂର୍ବ ରୁ ଆମାଜୋନ ପ୍ରାଇମ ଭି-ଡି-ଓ ର ୱେବ ଧାରାବାହିକ “ବ-ନ୍ଧି-ସ ବଣ୍ଡିସ” ରେ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଏହି ଧାରାବାହିକ ରେ “ନାସୃଦିନ ସାହ” ଙ୍କ ଅଭିନୟ କୁ ସମସ୍ତେ ପସନ୍ଦ କରିଥିଲେ ।

ୱେବ ଧାରାବାହିକ ରିଲିଜ ପରେ ବଖୁତ ଚର୍ଚ୍ଚାରେ ରହିଥିଲେ “ନାସୃଦିନ ସାହ” । ବନ୍ଧୁଗଣ ତାନକ ଅଭିନୟ ରେ ଅନେକ ଦର୍ଶକ ପ୍ରଭାବିତ ମଧ୍ୟ ହୋଇଛନ୍ତି । ଆପଣ ମାନଙ୍କୁ ମଧ୍ୟ ତାଙ୍କ ଅଭିନୟ ବହୁତ ଭଲ ଲାଗୁଥିବ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ରେ ତାଙ୍କର ଅନେକ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ରହିଅଛି । ଆମ୍ଭର ଭଗାବାନ ଙ୍କ ପାଖରେ ପ୍ରାର୍ଥନା ଯେ “ନାସୃଦିନ ସାହ” ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନିଜ ଘରକୁ ଫେରି ଜାଆନ୍ତୁ ।

Leave a Reply

Your email address will not be published. Required fields are marked *