ବାଉଁଶ ଗଛ ଘରେ ରଖିବା ଶୁଭ ନା ଅଶୁଭ ? Vastu Shastra

ବାସ୍ତୁ ଶାସ୍ତ୍ର ଅନୁସାରେ ବମ୍ବୁ ଗଛକୁ ଭାଗ୍ୟଶାଳୀ ଓ ଶୁଭ କୁହାଯାଏ । କୁହାଯାଏ କି ଘରେ ବମ୍ବୁ ଗଛ ରଖିବା ଦ୍ଵାରା ଭାଗ୍ୟ ଓ ବୈଭବ ଆସିଥାଏ । ସମୟ ସହିତ ବମ୍ବୁ ଗଛକୁ ଅଳ୍ପ ପରିବର୍ତ୍ତନ କରାଯାଇଛି । ଯାହା ଦ୍ଵାରା ତାକୁ ଘର ଭିତରେ ବି ରଖି ହେବ । ଆଜି ବିଭିନ୍ନ ଆକାର ଓ ପ୍ରଜାତିର ବମ୍ବୁ ଗଛ ଅଛି । ଆଜି ଆମେ ଆପଣଙ୍କୁ ବମ୍ବୁ ଗଛ ବିଷୟରେ ଓ ବମ୍ବୁ ଗଛକୁ ଘରର କେଉଁ ସ୍ଥାନରେ ରଖିବେ ସେହି ସମସ୍ତ କଥା କହିବାକୁ ଯାଉଛୁ ।

ବମ୍ବୁ ଗଛ ଏକ ଏମିତି ଗଛ ଅଟେ ଯାହାକୁ ଘରେ ରଖିବା ଦ୍ଵାରା ଅତି ସହଜରେ ଏହାର ଦେଖାଶୁଣା କରିହେବ । ବମ୍ବୁ ଗଛ ପରିବେଶକୁ ସଫା ରଖିଥାଏ । ଏହି ଗଛକୁ ରଖୁ ଥିବା ବ୍ୟକ୍ତିକୁ ଭଲ ଭାଗ୍ୟ ଓ ସୁଖ ଦେଇଥାଏ । ବମ୍ବୁ ଗଛ ଘରର ସକାରାତ୍ମକ ଶକ୍ତିକୁ ବି ବୁଦ୍ଧି କରିଥାଏ ।

ଘରର ପୂର୍ବ ଦିଗରେ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ବମ୍ବୁ ଗଛ ରଖନ୍ତୁ । ବମ୍ବୁ ଗଛର ୨, ୩, ୫, ୮, ୯ ଟି ଡାଳ ଥିବା ଦରକାର । ଏହା ଛଡା କହିଦେଉଛୁ କି ଏହିଭଳି ବମ୍ବୁ ଗଛ ଘରକୁ ଆଣନ୍ତୁ ନାହିଁ ଯେଉଁ ବମ୍ବୁ ଗଛର ପତ୍ର ହଳଦିଆ ଓ ଗଭୀର ସବୁଜ ହୋଇଥିବ । କୁହାଯାଏ କି ବମ୍ବୁ ଗଛ ଆପଣଙ୍କ ଘରେ ଶାନ୍ତି ଓ ଉଜ୍ଵଳ ଆଣିଥାଏ । ଲୋକମାନେ ଏହାକୁ ଅଫିସରେ ବି ରଖିବାକୁ ପସନ୍ଦ କରନ୍ତି ।

ଯଦି ଆପଣ ଏହି ବମ୍ବୁ ଗଛକୁ ସଠିକ ଦିଗରେ ଓ ସଠିକ ଡାଳ ହିସାବରେ ରଖିବେ ତେବେ ଏହା ଆହୁରି ଅଧିକ ଲାଭଦାୟିକ ହେବ । ଯଦି ଆପଣ ବମ୍ବୁ ଗଛକୁ ଘରେ କିମ୍ବା ଅଫିସରେ ରଖୁଛନ୍ତି ତେବେ ବମ୍ବୁ ଗଛର ଡାଳର ସଂଖ୍ୟାକୁ ବହୁତ ବୁଝି ସୁଝି ବାଛନ୍ତୁ । କାରଣ ସବୁ ସଂଖ୍ୟା ଫେଙ୍ଗୁସୂଇ ଅନୁସାରେ କିଛି ଖାସ କାରଣ ଯୋଗୁ ହୋଇଥାଏ । ପ୍ରେମ ଓ ବିବାହରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଘରେ ୨ ଟି ବମ୍ବୁ ଡାଳ ଥିବା ଗଛ ଘରେ ରଖନ୍ତୁ । ଖୁସି ପାଇଁ ଘରେ ୩ ଟି ବମ୍ବୁ ଗଛ ଡାଳ ଥିବା ଗଛ ରଖନ୍ତୁ ।

ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ୫ ଟି ଡାଳ ଥିବା ବମ୍ବୁ ଗଛ ଘରେ ରଖନ୍ତୁ । ୮ ଟି ଡାଳ ଥିବା ବମ୍ବୁ ଗଛ ଯଦି ଘରେ ରଖୁଛନ୍ତି ତେବେ ଘରେ ବୈଭବ ଆସିଥାଏ । ୯ ଟି ଡାଳ ଥିବା ବମ୍ବୁ ଗଛ ଯଦି ଘରେ ରଖୁଛନ୍ତି ତେବେ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଉତ୍ତମ ଜୀବନର କାମନା ପାଇଁ ଘରେ ୧୦ ଟି ଡାଳ ଥିବା ବମ୍ବୁ ଗଛ ଘରେ ରଖନ୍ତୁ । ଶୁଭ ସମୟ ଓ ଭଲ ଭାଗ୍ୟ ପାଇଁ ଘରେ ୧୧ ଟି ଡାଳ ଥିବା ବମ୍ବୁ ଗଛ ଘରେ ରଖନ୍ତୁ । କହିଦେଉଛୁ କି ୪ ଟି ଡାଳ ଥିବା ବମ୍ବୁ ଗଛ କାହାକୁ ବି ଉପହାର ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *